Latest Odisha News

BREAKING NEWS

Browsing Category

ଫିଚର

ଇସ୍ରାଏଲ-ହମାସ ଯୁଦ୍ଧରେ ମିଳିତ ଜାତିସଂଘର ୮୮ ପ୍ରତିନିଧିଙ୍କ ଜୀବନ ଗଲାଣି

ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଯୁଦ୍ଧରେ ୟୁଏନର ୮୮ ଜଣ ଅଧିକାରୀ ଗାଜାରେ ପ୍ରାଣ ହରାଇଛନ୍ତି । ଗୋଟିଏ ଯୁଦ୍ଧରେ ସର୍ବାଧିକ ସଂଖ୍ୟକ ୟୁଏନ ଅଧିକାରୀ ପ୍ରାଣ ହରାଇବା ପ୍ରଥମ ବୋଲି ସୋମବାର ଜାତିସଂଘ ପକ୍ଷରୁ କୁହାଯାଇଛି । ଯୁଦ୍ଧ ଆରମ୍ଭରୁ ଅର୍ଥାତ ଅକ୍ଟୋବର ୭ ତାରିଖରୁ ବର୍ତ୍ତମାନ ସୁଦ୍ଧା…

ଅସ୍ଥି ବିସର୍ଜନ ପାଇଁ ଯିବାବେଳେ ଗଛରେ ପିଟି ହେଲା ବସ୍ : ୨୩ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ପୁରୀ : ପୁରୀରେ ତୀର୍ଥ ଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ  । ପୁରୀ ନିରାକାରପୁର ଜଗନ୍ନାଥ ସଡକ ରୁଆ ଛକରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ପ୍ରାୟ ୨୩ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ ବସଟି ଆଜି ସକାଳୁ ୪୦ଜଣ ଯାତ୍ରୀଙ୍କୁ ନେଇ…

କ୍ରୀଡା ମନ୍ତ୍ରୀ ବରଖାସ୍ତ କଲେ ସମ୍ପୂର୍ଣ୍ଣ ଶ୍ରୀଲଙ୍କା କ୍ରିକେଟ ବୋର୍ଡ

କଲମ୍ବୋ:ବିଶ୍ୱକପ କ୍ରିକେଟରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ଲଜ୍ଜାଜନକ ପରାଜୟବରଣ କରିଛି । ଏଥିନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ଶ୍ରୀଲଙ୍କା କ୍ରୀଡା ମନ୍ତ୍ରୀ ରୋଶନ ରାଣାସିଂଘେ ରାଷ୍ଟ୍ରୀୟ କ୍ରିକେଟ ବୋର୍ଡକୁ ବରଖାସ୍ତ କରି ଦେଇଛନ୍ତି । ଦୁର୍ନୀତି ଏବଂ ଅନ୍ୟ…

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ମଦ ବ୍ୟବସାୟକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନୁଗୁଳ: ମଦ ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଏକଘରିଆ ଗାଁ ନିକଟରେ ଥିବା ଏକ ବିଲରୁ  ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ନତଡା ଗାଁର ରତନ ନାଏକ ବୋଲି ଜଣାପଡିଛି । ରତନ ଗତ ଶନିବାର ଦିନଠାରୁ ଘରୁ କେଉଁଆଡୁ ନିଖୋଜ…

ହମାସକୁ ବଡ ଧକ୍କା: ଦୁଇଫାଳ ହେଲା ଗାଜାପଟ୍ଟି, ଆହୁରି ଭୟଙ୍କର ଯୁଦ୍ଧ ହେବ ବୋଲି ଚେତାବନୀ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭହାବହ ସ୍ଥିତିରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ଗାଜାକୁ ଏବେ ଦୁଇ ଭାଗ କରିଦିଆ ଯାଇଛି । ଇସ୍ରାଏଲି ସେନା ପକ୍ଷରୁ ଦାବି କରାଯାଇଛି, ଗାଜା ଉତ୍ତର ଏବଂ ଦକ୍ଷିଣ ଏହିପରି ୨ ଭାଗରେ ବିଭକ୍ତ ହୋଇଯାଇଛି । ଫଳରେ…

ଏବେ ବି ବଞ୍ଚିଛି ଅନ୍ଧବିଶ୍ବାସ : ସାପ ବିଷ କାଢିବାକୁ ଯାଇ ମହିଳା ଗୁଣିଆ ଗୁରୁତର

ଆନନ୍ଦପୁର : ଯୁଗ ବଦଳିଛି ସତ ହେଲେ ଏବେ ବି ବଞ୍ଚିରହିଛି ଅନ୍ଧବିଶ୍ୱାସ ।  ବିଜ୍ଞାନ ବହୁତ ଆଗକୁ ଯାଇଛି ହେଲେ ଏବେ ବି ଲୋକେ ଝଡାଫୁଙ୍କା ଉପରେ ଭରସା କରୁଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ  । ଆନନ୍ଦପୁର ଉପଖଣ୍ଡ ଝଣଝଣା ଗାଁର…

ଭୁବନେଶ୍ବରରୁ ଜୟପୁରକୁ ଉଡିଲା ଦ୍ବିତୀୟ ବିମାନ

ଭୁବନେଶ୍ବର : ଆଜିଠାରୁ ଭୁବନେଶ୍ୱରରୁ କୋରାପୁଟ ଜିଲ୍ଳା ଜୟପୁରରୁ ଉଡିଲା ଦ୍ୱିତୀୟ ବିମାନ। ଭୁବନେଶ୍ବରରୁ ଛାଡିଥିବା ଇଣ୍ଡିଆଓ୍ବାନ୍ ଏୟାର ବିମାନଟି ଜୟପୁରରେ ପହଞ୍ଚିଛି । ଆଜି ସକାଳୁ ୭ଟା ୧୦ରେ ଭୁବନେଶ୍ବରରୁ ଛାଡି ୮ଟା ୪୫ରେ ବିମାନଟି ଜୟପୁରରେ ପହଞ୍ଚିଛି । ସେହିପରି ୯ଟାରେ ଜୟପୁରରୁ ଛାଡି…

ରହସ୍ୟମୟୀ ରୁପକୁଣ୍ଡ ହ୍ରଦ, ଏଠାକୁ ଯିବାକୁ ଭୟ କରନ୍ତି ପର୍ଯ୍ୟଟକ..

ନୂଆଦିଲ୍ଲୀ : ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି  ।  ପ୍ରତିଦିନ ବହୁ ଲୋକ ଏଠାକୁ ଯାତ୍ରା କରିଥାନ୍ତି  । କିନ୍ତୁ ଏହାର ରହସ୍ୟମୟୀ କାହାଣୀ ବିଷୟରେ ସମସ୍ତଙ୍କୁ ଜଣାନଥାଏ  ।  ଆସନ୍ତୁ ଜାଣିବା ସେମିତି ଏକ ହ୍ରଦ ସମ୍ପର୍କରେ  । ଏହି ହ୍ରଦଟି ଉତ୍ତରାଖଣ୍ଡରେ ରହିଛି  । ଯାହାର ନାମ ହେଉଛି…

ମେଦ ବହୁଳତା ନେଇ ଚିନ୍ତିତ କି ? ପ୍ରତିଦିନ ସକାଳେ ଖାଆନ୍ତୁ ନାସପାତି , ଓଜନ କମାନ୍ତୁ…

ନୂଆଦିଲ୍ଲୀ : ବର୍ତ୍ତମାନ ଯୁଗରେ ମେଦ ବହୁଳତା ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି  । ଶରୀରର ଓଜନ କମାଇବା ପାଇଁ କିଏ ଡାଏଟ୍ କରୁଛି ତ କିଏ ପ୍ରତିଦିନ ମର୍ଣ୍ଣିଂ ଓ୍ବାକ୍ କରୁଛି ତ କିଏ ଜିମ୍ ଯାଉଛି  । ଆସନ୍ତୁ ଜାଣିବା କଣ ଖାଇଲେ ଆମେ ସହଜରେ ଓଜନ ହ୍ରାସ କରିପାରିବା  ।  ନିୟମିତ…

ଭାରସାମ୍ୟ ହରାଇ ରେଲଓ୍ବେ ଟ୍ରାକକୁ ଖସିଲା ବସ୍ : ୪ ମୃତ, ୨୪ ଆହତ

ରାଜସ୍ଥାନ : ରାଜସ୍ଥାନ ଦଉସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରେଲଓ୍ବେ ଟ୍ରାକକୁ ଖସିପଡିଛି । ଫଳରେ ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି…