Latest Odisha News

BREAKING NEWS

Browsing Category

ଫିଚର

ପ୍ୟାକେଟ ଭାବି ମଣିଷକୁ ଚିପି ଦେଲା ରୋବଟ

ନୂଆଦିଲ୍ଲୀ: ବୈଷୟିକ ଜ୍ଞାନ କୌଣଳର ଅତ୍ୟଧିକ ବ୍ୟବହାର ଆଗାମୀ ଦିନରେ ମାନବ ପ୍ରତି ବିପଦ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଦକ୍ଷିଣ କୋରିଆରେ ଏ ସମ୍ପର୍କୀତ ଏକ ଅଭାବନୀୟ ଘଟଣା ଘଟିଛି । ୟୋଙ୍ଗସାଙ୍ଗର ଏକ କୃଷି ଉତ୍ପାଦନ ବିତରଣ କେନ୍ଦ୍ରରେ କାର୍ଯ୍ୟକୁ ସହଜ କରିବା…

ଆନନ୍ଦ ପଣ୍ଡିତଙ୍କ ଆକ୍ସନ ଫିଲ୍ମରେ ଟାଇଗର

ମୁମ୍ବାଇ:ବଲିଉଡର ଆକ୍ସନ ଓ ଡ୍ୟାନ୍ସିଂ ଷ୍ଟାର ଟାଇଗର ଶ୍ରଫଙ୍କ କିଛି ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନାହିଁ । ତଥାପି ଏହି ଆକ୍ସନ ଷ୍ଟାରଙ୍କ ଚାହିଦା କମି ନାହିଁ । ପ୍ରତିଷ୍ଠିତ ନିର୍ମାତା ଆନନ୍ଦ ପଣ୍ଡିତ ଓ ପରାଗ ସାଁଘବୀ ତାଙ୍କୁ ଆଗାମୀ ଫିଲ୍ମ ପାଇଁ ସାଇନ କରିଛନ୍ତି । ଏହି…

ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ଚିଲ, ଶାଗୁଣାଙ୍କୁ ବ୍ୟବହାର କରୁଛି ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ଏକ ମାସରୁ ଊର୍ଦ୍ଧ୍ୱ ଦିନ ହୋଇ ଗଲାଣି । ଏହି ଆକ୍ରମଣରେ ୧୪୦୦ ଲୋକଙ୍କ ମୃତ୍ୟୁ ଘଟିଛି । ଏବେ ବି କେତେକ ଲୋକ ନିଖୋଜ ଅଛନ୍ତି । ସେମାନେ ବଂଚିଛନ୍ତି କି ନାହିଁ ତାହା ଜାଣିବା ସହ ଉଦ୍ଧାର କରିବା ପାଇଁ ଇସ୍ରାଏଲ ସେନା ଅଭିନବ ଉପାୟ ଅବଲମ୍ବନ…

ପାକିସ୍ତାନରେ ଭାରତର ଶତ୍ରୁ ନିପାତ: ଲଶ୍କର କମାଣ୍ଡର ଅକରମ ଗାଜିକୁ ଗୁଳି କରି ହତ୍ୟା

ଇସଲାମବାଦ: ପାକିସ୍ତାନରେ ଭାରତର ଏକ ବଡ ଶତ୍ରୁ ନିପାତ । ଲସ୍କର ଏ-ତୈୟବାର ପୂର୍ବ କମାଣ୍ଡର ଅକରମ ଖାନ ଓରଫ ଅକରାମ ଗାଜିକୁ ଗୁଳି କରି ହତ୍ୟା କରାଯାଇଛି । ଅକରମ ଜଣେ କଟ୍ଟର ଭାରତ ବିରୋଧୀ ଏବଂ ଭାରତ ବିରୋଧରେ ବିଷୋଦ୍ଗାର କରୁଥିଲେ । ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଲକ୍ସରର ଯୋଗ ଦେଇ…

ଭାରତରେ ୨୦୨୬ ସୁଦ୍ଧା ଇ-ଏୟାର ଟାକ୍ସି: ୯୦ ମିନିଟର ରାସ୍ତା ପାଇଁ ଲାଗିବ ମାତ୍ର ୭ ମିନିଟ

ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଲଞ୍ଚ ହୋଇପାରେ ପ୍ରଥମ ଫୁଲ ଇଲେକ୍ଟ୍ରିକ ଏୟାର ଟାକ୍ଦି Full-Electric Air Taxi । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ୨୦୨୬ ସୁଦ୍ଧା ପୂରା ଦେଶରେ ଇ-ଏୟାର ଟାକ୍ସି ସର୍ଭିସ ଆରମ୍ଭ କରିବା ଯୋଜନା କରୁଛି । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ଏହି ସେବା…

ସାରା ରାତି ବର୍ଷା ଦେଲା ପ୍ରଦୂଷଣରୁ ଆଶ୍ୱସ୍ତି: ଦିଲ୍ଲୀରେ ଏକ୍ୟୁଆଇ ସ୍ତର ୪୦୦ରୁ ୧୦୦କୁ ଖସିଲା

ନୂଆଦିଲ୍ଲୀ:ଦିବାଲି ପୂର୍ବରୁ ଦିଲ୍ଲୀବାସୀଙ୍କୁ ମିଳିଲା ଆଶ୍ୱସ୍ତି । କମିଲା ପ୍ରଦୂଷଣ । ଦିବାଲି ଭେଟି ଦେଲା ପାଣିପାଗ । ଦିଲ୍ଲୀ-ନଏଡାର ଅନେକ ଅଞ୍ଚଳରେ ସାରାରାତି ବର୍ଷା ଲାଗି ରହିଥିଲା । ପାଣିପାଗରେ ଏପରି ପରିବର୍ତ୍ତନ ପରେ ତାପାମାତ୍ରା ହ୍ରାସ ପାଇଛି । ଏଥିସହିତ ପ୍ରଦୂଷଣରୁ ମଧ୍ୟ…

ବିଜେଡି ଉପରେ ଜୋରଦାର ବର୍ଷିଲା ବିଜେପି; କହିଲା-ମୁଖ୍ୟମନ୍ତ୍ରୀଙ୍କ ମାଇଣ୍ଡସେଟ ପାଇଁ ବ୍ୟାପୁଛି ଅରାଜକତା

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛି ବିଜେପି । ଓଡ଼ିଶାକୁ ଲ ଲେସ୍ ନେସ ରାଜ୍ୟ ବୋଲି କହିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ମାଇଣ୍ଡ ସେଟ ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନ ଭଳି । ଆଇନ ଶୃଙ୍ଖଳା ସ୍ଥିତି…

ଖସୁଛି ପାରଦ, ବଢୁଛି ଶୀତ: ୧୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ। ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ, ଧୀରେ ଧୀରେ ବଢୁଛି ଶୀତ। ଚଳିତ ବର୍ଷ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା। ରାଜ୍ୟର ୭ ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ…

ସେମି ଫାଇନାଲ ପ୍ରବେଶ ପାଇଁ ପାକିସ୍ତାନ ନିକଟରେ ରହିବ ପ୍ରାୟତଃ ଅସମ୍ଭବ ଟାର୍ଗେଟ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟ ଏବେ ଅନ୍ତିମ ପର୍ଯ୍ୟାୟକୁ ଗତି କରିଛି । ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆଉ ଗୋଟିଏ ଟିମର ଆବଶ୍ୟକତା ରହିଛି । ଗୁରୁବାର ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ନ୍ୟୁଜିଲାଣ୍ଡ ପ୍ରାୟତଃ…

ଗିରଫ ହେଲେ କୋଟିପତି ଯନ୍ତ୍ରୀ, ରେଡ୍‌ରୁ ମିଳିଲା ଆୟଠାରୁ ୩୩୬ ପ୍ରତିଶତ ସମ୍ପତ୍ତି

ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଗିରଫ ହେଲେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷକ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ବୁଧବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଅଧୀକ୍ଷକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ…