Latest Odisha News

BREAKING NEWS

Browsing Category

ଫିଚର

ମେ’ ୩୧ ପର୍ଯ୍ୟନ୍ତ ବିମାନ ଚଳାଚଳ ଆରମ୍ଭ ନ’କରାଯାଉ; କେନ୍ଦ୍ରକୁ ଜଣାଇଲା ତାମିଲନାଡୁ

ନୂଆଦିଲ୍ଲୀ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ଲକ୍‌ଡାଉନ୍ ଅବଧିରେ ବିମାନ ଚଳାଚଳ ବନ୍ଦ ରଖିବାକୁ କେନ୍ଦ୍ରକୁ ଅନୁରୋଧ କରିଛି । ଅଧିକ…

ଓଡ଼ିଶାରେ ଆଉ ଗୋଟିଏ ଡୋପଲର ରାଡାର ସ୍ଥାପନ କରାଯିବ: ଆଇଏମଡି ଡିଜି

ଭୁବନେଶ୍ୱର: ବାତ୍ୟା ସମ୍ପର୍କିତ ସଠିକ୍ ତଥା କ୍ଷୟକ୍ଷତିର ଆକଳନ କରି ଗତ କିଛି ବର୍ଷ ମଧ୍ୟରେ ଓଡିଶାକୁ ସାହାଯ୍ୟ କରିଆସୁଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଫାଇଲିନ୍, ଫନି ଏବଂ ଅମ୍ଫାନ୍ ଭଳି ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆକଳନ ସଠିକ୍ ରହିଛି। “ବାତ୍ୟା ଅମ୍ଫାନ୍ ଜେନେସିସ୍,…

ପଶ୍ଚିମବଙ୍ଗରେ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

କୋଲକାତା / ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗୁଡିକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି । ତାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ। ପ୍ରାୟ ତିନିମାସ ପରେ ମୋଦୀ ଆଜି ସକାଳେ…

ଘରୋଇ ବିମାନ ଲାଗି ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଆଜି ଦିନ ୧୨ଟା ୩୦ମି.ରୁ ଘରୋଇ ବିମାନ ବୁକିଂ ଆରମ୍ଭ ହୋଇଥିବା ନେଇ ଶୁକ୍ରବାର ଦିନ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଟ୍ବିଟ ମଧ୍ୟ କରାଯାଇଛି। https://twitter.com/airindiain/status/1263693686585655297?s=19 ଆସନ୍ତା ୨୫ ତାରିଖରୁ ଘରୋଇ…

ଭାରତର ୧୦ ଟି ଧନୀ ମନ୍ଦିର; ଯାହାର ସମ୍ପତ୍ତି ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ହିନ୍ଦୁମାନେ ଖୋଲା ହୃଦୟରେ ଦେବାଦେବୀ ମନ୍ଦିରକୁ ନଗଦ, ସୁନା, ରୂପା ଆଦି ଦାନ କରିବା ନେଇ ବେଶ୍ ପରିଚିତ। ଆସନ୍ତୁ ଜାଣିବା ଭାରତର କିଛି ଧନୀ ମନ୍ଦିର ସମ୍ପର୍କରେ... ପଦ୍ମନାଭସ୍ୱାମୀ ମନ୍ଦିର: ଚଳିତ ବର୍ଷର ତଥ୍ୟ ଅନୁଯାୟୀ ପଦ୍ମନାଭସ୍ୱାମୀ ମନ୍ଦିର ଭାରତର…

କମିଲା ଆରବିଆଇର ରେପୋ ରେଟ୍‌

ନୂଆଦିଲ୍ଲୀ: ବିପର୍ଯ୍ୟସ୍ତ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ତନ୍ମଧ୍ୟରେ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୪୦ ବେସିସ୍ ପଏଣ୍ଟକୁ ହ୍ରାସ କରାଯାଇଛି। ଯାହା ଫଳରେ ଏବେ ରେପୋ ରେଟ ୪% ରହିଛି। ସେହିଭଳି…

ଓଡ଼ିଶାର ଏହିସବୁ ରେଲୱେ ଟିକେଟ କାଉଣ୍ଟରରେ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର-ହାଓ୍ବଡା ଜନ ଶତାବ୍ଦୀ, ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀରୁ ସିଲଡା ପର୍ଯ୍ୟନ୍ତ ଦୁରନ୍ତୋ ଏବଂ ବିଶାଖାପାଟଣାରୁ ନୂଆଦିଲ୍ଲୀ- ଏପି ଏକ୍ସପ୍ରେସ ଜୁନ ୨ ତାରିଖରୁ ଓଡିଶାରୁ ଚଳାଚଳ କରିବ। ଯାତ୍ରୀମାନେ ଏହି ଟ୍ରେନ୍ ଗୁଡ଼ିକ ପାଇଁ ରିଜର୍ଭେସନ…

ରାଜ୍ୟରେ ଚିହ୍ନଟ ହେଲ ଆଉ ୮୬ ପଜିଟିଭ: ମୋଟ ସଂଖ୍ୟା ଛୁଇଁଲା ୧୧୮୯

ଭୁବନେଶ୍ୱର: ବିଜୁଳି ଗତିରେ ମାଡି ଚାଲିଛି କରୋନା । ଚାହୁଁ ଚାହୁଁ ଏହି ଭୂତାଣୁ ରାଜ୍ୟର ୨୪ ଟି ଜିଲ୍ଲାରେ ନିଜ କାୟା ବିସ୍ତାର କରି ସାରିଲାଣି । ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୬ ନୂଆ ପଜିଟିଭ । ଚିହ୍ନଟ ୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଜଣେ…

ବଢୁଛି ଚିନ୍ତା: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୬୦୮୮ ସଂକ୍ରମିତ, ୧୪୮ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ଆକାଶ ମାର୍ଗରୁ କରିବେ ବାତ୍ୟାଞ୍ଚଳ ପରିଦର୍ଶନ

ନୂଆଦିଲ୍ଲୀ / ଭୁବନେଶ୍ୱର: ଆଜି ଓଡିଶାଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାତ୍ୟା ଅମ୍ଫାନର ପରବର୍ତ୍ତୀ ପରିସ୍ଥିତିକୁ ଅନୁଧ୍ୟାନ କରିବା ନିମନ୍ତେ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ମୋଦୀ। ଏନେଇ ଗୁରୁବାର ଦିନ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା…