Latest Odisha News

BREAKING NEWS

Browsing Category

ଫିଚର

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଆରଏସ; ଇନ୍ଦିରା ଆବାସ ଘର କରାଇଦେବାକୁ କହି ନେଉଥିଲେ ୫ ହଜାର ଲାଞ୍ଚ

ଭୁବନେଶ୍ୱର: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦିକ୍ଷୀତଙ୍କୁ ଲାଞ୍ଚ ନେବା ବେଳେ ଧରିଲା ଯାଜପୁର ଦୁର୍ନୀତି ନିବାରଣ ବିଭାଗ। ଦିଲ୍ଲୀପ କୁମାର ଇନ୍ଦିରା ଆବାସ ଘର ଯୋଗାଇଦେବାକୁ…

ସେମିଫାଇନାଲରେ ଗୋଟିଏ ପାଦ ଥାପିଲା ନ୍ୟୁଜିଲାଣ୍ଡ, ଚମତ୍କାର ଆଶାରେ ପାକିସ୍ତାନ

ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଶ୍ରୀଲଙ୍କାକୁ ୫ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ଗୋଟିଏ ପାଦ ଥାପିଛି । ୯ ମ୍ୟାଚରେ କିୱି ଟିମ ୧୦ ପଂଏଟ ହାସଲ କରିଛି । ଆଫଗାନିସ୍ତାନ ଏବେ ଏହି ଦୌଡରୁ ବାଦ ପଡି ସାରିଥିବା ବେଳେ ପାକିସ୍ତାନ…

ଆସୁଛି ଲଘୁଚାପ ! ନଭେମ୍ବର ୧୫ରୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିପାରେ

ଭୁବନେଶ୍ୱର: ନଭେମ୍ବର ୧୪ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଚକ୍ରବାତି ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି । ପରେ ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ…

ମହିଳା ଜୁନିୟର ବିଶ୍ୱକପ ହକି: ଭାରତୀୟ ଦଳରେ ୫ ଓଡିଆ

ଭୁବନେଶ୍ୱର: ଚିଲିରେ ନଭେମ୍ବର ୨୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ହେବାକୁ ଥିବା ମହିଳା ଜୁନିୟର ହକି ବିଶ୍ୱକପ ଆୟୋଜିତ ହେବ । ଏଥିପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଡିଫେଣ୍ଡର ପ୍ରୀତି ଜାତୀୟ ଦଳର ନେତୃତ୍ୱ ନେବେ । ଘୋଷିତ ଟିମରେ ୫ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ…

ସବୁ ଦେଖୁଛନ୍ତି, ସହୁଛନ୍ତି, ୧୩ ରୁ ଗର୍ଜିବେ, କଂଗ୍ରେସ, ବିଜେପିକୁ ପାଣି ପିଆଇବେ କେସିଆର!

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଲଢେଇ ଶୀର୍ଷ ସ୍ତରରେ ପହଞ୍ଚିଛି। ଏଥର ଶାସକ ବିଆରଏସକୁ ହରାଇ କଂଗ୍ରେସ କ୍ଷମତାକୁ ଆସିବାକୁ ନିଜର ସବୁ ଶକ୍ତି ଲଗାଇଦେଇଛି। ଦଳ ପକ୍ଷରୁ ଦମଦାର ଗ୍ୟାରେଣ୍ଟି ଦେଇ ବିଜୟଭେରୀ ଯାତ୍ରା ମାଧ୍ୟମରେ ଦଳ ସପକ୍ଷରେ ବଡ଼ ମାହୋଲ ତିଆରି…

