Latest Odisha News

BREAKING NEWS

Browsing Category

ଫିଚର

ଡିସେମ୍ବର ଦ୍ବିତୀୟ ସପ୍ତାହରେ ବସିପାରେ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି ଏବଂ ଖ୍ରୀଷ୍ଟମାସ ପୂର୍ବରୁ ଏହା ଶେଷ ହୋଇପାରେ ବୋଲି ବୁଧବାର ଜଣାପଡ଼ିଛି। ଡିସେମ୍ବର ତିନିରେ ପାଞ୍ଚଟି ରାଜ୍ୟରେ ଭୋଟ୍ ଗଣତି ପରେ ଏହି ଅଧିବେଶନ ଆରମ୍ଭ ହୋଇପାରେ। ଏହି ସମୟରେ ସଂସଦରେ…

ଏକ୍ସପାଏରୀ ଜିନିଷ ବିକି ଏଗାର ଲକ୍ଷ ଜୋରିମାନା ଦେବ ବିଶାଲ ମେଗାମାର୍ଟ

କଟକ: ଭୁବନେଶ୍ୱର ରସୁଲଗଡ଼ ଓ କଟକ ବିଡାନାସୀ ସେକ୍ଟର-୧୦ରେ ଥିବା ବିଶାଳ ମେଗା ମାର୍ଟର ଷ୍ଟୋରରେ ଏକ୍ସପାଏରି ହୋଇଥିବା ସାମଗ୍ରୀ ବିକ୍ରି କରିବା ଅଭିଯୋଗରେ କଟକ ଜିଲ୍ଲା ଖାଉଟି ଅଦାଲତ ବିଶାଲ ମେଗା ମାର୍ଟକୁ ୧୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଆସନ୍ତା ୩୦ ଦିନ ମଧ୍ୟରେ ଏହି ଜରିମାନା…

ସମ୍ବଲପୁରରେ ମେମୁ ଟ୍ରେନ୍ ଲାଇନଚ୍ୟୁତ

ସମ୍ବଲପୁର: ସାରଳା ନିକଟରେ ବୁଧବାର ସନ୍ଧ୍ୟାରେ ଏକ ମେମୁ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏହି ଟ୍ରେନଟି ଏକ ଗାଈକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ପୂର୍ବତଟ ରେଳପଥରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ 6ଟା 25 ମିନିଟ୍…

ବାୟୁ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀରେ କରାଯାଇପାରେ କୃତ୍ରିମ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରାଇବା ନିମନ୍ତେ ଯୋଜନା କରୁଛନ୍ତି । ଆଇଆଇଟି କାନପୁରକୁ ଏ ନେଇ ଦିଲ୍ଲୀ ସରକାରଙ୍କୁ ସମ୍ପୂର୍ଣ୍ଣ ପ୍ଲାନ ଯୋଗାଇଛନ୍ତି । ଶୁକ୍ରବାର ଦିଲ୍ଲୀ ସରକାର ଏ…

ମୋଦି କହିଲେ ଖଡଗେ ରିମୋଟ କଣ୍ଟ୍ରୋଲରେ ପରିଚାଳିତ, ପ୍ରିୟଙ୍କା ମାରିଦେଲେ ରାମଙ୍କ ତୀର!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ ଜମୁଛି ପ୍ରଚାର। ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ହେଭିୱେଟ ମାନଙ୍କ ଭିଡ଼ ଜମୁଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଏମପିରେ ଦେଖିବାକୁ ମିଳିଛି। ମୋଦି ଦମୋହ ବିଧାନସଭା କ୍ଷେତ୍ରରେ…

ରାହୁଲ କହୁଥିଲେ ବିଆରଏସ, ବିଜେପିର ‘ବି’ ଟିମ, ମୋଦି କହିଲେ କଂଗ୍ରେସ ‘ସି’ ଟିମ

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଲଢେଇ ଜୋରଦାର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର କରିଛନ୍ତି। ପଛୁଆ ବର୍ଗଙ୍କୁ ନେଇ ବିରୋଧୀ ନିର୍ବାଚନରେ ମୁଖ୍ୟ ଅସ୍ତ୍ର କରିବା ସହ ବିଜେପିକୁ ଏ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି। ଦେଶର ଜାତିଗତ ଜନଗଣନା ରିପୋର୍ଟ କାହିଁକି…

ଷ୍ଟୋକ୍ସଙ୍କ ଶତକ, ନେଦରଲାଣ୍ଡ ସମ୍ମୁଖରେ ୩୪୦ ରନର ଟାର୍ଗେଟ ରଖିଲା ଇଂଲଣ୍ଡ

ପୁଣେ:ଚଳିତ ବିଶ୍ୱକପ କ୍ରିକେଟରେ ବୁଧବାର ଇଂଲଣ୍ଡ ୩୪୦ ରନର ବିଜୟ ଲକ୍ଷ୍ୟ ନେଦରଲାଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ବେନ ଷ୍ଟୋକ୍ସଙ୍କ ଶତକ ବଳରେ ୫୦ ଓଭରରେ ୯ ୱିକେଟ ହରାଇ ୩୩୯ ରନ କରିଥିଲା । ଷ୍ଟୋକ୍ସ ୮୪ ବଲରେ ୧୦୮, ଡେଭିଡ ମଲାନ ୮୭ ଓ କ୍ରିସ ୱକ୍ସ ୫୧ ରନର ଇନିଂସ…

ଭାରତୀୟ ସୀମା ଜଗିବେ ମହୁମାଛି

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାକୁ ଏବେ ମହୁମାଛି ଜଗିବେ । ଏ ନେଇ ମିଶନ ହନୀ ପ୍ରକଳ୍ପର ଆରମ୍ଭ କରାଯାଇଛି । ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ସହ ଅନୁପ୍ରବେଶ ଏବଂ ଚୋରା ଚାଲାଣକୁ ଏହା ମାଧ୍ୟମରେ ରୋକିହେବ । ସ୍ୱତନ୍ତ୍ର ଭାବେ ନିର୍ମିତ ମହୁମାଛି…

ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ଆଉ ତିନି ଜିଲ୍ଲାରେ ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା । ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଐତିହାସିକ ଯୋଜନାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀ ପାଇଁ …

ଡିସେମ୍ବର ପହିଲାରୁ ରାଜ୍ୟତମାମ ବସ୍ ଧର୍ମଘଟ

ଭୁବନେଶ୍ବର : ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ବସ୍ ଧର୍ମଘଟ ।  ଚଳିତ ମାସ ୧ ତାରିଖଠାରୁ ସଂଘ ଧର୍ମଘଟରୁ ଓହରି ଯାଇଥିଲା । ମାତ୍ର ପୁଣି ଥରେ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି । ବସ୍ ଧର୍ମଘଟ ନେଇ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ…