Latest Odisha News

BREAKING NEWS

Browsing Category

ଫିଚର

ଆଜି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର : ବାବା ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଭିଡ

ଆଠଗଡ : ଚାଲିଛି ଧର୍ମମାସ କାର୍ତ୍ତିକ  । ଆଜି ହେଉଛି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ  ।  ସକାଳୁ ସକାଳୁ କଟକ ଜିଲ୍ଲା ଆଠଗଡର  ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି  ।…

ବିଶ୍ବକପ୍: ଭାରତର କ୍ରମାଗତ ଅଷ୍ଟମ ବିଜୟ, ୨୪୩ ରନ୍‌ରେ ହାରିଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର: କୋଲକାତାର ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ। ଏହା ସହିତ ଚଳିତ ବିଶ୍ବକପରେ ନିଜର ଅପରାଜେୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ଶତକୀୟ ଇନିଂସ ଓ ରବୀନ୍ଦ୍ର ଜାଡ଼େଜାଙ୍କ…

ଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତ ବିଜୟରାମ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବାୟତ ବିଜୟରାମ ପଣ୍ଡାଙ୍କର ୮୪ବର୍ଷ ବୟସରେ ଆଜି ସକାଳେ ପରଲୋକ ଘଟିଛି। ସେ ଗତ କିଛି ଦିନ ଧରି ହୃଦଘାତ ଜନିତ ସମସ୍ୟାରେ ଚିକିତ୍ସାଧିନ ଥିଲେ। ତାଙ୍କ ପରଲୋକ ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପୁରୁଣା ଭୁବନେଶ୍ୱର ରଥଦାଣ୍ଡସ୍ଥିତ ବାସଭବନରେ…

ମେଘାଳୟରେ ଓଡ଼ିଆ ବିଏସ୍ଏଫ୍ ଯବାନ ସହିଦ

ଭୁବନେଶ୍ୱର: ମେଘାଳୟରେ ଓଡ଼ିଆ ବିଏସ୍ଏଫ୍ ଯବାନ ସଦିଦ ହୋଇଛନ୍ତି। ଯବାନ ଜଣଙ୍କ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ବାଦଟରା ପଞ୍ଚାୟତର ମଲା ଗାଁର ପ୍ରତାପ ରଞ୍ଜନ ପରିଡ଼ା ବୋଲି ଜଣାପଡିଛି। ତାଙ୍କ ବୟସ ୫୨ ବର୍ଷ। ସୂଚନା ଅନୁସାରେ ସୁଦୂର ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ…

ଡି-ବ୍ରଦର୍ସ ନାଁରେ ଦାଦାବଟି ଆଦାୟ କରୁଥିଲେ ଟ୍ୟୁସନ ସାର୍, ବନ୍ଧା ହେଲେ ୨ ଅଭିଯୁକ୍ତ

କଟକ: ଡି-ବ୍ରଦର୍ସ ନାଁରେ ଦାଦାବଟି ଆଦାୟ କରିବା ପଡିଲା ମହଙ୍ଗା। ବନ୍ଧା ହେଲେ ଦୁଇ ଅଭିଯୁକ୍ତ। କଟକରେ ପୁଣି ଧଳସାମନ୍ତ ଭ୍ରାତା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ ନାଁରେ ଦାଦାବଟି ଆଦାୟ ଅଭିଯୋଗ ଆସିଛି। ଛତ୍ର ବଜାରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କାର ଦାଦାବଟି ମାଗିବାରୁ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ, ଆଜି ଆଉ ଗୋଟେ ଧରା ପଡିଲା ମଣିଷଖିଆ ବାଘ

ନୂଆପଡ଼ା: ଜିଲ୍ଲାରେ ସରୁନି ବାଘ ଆତଙ୍କ। ଗତକାଲି ଗୋଟିଏ ବାଘ ଧରାପଡିଥିଲା। ଆଜି ଆଉ ଗୋଟେ ବାଘକୁ ଦେଖିଲେ ଲୋକେ। ସୂଚନା ଅନୁସାରେ ରବିବାର ସକାଳେ ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦୋପାଲି ଗାଁରେ ଏକ ବାଘ ଆତଙ୍କ ଖେଳାଇ ଦେଇଛି । ଫଳରେ ଗାଁ ଲୋକେ ପୁଣି ଡରି ଯାଇଛନ୍ତି। ଗ୍ରାମବାସୀ ଘଟଣା…

ବିମାନ ଉଡାଇଦେବା ଧମକ ମାମଲା: ଆତଙ୍କବାଦୀ ପନ୍ନୁନର ଗିରଫ ଦାବି କଲେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା

ନୂଆଦିଲ୍ଲୀ: ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ୧୯ ନଭେମ୍ବର ଏୟାର ଇଣ୍ଡିଆ ଦେଇ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କୁ ଧମକ ଦେଇଛି ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍। ୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟରେ ଗଲେ ଆଉ…

ତାଳଚେରରେ ପୁଣି ହାତୀ ଉପଦ୍ରବ, ଉଜାଡ଼ିଦେଲେ ସୁନାର ଫସଲ

ଅନୁଗୁଳ: ଦିନକୁ ଦିନ ବଢୁଛି ହାତୀଙ୍କ ଉପଦ୍ରବ। ଖାଦ୍ୟ ଅନ୍ୱେଶଣରେ ଆସି ଧନ ଜୀବନ ନଷ୍ଟ କରୁଛନ୍ତି ହାତୀ। ଗତ ଦୁଇ ବର୍ଷ ହେବ ହାତୀ ଚିନ୍ତାରେ ଭୟଭିତ ହୋଇ ରହୁଛନ୍ତି ଅଞ୍ଚଳବାସୀ। ଚାଷୀ ଋଣ କରି ଚାଷ କରୁଥିବା ବେଳେ ହାତୀପଲ ଆସି ଏକର ଏକର ଚାଷ ଜମିକୁ ନଷ୍ଟ କରୁଛନ୍ତି ଓ ଯାହା ଫଳରେ ଚାଷୀଙ୍କ…

ଇସ୍ରାଏଲ ଉପରେ ପୁଣି ବର୍ଷିଲେ ପ୍ରିୟଙ୍କା: ଗାଜାରେ ୫୦୦୦ରୁ ଉର୍ଦ୍ଧ୍ୱ ପିଲାଙ୍କ ହତ୍ୟା, ଅସ୍ତ୍ରବିରତି ପାଇଁ କଲେ…

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱକୁ ଚକିତ କରିଛି। ଉଭୟ ପାର୍ଶ୍ୱରେ ଘଟିଥିବା ହତ୍ୟାକାଣ୍ଡର ଭୟଙ୍କର ଚିତ୍ର ମନରୁ ଅଲିଭା। ଏହି ହତ୍ୟାକାଣ୍ଡକୁ ରୋକିବା ପାଇଁ ସବୁ ଦିଗରୁ ଆବେଦନ କରାଯାଉଛି। ଭାରତରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି। ପାଲେଷ୍ଟାଇନର…

ଏସିଆର ଦାମୀ ଷ୍ଟାର ରଜନୀକାନ୍ତ; ଜାଣନ୍ତୁ କେତେ ରହିଛି ପାରିଶ୍ରମିକ

ମୁମ୍ବାଇ: ଏସିଆର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ହେଉଛନ୍ତି ଥାଲାଇବା ସୁପରଷ୍ଟାର ରଜନୀକାନ୍ତ। ଲୋକେଶ କାନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ରଜନୀକାନ୍ତଙ୍କ ମହଙ୍ଗା ଫି’ ଏହାର ମୁଖ୍ୟ କାରଣ, ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ…