Latest Odisha News

BREAKING NEWS

Browsing Category

ଫିଚର

କୋହଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ରାଜସ୍ଥାନକୁ ୮ ଉଇକେଟରେ ହରାଇଲା ବାଙ୍ଗାଲୋର

ଦୁବାଇ: ଏଠାରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ମ୍ୟାଚରେ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ରାଜସ୍ଥାନ ପ୍ରଦତ ୧୫୫ ରନର ବିଜୟ ଲକ୍ଷ୍ୟକୁ ବାଙ୍ଗାଲୋର ୧୯.୧ ଓଭରରେ ୨ ଉଇକେଟ ହରାଇ ହାସଲ…

ହଠାତ୍ ଅସୁସ୍ଥ ହୋଇ ତଳେ ପଡିଗଲେ ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜପ୍ରତାପ

ପାଟନା: ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଶନିବାର ହଠାତ୍ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ । ପୂର୍ବତନ ମନ୍ତ୍ରୀ ତେଜପ୍ରତାପଙ୍କ ଅସୁସ୍ଥତା କାରଣ ଜଣାପଡି ନାହିଁ । ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି । ସେଠାରେ ମାଆ ରାବ୍ରି ଦେବୀ ଓ…

କୋଭିଡ ଡାକ୍ତରଖାନା ଯାଞ୍ଚ ପାଇଁ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଲେ…

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ କୋଭିଡ ଡାକ୍ତରଖାନାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିବାକୁ ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ…

ହାଥ୍ରାସ୍ ଘଟଣାକୁ ନେଇ କହିଲେ ମମତା – “ଆଜି ମୁଁ ଜଣେ ହିନ୍ଦୁ ନୁହେଁ, ଦଳିତ ମଧ୍ୟ ।”

କୋଲକାତା: ଉତ୍ତରପ୍ରଦେଶ ହାଥ୍ରାସ୍ ବଳାତ୍କାର ଘଟଣାକୁ ନେଇ ରାସ୍ତାକୁ ଓଲ୍ହାଇଲେ ମମତା ବାନାର୍ଜୀ । 'ହାଥ୍ରାସ୍ ଭୟ' ନାମରେ କୋଲକାତାରେ ଏକ ବିରୋଧ ପ୍ରଦର୍ଶନ କରିବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତରପ୍ରଦେଶର ବିଜେପି ସରକାର  'ଦଳିତ, ସଂଖ୍ୟାଲଘୁ ସମ୍ପ୍ରଦାୟ…

ଦଳିତ ଅତ୍ୟାଚାର ନେଇ ରାଜନୀତି ନ ହେଉ: ରାମଦାସ ଆଥୱାଲେ

ଲକ୍ଷ୍ନୌ: ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗର କେନ୍ଦ୍ର ମନ୍ତ୍ରୀ ରାମଦାସ ଆଥୱାଲେ ଶନିବାର କହିଛନ୍ତି ଯେ ଦଳିତଙ୍କ ଉପରେ ଅତ୍ୟାଚାର ନାମରେ କୌଣସି ରାଜନୀତି ହେବା ଉଚିତ ନୁହେଁ । ହାଥ୍ରାସରେ ଯାହା ଘଟିଛି ତାହା ଅତ୍ୟନ୍ତ ଭୟଙ୍କର ଅଟେ । ଦଳିତ ଝିଅ ଉପରେ ବଳାତ୍କାର ଘଟଣା ଅତ୍ୟନ୍ତ…

ଚୀନକୁ ଚ୍ୟାଲେଞ୍ଜ: ଭାରତୀୟ ନୌସେନା ଘାଟିରେ ଇନ୍ଧନ ଭରିଲା ଆମେରିକା ବିମାନ

ନୂଆଦିଲ୍ଲୀ:ଭାରତ-ଆମେରିକା ମଧ୍ୟରେ ସାମରିକ ବନ୍ଧୁତା ବଢ଼ିବାରେ ଲାଗିଛି । ନିକଟରେ ଆମେରିକା ନୌସେନାର ପି-୮ ପୋସେଡନ ବିମାନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜଠାରେ ଥିବା ଭାରତୀୟ ନୌସେନା ଘାଟିରେ ଇନ୍ଧନ ଭରିଛି । ଏହା ପରୋକ୍ଷରେ ଚୀନକୁ ଚ୍ୟାଲେଞ୍ଜ ଦେବା ଭଳି ହୋଇଛି । ପୂର୍ବରୁ ଦକ୍ଷିଣ ଚୀନ…

ଓଡିଶା ତଟରେ ପରମାଣୁ ସାମର୍ଥ୍ୟ ଶୌର୍ଯ୍ୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ଵର: ଚୀନ୍ ସହିତ ସୀମା ବିବାଦ ଭିତରେ ଭାରତ ଶନିବାର ଦିନ ଓଡିଶା ଉପକୂଳରେ ଆଣବିକ ସକ୍ଷମ ଶୌର୍ଯ୍ୟ କ୍ଷେପଣାସ୍ତ୍ରର ଏକ ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରର ନୂତନ ସଂସ୍କରଣ, ଯାହା ପ୍ରାୟ ୮୦୦ କିଲୋମିଟର ଦୂରତ୍ୱରେ ଲକ୍ଷ୍ୟଭେଦ କରିପାରିବ ।…

୩ଲକ୍ଷରୁ ଅଧିକ ଦିଆସିଲି କାଠିରେ ତାଜମହଲ ତିଆରି କଲେ ବଙ୍ଗଳା ଯୁବତୀ

ପଶ୍ଚିମବଙ୍ଗ:  ନାଡିଆ ଜିଲ୍ଲାର ୨୨ ବର୍ଷୀୟା ଜଣେ ଯୁବତୀ ୩ଲକ୍ଷରୁ ଅଧିକ ଦିଆସିଲି କାଠି ବ୍ୟବହାର କରି ତାଜମହଲର ଏକ ପ୍ରତିରୂପ ତିଆରି କରିଛନ୍ତି । କୃଷ୍ଣନଗରର ଘର୍ନି ଅଞ୍ଚଳର ସାହେଲି ପାଲ, ଇରାନର ମେସାମ ରହମାନୀଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି, ଯିଏ ୨୦୧୩…

ନିଜ କ୍ୟାଡର ଗୁଳିର ଶିକାର ହେଲା ବିଶିଷ୍ଟ ମାଓନେତା

ବିଜାପୁର: ଶୁକ୍ରବାର ଦିନ ପୋଲିସ କହିଛି ଯେ ଛତିଶଗଡ଼ ବିଜାପୁର ଜିଲ୍ଲାର ଅନେକ ହତ୍ୟା ପଛର ଜଣେ ବରିଷ୍ଠ ମାଓବାଦୀ ନେତାଙ୍କୁ ଶୁକ୍ରବାର ତାଙ୍କ କ୍ୟାଡରମାନେ ହତ୍ୟା କରିଛନ୍ତି। ପୋଲିସର ସୂଚନାନୁସାରେ, ତାଙ୍କ ମୁଣ୍ଡରେ ୮ ଲକ୍ଷ ପୁରସ୍କାର ରାଶି ଥିଲା ଏବଂ ନିକଟରେ ଗଙ୍ଗାଲୁର ଅଞ୍ଚଳରେ…

ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କରନ ଜୋହର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଥଣ୍ଡା ପଡିଥିଲେ କରନ ଜୋହର । ତାଙ୍କ ବିରୋଧରେ ସାଧାରଣ ଜନତାଙ୍କ ଆକ୍ରୋଶ ଅନେକ କିଛି ଅଜଣା ଘଟଣା ସାମ୍ନାକୁ ଆଣିଥିଲା । ହେଲେ ଏବେ ଧିରେଧିରେ ସୋସିଆଲ ମିଡିଆରେ ସକ୍ରିୟ ହେବାରେ ଲାଗିଛନ୍ତି କରନ । ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…