Latest Odisha News

BREAKING NEWS

Browsing Category

ଫିଚର

ଏଥର ସାବାଡ କରିବ ‘ସ୍ପେଶାଲ ୪୪’

ନୂଆଦିଲ୍ଲୀ; ଆତଙ୍କୀ ଗତିବିଧିରେ ସାମିଲ ଥିବା ବ୍ୟକ୍ତିଙ୍କ ସାବାଡ କରିବା ପାଇଁ କେନ୍ଦ୍ର ସରକାର ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି।ୟୁଏପିଏ ସଂଶୋଧନ ବିଧେୟକର ନୂତନ ଆଇନ ଆଧାରରେ ରୁଜୁ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନୂତନ ଟିମ୍ ଗଠନ କରିଛନ୍ତି। ଏହି…

ଗେହଲଟଙ୍କୁ ଗ୍ରୀନ୍ ସିଗ୍‌ନାଲ ଦେଲେ ରାଜସ୍ଥାନ ରାଜ୍ୟପାଳ

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟ ମଧ୍ୟରେ ଗେହଲଟ ସରକାରଙ୍କୁ ମିଳିଛି ଗ୍ରୀନ୍ ସିଗ୍‌ନାଳ । ରାଜ୍ୟପାଳ କଲରାଜ ମିଶ୍ର ରାଜସ୍ଥାନ ସରକାରଙ୍କୁ ନିଃସର୍ତ୍ତ ବିଧାନସଭା ଅଧିବେଶନ ଡକାଇବାକୁ ଅନୁମତି ଦେଇଛନ୍ତି। ରାଜ୍ୟପାଳ ନିଜର ନିର୍ଦ୍ଦେଶରେ କହିଛନ୍ତି ସରକାର ବର୍ତ୍ତମାନ ପରିସ୍ଥିତିରେ ୨୧…

୩ ଲୁଟେରା ଗିରଫ, ୧୫ ଗ୍ରାମ ସୁନା ସହ ବନ୍ଧୁକ ଜବତ

ଭୁୁବନେଶ୍ୱର: ଧରା ପଡିଲେ ୩ ଲୁଟେରା । କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା । ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ କରୁଥିବା ୩ ଲୁଟେରାଙ୍କୁ କମିଶନରେଟ ପୋଲିସ କାବୁ କରିଛି । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୧୦ ଗ୍ରାମର ସୁନା ଚେନ୍‌, ୫ ଗ୍ରାମର ସୁନା ଲକେଟ୍‌, ମୋବାଇଲ୍‌…

ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର : ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କର ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସକାଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୀପା କ୍ୟାନସରରେ ପୀଡିତ ଥିଲେ ।…

ସୁସ୍ଥ ହେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

ମୁମ୍ବାଇ: କରୋନାକୁ ମାତ୍ ଦେଲେ ବଲିଉଡ ଅଭିନେତ୍ରୀ ତଥା ବଚ୍ଚନ ବହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ । କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ଅଭିଷେକ ବଚ୍ଚନ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାପରେ ସେମାନଙ୍କୁ…

ଭୁବନେଶ୍ୱରରୁ ପୁଣି ୧୫୯ ସଂକ୍ରମିତ ଚିହ୍ନଟ, ୧୦୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ ସେଂଟରରୁ ୧୧୮ ଜଣ ଥିବା ବେଳେ ୪୧ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।…

କରୋନା କ୍ରିଏଟିଭିଟି ପ୍ରତିଯୋଗିତା: ମେହେକ ଅଗ୍ରୱାଲ ବିଜେତା, ସୁଦିପ୍ତା ଦ୍ୱିତୀୟ ଓ ଅନିକେତ ତୃତୀୟ

ଭୁବନେଶ୍ୱର : ପ୍ରତୀକ୍ଷାର ଅନ୍ତ ଘଟିଛି । ଭୁବନେଶ୍ୱରର ମେହେକ ଅଗ୍ରୱାଲ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି । ଅଗ୍ରଣୀ ନ୍ୟୁଜ ୱେବ୍‌ସାଇଟ୍ www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ମୁମ୍ବାଇର ସୁଦିପ୍ତା…

ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପଖି ୩ ମାସ ବିତି ଗଲାଣି । ତେବେ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏଁ ପରଦା ଉଠିନି । ଦିନକୁ ଦିନ ଆହୁରି ସସ୍‌ପେନ୍ସ ବଢ଼ୁଛି । ଏହାରି ଭିତରେ ମୁମ୍ବାଇ ପୋଲିସ ଆଜି ଫିଲ୍ମ ନିର୍ଦ୍ଦେଶ ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କରିଛି…

ରାଜ୍ୟରେ ମୋବାଇଲ ଭ୍ୟାନ୍ କରିବ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ମୋବାଇଲ ଭ୍ୟାନ୍ ବୁଲି ବୁଲି କରିବ କୋଭିଡ ଟେଷ୍ଟ । ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥା ପାଲଟିଲାଣି। ଏହାକୁ ଦୃଷ୍ଟିରେ ରଖି ଏବେ ଟେଷ୍ଟି ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଏହି ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ ଭ୍ୟାନ…

ରୋଗୀଙ୍କୁ ନେଲାନି ଆମ୍ବୁଲାନ୍ସ, ଛଟପଟ ହୋଇ ଚାଲିଗଲା ଜୀବନ

ବ୍ରହ୍ମପୁର: ରୋଗୀଙ୍କୁ ଛାଡି ପଳାଇଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଆସିଲା ହେଲେ ରୋଗୀଙ୍କୁ ନେଲାନି । ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବାକୁ କୁନି ପୁଅ ହାତ ଯୋଡି ନେହୁରା ହେଲା । ହେଲେ କେହି ଶୁଣିଲେନି ତା କଥା । ଶେଷରେ ଘର ଦାଣ୍ଡରେ ପଡି ଛଟପଟ ହୋଇ ବାପାଙ୍କ ଚାଲିଗଲା ଜୀବନ । ଗଞ୍ଜାମ…