ରୌପ୍ୟ ବିଜୟୀ ଖୋ ଖୋ ଦଳକୁ ସମ୍ବର୍ଦ୍ଧନା

ପୁରୀ:  ଗୋଆ ଠାରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡା ପ୍ରତିଯୋଗିତାର ରୌପ୍ୟ ବିଜୟୀ ଖୋ ଖୋ ଦଳକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ଦଳ ରୌପ୍ୟ ବିଜୟୀ ହୋଇଛନ୍ତି ।  ରାଜ୍ୟ ସରକାର ସମସ୍ତ ଖେଳାଳୀଙ୍କୁ ୩ ଲକ୍ଷ…

ବାଣ ଦୋକାନରେ ରହିବ ଅଗ୍ନି ନିର୍ବାପକ ଯନ୍ତ୍ର, ଓଦା ବସ୍ତା ଓ ପାଣି ଡ୍ରମ୍: ଆସିଲା ଗାଇଡଲାଇନ

ଭୁବନେଶ୍ୱର:  ଆସୁଛି ଦୀପାବଳି । ବାଣ ଦୋକାନୀଙ୍କ ପାଇଁ ଜାରି ହୋଇଛି ଗାଇଡଲାଇନ । ଅଗ୍ନିଶମ ଓ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ସ୍ଥାୟୀ ଓ ଅସ୍ଥାୟୀ ବାଣ ଦୋକାନ ପାଇଁ ଅଲଗା ଅଲଗା ଗାଇଡ ଲାଇନ ଜାରି କରାଯାଇଛି । କୌଣସି ପ୍ରକାର ଅଘଟଣ ଯେପରି ନ ଘଟେ ତାହାକୁ ଦୃଷ୍ଟିରେ…

ଚାରିପଟେ ଶତ୍ରୁ ଘେରିଛନ୍ତି କିନ୍ତୁ ଛତିଶଗଡରେ ଜିତିଯିବ କଂଗ୍ରେସ!

ଭୁବନେଶ୍ୱର: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବା ବେଳେ ଛତିଶଗଡ଼ରେ ପ୍ରଚାର ଆହୁରି ଜୋରଦାର ହୋଇଛି। ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ସମେତ ଅନ୍ୟାନ୍ୟ ଦଳର ହେଭିୱେଟ ମାନେ ପ୍ରଚାର କରୁଛନ୍ତି। ଏହି କ୍ରମରେ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କେନ୍ଦ୍ର…

ଇସ୍ରାଏଲର ବଡ ଆକ୍ରମଣ: ହମାସ ଅସ୍ତ୍ରାଗାର କବ୍ଜା, ଆଣ୍ଟି ଟ୍ୟାଙ୍କ ମିସାଇଲ ୟୁନିଟ କମାଣ୍ଡର ନିହତ

ନୂଆଦିଲ୍ଲୀ:ଗାଜାପଟ୍ଟିର ଉତ୍ତର ଇଲାକାକୁ ଇସ୍ରାଏଲ ସେନା ପୁରା ମାତ୍ରାରେ ନିଜ କବଜାକୁ ନେଇ ଯାଇଛନ୍ତି । ଇସ୍ରାଏଲ ସେନା ଗାଜା ସହରରେ ପ୍ରବେଶ କରିବା ପୂର୍ବରୁ ବହୁସଂଖ୍ୟାରେ ପାଲେଷ୍ଟଇନି ଦକ୍ଷିଣ ଗାଜାକୁ ପଳାଇ ଯାଇଥିଲେ ।ଗୋଟିଏ ଦନରେ ୫୦ ହଜାର ପାଲେଷ୍ଟାଇନି ଦକ୍ଷିଣ ଗାଜାକୁ ପଳାଇଥିଲେ।…

ବାଇକକୁ ପିଟିଲା ଟ୍ୟାଙ୍କର; ମା’-ପୁଅ ମୃତ, ବୋହୂ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ତେଲ ଟ୍ୟାଙ୍କର ବାଇକକୁ ଧକ୍କା ଦେବା ଫଳରେ ମା’-ପୁଅଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଜଣେ ମିହଳା ବର୍ତ୍ତି ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗୁରୁବାର ଦିନ…