Latest Odisha News

BREAKING NEWS

Browsing Category

ଫିଚର

ସରକାର ଦାବି ନ ଶୁଣିଲେ ଡିସେମ୍ବର ୧ରୁ ଗଡିବନି ଘରୋଇ ବସ

ଭୁବନେଶ୍ୱର: ସରକାର ଯଦି ଦାବି ନ ଶୁଣନ୍ତି ପୁଣି ହୋଇପାରେ ଘରୋଇ ବସ୍ ଧର୍ମଘଟ । ଘରୋଇ ବସମାଲିକଙ୍କ ଦାବି ନ ମାନିଲେ ଡିସେମ୍ବେର ୧ରୁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଚେତାବନୀ ଦେଇଛି ଘରୋଇ ବସ ମାଲିକ ସଂଘ । ମାଲିକ ସଂଘର ବୈଠକରେ  ଏପରି ନିଷ୍ପତ୍ତି ନିଆ ଯାଇଛି। ସଂଘର ସାଧାରଣ…

କେବଳ ଦିଲ୍ଲୀ ନୁହେଁ, ପଞ୍ଜାବରୁ ବଙ୍ଗୋପସାଗର ଯାଏ ବାୟୁମଣ୍ଡଳରେ ବ୍ୟାପିଛି କଳାଧୁଆଁର ଆସ୍ତରଣ:ନାସା ଦେଖାଇଲା ଫଟୋ

ନୂଆଦିଲ୍ଲୀ:ଦିଲ୍ଲୀ ବାୟୁମଣ୍ଡଳ ଯେମିତି ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । ପ୍ରଦୁଷଣ କମିବାର ନାଁ ନେଉନି । ସକାଳେ ସନ୍ଧ୍ୟାରେ କଳା ଧୂଆଁଳିଆ ଲକ ଆସ୍ତରଣ ଦିଲ୍ଲୀରେ ଦେଖିବାକୁ ମିଳୁଛି । ଫଳର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଲୋକେ କଷ୍ଟ ଅନୁଭବ କରୁଥିବା କହୁଛନ୍ତି । ଖାଲି ଦିଲ୍ଲୀ…

ଲକଡାଉନ୍ ସମୟରେ ବୁକିଂ ହୋଇଥିବା ଯାତ୍ରୀଙ୍କ ବିମାନ ଟିକେଟ୍ ପଇସା ଫେରାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ୍ ପାଇଁ ଲକଡାଉନ ହୋଇଯିବାରୁ ବିମାନ ସେବା ବାତିଲ ହୋଇଥିଲା। ହେଲେ ଆଗୁଆ ଟିକେଟ୍ ବୁକିଂ କରିଥିବା ଯାତ୍ରୀ ଏଯାବତ ଟିକେଟ୍ ପଇସା ଫେରିପାଇନଥିଲେ। ଏବେ କେନ୍ଦ୍ର ସରକାର ଏଥିପାଇଁ ଅନ୍ ଲାଇନ୍ ଟିକେଟ୍ ବୁକିଂ ପୋର୍ଟାଲ ଗୁଡିକୁ ଟିକେଟ୍ ପଇସା ଫେରସ୍ତ କରିବାକୁ ନିର୍ଦ୍ଦେଶ…

‘ଲୋକସଭାରୁ ମହୁଆଙ୍କୁ ବହିଷ୍କାର କର’, ସଦାଚାର କମିଟିର ରିପୋର୍ଟରେ ଉଲ୍ଲେଖ!

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରାଙ୍କ ବିରୋଧରେ ଆସିଥିବା ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗର ଯାଞ୍ଚ କରିଥିବା ସଂସଦୀୟ ସଦାଚାର କମିଟି ତାଙ୍କୁ ଲୋକସଭାରୁ ବହିଷ୍କାର କରିବା ପାଇଁ ସୁପାରିସ କରିଛି। କମିଟି 500 ପୃଷ୍ଠା ସମ୍ବଳିତ ରିପୋର୍ଟରେ ମୈତ୍ରାଙ୍କ ଦ୍ବାରା କରାଯାଇଥିବା…

ଷ୍ଟୋକ୍ସଙ୍କ ଶତକ, ନେଦରଲାଣ୍ଡକୁ ୧୬୦ ରନରେ ହରାଇଲା ଇଂଲଣ୍ଡ

ପୁଣେ:ଚଳିତ ବିଶ୍ୱକପ କ୍ରିକେଟରେ ବୁଧବାର ଇଂଲଣ୍ଡ ୧୬୦ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି । ବେନ ଷ୍ଟୋକ୍ସଙ୍କ ଚମତ୍କାର ଶତକ ପରେ ଇଂଲଣ୍ଡ ବୋଲରମାନଙ୍କ ଉଚିତ ବୋଲିଂ ଯୋଗୁ ନେଦରଲାଣ୍ଡ ୩୪୦ ରନର ଲକ୍ଷ୍ୟକୁ ପିଛା କରି ୩୭.୨ ଓଭରରେ ୧୭୯ ରନ କରିବାକୁ ସକ୍ଷମ ହୋଇଥିଲା । ନେଦରଲାଣ୍ଡ ପକ୍ଷରୁ…

ଡିସେମ୍ବର ଦ୍ବିତୀୟ ସପ୍ତାହରେ ବସିପାରେ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି ଏବଂ ଖ୍ରୀଷ୍ଟମାସ ପୂର୍ବରୁ ଏହା ଶେଷ ହୋଇପାରେ ବୋଲି ବୁଧବାର ଜଣାପଡ଼ିଛି। ଡିସେମ୍ବର ତିନିରେ ପାଞ୍ଚଟି ରାଜ୍ୟରେ ଭୋଟ୍ ଗଣତି ପରେ ଏହି ଅଧିବେଶନ ଆରମ୍ଭ ହୋଇପାରେ। ଏହି ସମୟରେ ସଂସଦରେ…

ଏକ୍ସପାଏରୀ ଜିନିଷ ବିକି ଏଗାର ଲକ୍ଷ ଜୋରିମାନା ଦେବ ବିଶାଲ ମେଗାମାର୍ଟ

କଟକ: ଭୁବନେଶ୍ୱର ରସୁଲଗଡ଼ ଓ କଟକ ବିଡାନାସୀ ସେକ୍ଟର-୧୦ରେ ଥିବା ବିଶାଳ ମେଗା ମାର୍ଟର ଷ୍ଟୋରରେ ଏକ୍ସପାଏରି ହୋଇଥିବା ସାମଗ୍ରୀ ବିକ୍ରି କରିବା ଅଭିଯୋଗରେ କଟକ ଜିଲ୍ଲା ଖାଉଟି ଅଦାଲତ ବିଶାଲ ମେଗା ମାର୍ଟକୁ ୧୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଆସନ୍ତା ୩୦ ଦିନ ମଧ୍ୟରେ ଏହି ଜରିମାନା…

ସମ୍ବଲପୁରରେ ମେମୁ ଟ୍ରେନ୍ ଲାଇନଚ୍ୟୁତ

ସମ୍ବଲପୁର: ସାରଳା ନିକଟରେ ବୁଧବାର ସନ୍ଧ୍ୟାରେ ଏକ ମେମୁ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏହି ଟ୍ରେନଟି ଏକ ଗାଈକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ପୂର୍ବତଟ ରେଳପଥରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ 6ଟା 25 ମିନିଟ୍…

ବାୟୁ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀରେ କରାଯାଇପାରେ କୃତ୍ରିମ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରାଇବା ନିମନ୍ତେ ଯୋଜନା କରୁଛନ୍ତି । ଆଇଆଇଟି କାନପୁରକୁ ଏ ନେଇ ଦିଲ୍ଲୀ ସରକାରଙ୍କୁ ସମ୍ପୂର୍ଣ୍ଣ ପ୍ଲାନ ଯୋଗାଇଛନ୍ତି । ଶୁକ୍ରବାର ଦିଲ୍ଲୀ ସରକାର ଏ…

ମୋଦି କହିଲେ ଖଡଗେ ରିମୋଟ କଣ୍ଟ୍ରୋଲରେ ପରିଚାଳିତ, ପ୍ରିୟଙ୍କା ମାରିଦେଲେ ରାମଙ୍କ ତୀର!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ ଜମୁଛି ପ୍ରଚାର। ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ହେଭିୱେଟ ମାନଙ୍କ ଭିଡ଼ ଜମୁଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଏମପିରେ ଦେଖିବାକୁ ମିଳିଛି। ମୋଦି ଦମୋହ ବିଧାନସଭା କ୍ଷେତ୍ରରେ…