Latest Odisha News

BREAKING NEWS

Browsing Category

ଫିଚର

ଅବପାତରେ ପରିଣତ ହେଲା ଲଘୁଚାପ, ଆଜିଠୁ ବର୍ଷିବ: ଓଡ଼ିଶାକୁ ନାହିଁ ବିପଦ

ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହେଉଛି । ଆଜି ଏହା ଅବପାତରେ ପରିଣତ ହେବ ।ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଟୁଇଟ କରି…

‘ସରକାର ପ୍ରତିଶ୍ରୁତି ଦେଇ ଦାବି ପୂରଣ କରୁନାହାନ୍ତି, କୌଣସି ଚେତାବନିକୁ ଡରିବୁନି’

ଭୁବନେଶ୍ୱର: ହଜାର ହଜାର ଅଙ୍ଗନବାଡି କର୍ମୀ ବୁଧବାର ଭୁବନେଶ୍ୱର ଠାରେ ନିଜର ଚାକିରି ନିୟମିତ କରିବା ଓ ସମାନ କାମ ପାଇଁ ସମାନ ଦରମା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାରତୀୟ ମଜଦୁର ସଙ୍ଘ, ଓଡିଶା ଅଧିନରେ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ସରକାର ସେମାନଙ୍କୁ…

ଆସନ୍ତାକାଲିଠାରୁ ଜଗମୋହନ ଓ ନାଟମଣ୍ଡପ ମରାମତି ନିର୍ଦ୍ଦେଶ

କଟକ: କାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପର ମରାମତି କାମ । ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ତୁରନ୍ତ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଜାନୁଆରୀ ୨୪ରୁ କାମ ଆରମ୍ଭ କରିବାକୁ ଏଏସଆଇ ଚାହୁଁଥିଲା । ଏଏସଆଇର ଆବେଦନକୁ ଅଗ୍ରାହ୍ୟ…

ପୁଣି ନରସିଂହ ଉଠାଇଲେ କୋଶଳ ରାଜ୍ୟ ପ୍ରସଙ୍ଗ, ନାପସନ୍ଦ କରି କଡା ଜବାବ ଦେଲେ ଭୂପିନ୍ଦର ଓ ଖାରବେଳ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାକୁ ଅବହେଳା କଲେ ଦୁଇ ଭାଗ ହେବ ଓଡ଼ିଶା । କିଛି ଦିନ ହେବ ଏହି ପ୍ରସଙ୍ଗ ପ୍ରଶମିତ ହୋଇଥିବା ବେଳେ ବଲାଙ୍ଗୀର ଲୋଇସିଂହାରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ କଂଗ୍ରେସ ବିଧାୟକ ଦଳର ନେତା ଏପରି କହି ପୁଣିଥରେ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଛନ୍ତି। ସେ…

ପାକିସ୍ତାନ, ଚାଇନାର ବଢ଼ିଲା ଚିନ୍ତା: ୬ ଦେଶର ଯୁଦ୍ଧ କୌଶଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଭାରତ

ନୂଆଦିଲ୍ଲୀ: ଆଜକୁ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି କିନ୍ତୁ ଦୁଇ ଦେଶ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଥମି ନାହିଁ ଏବଂ କେହି ନଇଁବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି। ଯେତେବେଳେ ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ଆରମ୍ଭ ହେଲା,…

ବିଶ୍ବକପରେ ସର୍ବାଧିକ ଛକା ମାରି ରୋହିତ ଭାଙ୍ଗିଲେ ଗେଲଙ୍କ ରେକର୍ଡ, ୪୭ରେ ଆଉଟ୍

ମୁମ୍ବାଇ: ସେମିଫାଇନାଲ ମୁକାବିଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ଓପନର ତଥା ଅଧିନାୟକ ଛକା ମାରି ରେକର୍ଡ କରିଛନ୍ତି। ସେ ବିଶ୍ବକପରେ ସର୍ବାଧିକ ଛକା ମାରି ଓ୍ୱେଷ୍ଟଇଣ୍ଡିଜର କ୍ରିସ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ୮ ଓଭର ସୁଦ୍ଧା ଭାରତ ୭୦ ରନ କରିଥିବା ବେଳେ…

ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଚନ୍ଦନ ସିଂହଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ ତଥା ଓଡ଼ିଆ ଭାଷା ତତ୍ତ୍ୱବିଦ ଡ଼. ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ । ମଙ୍ଗଳବାର  ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ନାଗପୁରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।…

ଅଭିନେତ୍ରୀ ରଶ୍ମିକାଙ୍କ ଡିପ୍ ଫେକ୍ ଭିଡିଓ ଅପଲୋଡ କରିଥିବା ଯୁବକକୁ ଚିହ୍ନଟ କଲା ପୋଲିସ!

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ଡିପ୍ ଫେକ୍ ଭିଡିଓକୁ ନେଇ ଦିଲ୍ଲୀ ପୁଲିସ ବିହାରର ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପଚରାଉଚରା କରିଛି। ପୁଲିସ ବିଶ୍ୱାସ କରୁଛି ଯେ ଯୁବକ ଜଣକ ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ…

ଅଙ୍ଗନବାଡି କର୍ମୀଙ୍କୁ ରାଜ୍ୟ ସରକାର ଦେଲେ ଚେତାବନୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଙ୍ଗନବାଡୀ କର୍ମୀଙ୍କୁ ଚେତାବନୀ ଦେଇଛି। ବୁଧବାର ଭୁବନେଶ୍ୱରରେ ଏକ ବିକ୍ଷୋଭ ସମାବେଶ ଆରମ୍ଭ କରିବା ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସରକାର। ଜରୁରୀ ସେବାରେ କୌଣସି ପ୍ରକାର ବାଧା ଉପୁଜିଲେ କଠୋର…

ଫାଇଭ୍-ଟି ପରେ ଏବେ ଫାଇଭ-ସି ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ୫ଟି ପରେ ଏବେ ୫ସି ପରିକଳ୍ପନାକୁ ଆସନ୍ତାବର୍ଷ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଅଧିକ ବିଦ୍ୟାଳୟକୁ ସମ୍ପ୍ରସାରିତ କରିବା ଏହି ଯୋଜନାର ଲକ୍ଷ୍ୟ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏସ୍. ଅଶ୍ୱଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏହି…