Latest Odisha News

BREAKING NEWS

Browsing Category

ଫିଚର

ସ୍ମାର୍ଟ ଫୋନ ଦେବ କରୋନା ସଂକ୍ରମିତଙ୍କ ତଥ୍ୟ !

ଭୁବନେଶ୍ୱର: କରୋନା ପାଇଁ ଏବେ ସବୁଠି ଚିନ୍ତା । ଦେଶ ପରେ ଦେଶ, ରାଜ୍ୟ ପରେ ରାଜ୍ୟ ଏହାର କବଳକୁ ଆସି ଯାଉଛି । ଏହାର ସଂକ୍ରମଣରେ କିଛି ଟା ରୋକ ଲଗାଇବା ପାଇଁ ସାରା ଦେଶରେ ଲକଡାଉନ । ତେବେ ମଧ୍ୟ ବିଶ୍ୱର କିଛି ପ୍ରମୁଖ ରାଷ୍ଟ୍ର ମୁଖ୍ୟ ଏବେ ଜନସାଧାରଣଙ୍କୁ ସତର୍କ ରହିବାର ଉପଦେଶ ଦେଇ…

ସାବିତ୍ରୀ ବ୍ରତକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ ଓ ପୂଜାବିଧି

ଭୁବନେଶ୍ୱର: ସାବିତ୍ରୀ ବ୍ରତ। ଓଡ଼ିଶାର ସଧବା ନାରୀମାନଙ୍କ ଦ୍ୱାରା ପାଳିତ ଏକ ଓଷା । ସାବିତ୍ରୀଙ୍କୁ ସାଧବା ନାରୀଙ୍କର ଆଦର୍ଶ ବୋଲି କୁହାଯାଏ । ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏ ଓଷା ପାଳନ…

ଜୁନ ମାସରେ ଓଡ଼ିଶାରେ ୧୦ ହଜାର ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ଭୁବନେଶ୍ବର: ଜୁନ ମାସରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିବ ବୋଲି ଓଡିଶା ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା କହିଛନ୍ତି। ଚାହୁଁ ଚାହୁଁ ଓଡ଼ିଶାରେ କରୋନା ମାମଲା ୧୧ ଟପିଲାଣି । ତଥାପି ଏହା ଚିନ୍ତାର କାରଣ ନୁହେଁ । ବାହାର ରାଜ୍ୟରୁ ପ୍ରବସୀଙ୍କୁ…

ସ୍ୱାମୀଙ୍କ ଆୟୁ ବୃଦ୍ଧିର ବ୍ରତ; ସାବିତ୍ରୀ ଅମାବାସ୍ୟା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବସ୍ୟା । ଜ୍ୟେଷ୍ଠ ମାସ ଅମାବାସ୍ୟାରେ ପାଳିତ ହୁଏ ଏହି ବ୍ରତ । ଏହି ବ୍ରତକୁ ଓଡ଼ିଆରେ ଘରର ସାଧବା ମାନେ ପାଳନ କରିଥାନ୍ତି । ସ୍ୱାମୀଙ୍କର ନିରାମୟ ଜୀବନ ତଥା ମଙ୍ଗଳ କାମନା କରି ସଧବା ନାରୀମାନେ ଏହି ସାବିତ୍ରୀ ବ୍ରତ ପାଳନ କରିବାର ପ୍ରଥା…

ଇଷ୍ଟକୋଷ୍ଟ୍ ରେଲୱେ ପକ୍ଷରୁ ଗଡ଼ିବ ୮ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଯାତ୍ରୀ ମାନଙ୍କ ସୁବିଧା ଲାଗି ଆସନ୍ତା ଜୁନ ୧ ତାରିଖ ଠାରୁ ଭାରତୀୟ ରେଳବାଇ ପକ୍ଷରୁ ୨୦୦ଟି ସ୍ୱତନ୍ତ୍ର ସମୟ ଘୋଷିତ ହୋଇଥିବା ଟ୍ରେନ୍ ଚଳାଚଳ କରିବ । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଯାତ୍ରୀମାନଙ୍କ ସୁବଧା ଲାଗି ୮ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ଗ୍ରହଣ…

ଆସନ୍ତାକାଲି ଆକାଶମାର୍ଗରୁ ଓଡ଼ିଶାର ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଓ ଓଡ଼ିଶା ଆସି ଅମ୍ଫାନ ବାତ୍ୟା ପରବର୍ତ୍ତୀ ପରିସ୍ଥିତି ପରଖିବେ । “ପ୍ରଧାନମନ୍ତ୍ରୀ ମୋଦୀ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରି ଏହି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଏବଂ ବାତ୍ୟା ପରବର୍ତ୍ତୀ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦୩କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୦୭ ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୩ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…

ପାକିସ୍ତାନ କରୋନା ମ୍ୟାପ ଦର୍ଶାଇଲା ଭାରତର ପିଓକେ

ଇସଲାମବାଦ: ପାକିସ୍ତାନ ପ୍ରକାଶିତ କରୋନା ସଂକ୍ରମିତ ମ୍ୟାପରେ ବିବାଦୀୟ ପାକ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶବିଶେଷ ବୋଲି ଦର୍ଶାଯାଇଛି । ପାକିସ୍ତାନର ଏହି ଭୁଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭୁଲରେ ହେଉ ପଛେ ପାକିସ୍ତାନ ମାନିଲା ପିଓକେ ଭାରତର ବୋଲି ଜଣେ ୟୁଜର୍ସ…

କଲମ୍ବିଆର ଷ୍ଟାର ସାଇକ୍ଲିଷ୍ଟ ପାଟୋଂନା ବାସନ୍ଦ

ପ୍ୟାରିସ: କଲମ୍ବିଆର ଷ୍ଟାର ସାଇକ୍ଲିଷ୍ଟ ପାଟୋଂନା ଡୋପିଂ କଳଙ୍କରେ ଛନ୍ଦି ହୋଇ ପଡିଛନ୍ତି । ଏଥିଯୋଗୁ ସେ ୪ ବର୍ଷ ବାସନ୍ଦ ଦଣ୍ଡାଦେଶର ସମ୍ମୁଖୀନ ହୋଇଛନ୍ତି । ଗତ ବର୍ଷ ହୋଇଥିବା ଡୋପ ଟେଷ୍ଟରେ ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ୨୦୧୬ ଟୁର ଡି ଫ୍ରାନ୍ସର ଏକ ଷ୍ଟେଜରେ…

ଓଡ଼ିଶାରେ ଖୁବଶିଘ୍ର ଉପଲବ୍ଧ ହେବ ମଦ ହୋମ୍ ଡେଲିଭରି !

ଭୁବନେଶ୍ୱର: ଖୁବ୍ ଶିଘ୍ର ରାଜ୍ୟରେ ହୋଇପାରେ ମଦର ହୋମ୍ ଡେଲିଭରି । ଏନେଇ ସରକାର ସପ୍ତାହକ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିପାରନ୍ତି ବୋଲି ଏକ ରିପୋର୍ଟ ପ୍ରକାଶିତ ହୋଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାର ମଦର ଘରୋଇ ବିତରଣ ଲାଗି ଯୋଜନା କରୁଛନ୍ତି ଏବଂ ଏସମ୍ପର୍କରେ…