Latest Odisha News

BREAKING NEWS

Browsing Category

ଫିଚର

ପୁରୀ ପରିକ୍ରମା ପ୍ରକଳ୍ପ ସଂପର୍କରେ ଶ୍ବେତପତ୍ର ଜାରି କରିବାକୁ ସରକାରଙ୍କୁ ଆହ୍ବାନ କଲା କଂଗ୍ରେସ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ନିକଟରୁ ଶ୍ୱେତପତ୍ର ଦାବି କରିଛି ଅନ୍ୟତମ ବିରୋଧୀ ଦଳ କଂଗ୍ରେସ। ସୋମବାର ଶ୍ରୀମନ୍ଦିରର ଅବ୍ୟବସ୍ଥାକୁ ବିରୋଧ କରି ଡିସେମ୍ବର ୧ ତାରିଖରୁ ତୁଳସୀ ଯାତ୍ରା ଆରମ୍ଭ କରିବାକୁ ଯୋଜନା ଘୋଷଣା କରିଛି। ଏନେଇ…

ମୋଦି କହିଲେ, ଛତିଶଗଡରେ ମୁଖ୍ୟମନ୍ତ୍ରୀ ବଘେଲ ହାରିଯିବେ

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଙ୍ଗେଲି ବିଧାନସଭା କ୍ଷେତ୍ରରେ ଜୋରଦାର ପ୍ରଚାର କରିଛନ୍ତି। ପ୍ରଚାର ଅବସରରେ ମୋଦି ଛତିଶଗଡର ଶାସକ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । କିଭଳି ମିଛ ପ୍ରତିଶ୍ରୁତି ଦେଇ…

ହାରିବା ସୂଚନା ପାଇ ରାଜସ୍ଥାନ ଯାଉନାହାଁନ୍ତି ରାହୁଲ !

ଭୁବନେଶ୍ୱର: ଦେଶର ପ୍ରମୁଖ ପାଞ୍ଚୋଟି ରାଜ୍ୟର ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବ୍ୟାପକ ପ୍ରଚାର କରୁଛନ୍ତି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ଜୋରଦାର ଲଢେଇ ଚାଲିଥିବା ରାଜସ୍ଥାନରେ ରାହୁଲଙ୍କ ଦେଖା ମିଳୁନି।…

ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ପୀତି ୪.୮୭ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଡାଲିଜାତ ଶସ୍ୟ, ପିଆଜ ଭଳି ଖାଦ୍ୟ ସାମଗ୍ରୀର ଦର ଯଦିଓ ସ୍ବାଭାବିକଠୁ ଅଧିକ ରହିଛି ଏହାରି ଭିତରେ କିନ୍ତୁ ସୋମବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭%କୁ ଖସି ଆସିଛି। ଯାହା ସେପ୍ଟେମ୍ବରରେ ୫.୨% ଥିଲା।…

କାହିଁକି ଦୁଇ ଦୁଇଟି ଦାମୀ ଆପାର୍ଟମେଣ୍ଟ ବିକିଲେ ରଣଭୀର ସିଂ ?

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଜବରଦସ୍ତ ହିଟ୍ ଲୁକ୍ ପାଇଁ ପ୍ରସିଦ୍ଧ। ଆଜିକାଲି ଅଭିନେତା ତାଙ୍କ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ' ପାଇଁ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଏହି ସମୟରେ ଖବର ଆସିଛି ଯେ ରଣଭୀର ନିକଟରେ ମୁମ୍ବାଇରେ ନିଜର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ…

ପାର୍ଟ ଟାଇମ ବୋଲର ଭାରତୀୟ ରଣନୀତିର ଅଂଶବିଶେଷ

ମୁମ୍ବାଇ: ଦିନିକିଆ ବିଶ୍ୱକପରେ ଭାରତ ତାର ଶେଷ ଲିଗ ମ୍ୟାଚରେ ନେଦରଲାଣ୍ଡ ବିପକ୍ଷରେ ୯ ବୋଲରଙ୍କୁ ବୋଲିଂ କରାଇଥିଲେ । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ସୋମବାର ଏହାର ଖୁଲାସା ବୋଲିଂ ପାରସ ମାହାମ୍ବ୍ରେ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଏହା ଭାରତୀୟ ରଣନୀତିର…

ବିଜେଡ଼ି ସରକାର ବିରୁଦ୍ଧରେ ୧୪ ରୁ ୧୮ ଯାଏଁ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି

ନୂଆପଡ଼ା: ରାଜ୍ୟ ବିଜେପିର ଆହ୍ୱାନ କ୍ରମେ ଆସନ୍ତାକାଲି ଅର୍ଥାତ୍ ୧୪ ରୁ ୧୮ ତାରିଖ ଯାଏଁ ସମଗ୍ର ରାଜ୍ୟରେ ବିଜେଡ଼ି ସରକାର ବିରୁଦ୍ଧରେ ଆନ୍ଦୋଳନ। ବିଭିନ୍ନ ପ୍ରସଙ୍ଗ ଉଠାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ବିଜେପି। ଏନେଇ ନୂଆପଡା ଜିଲ୍ଲା ଖଡ଼ିଆଳ ଶ୍ରୀଜି…

ଆଇନ ତା ବାଟରେ କାମ କରୁନି ବରଂ ନ୍ୟସ୍ତ ସ୍ୱାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେପିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେବା ନେଇ ଚର୍ଚ୍ଚା ଭିତରେ ସେ ଆଜି ପୁଣିଥରେ ରାଜ୍ୟ ସରକାର ତଥା ସିଏମଓ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଜେଡି ଟିକେଟରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିବା ଏହି ନେତା ଜନବିରୋଧୀ ବୋଲି କହି ଦଳ ତାଙ୍କୁ…

ଜୟନାରାୟଣ ମିଶ୍ରଙ୍କୁ ନେଇ ଚର୍ଚ୍ଚାକୁ ଆସିଥିବା ଆଇଆଇସି ଅନିତାଙ୍କ ନାଁରେ ଥାନାରେ ଏତଲା

ସମ୍ବଲପୁର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମହିଳାଙ୍କୁ ଆକ୍ରମଣ କରିବା ଅଭିଯୋଗ ପ୍ରସଙ୍ଗରେ ଚର୍ଚ୍ଚାକୁ ଆସିଥିବା ସେତେବେଳର ସମ୍ବଲପୁର ଜିଲ୍ଲା ଧନୁପାଲି ଆଇଆଇସି ଅନିତା ପ୍ରଧାନଙ୍କ ନାଁରେ ଏତଲା ଦିଆଯାଇଛି। ଏବେ ତାଙ୍କର ଚାରି ମାସ ହେବ ବଲାଙ୍ଗୀର ଜିଲ୍ଲାକୁ ବଦଳି ହୋଇଛି। କିନ୍ତୁ…

Google Incognitoରେ ଆପଣଙ୍କ ସିକ୍ରେଟ୍ ସର୍ଚ୍ଚ ସାଜିପାରେ ସମସ୍ୟା ! ଏହିପରି ଡିଲିଟ୍ କରନ୍ତୁ ହିଷ୍ଟ୍ରି

ନୂଆଦିଲ୍ଲୀ: ଆମମାନଙ୍କ ମଧ୍ୟରୁ ଅନେକ ଭାବନ୍ତି ଯେ ଗୁଗୁଲ୍ ଇନକଗ୍ନିଟୋ କିମ୍ବା ଅନ୍ୟ ବ୍ରାଉଜରର ବ୍ୟକ୍ତିଗତ ମୋଡରେ କୌଣସି ତଥ୍ୟ ସର୍ଚ୍ଚ କଲେ ବ୍ରାଉଜିଂ ହିଷ୍ଟ୍ରିରେ ଷ୍ଟୋର ହୋଇ ରହେ ନାହିଁ। ଏହା ଭାବିବା ଭୁଲ। କାରଣ ଗୁପ୍ତ ବା ଇନକଗ୍ନିଟୋ ମୋଡରେ ମଧ୍ୟ ଆପଣ ଯାହା ସର୍ଚ୍ଚ କରିବେ ତାହା…