Latest Odisha News

BREAKING NEWS

Browsing Category

ଫିଚର

ତାମିଲନାଡୁରେ ଏକ ସଙ୍ଗରେ ୮୦୦୦ ମନ୍ଦିରରେ ପୂଜା

ଚେନ୍ନାଇ: ଆସ୍ଥା ଉପରେ କରୋନା ମହାମାରୀର ପ୍ରଭାବ କମିବାରେ ନାମ ନେଉନାହିଁ । ତାମିଲନାଡୁରେ କରୋନା ନିୟନ୍ତ୍ରଣକୁ ଆସୁ ନ ଥିବାରୁ ସ୍ଥାନୀୟ ସରକାର ଏକ ସଙ୍ଗରେ ୮୦୦୦ ମନ୍ଦିରରେ ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିରଗୁଡିକରେ ଦାନର ଅଭାବ ଯୋଗୁ ପୂଜାରୀ ଏବଂ ଏଥି ସହିତ ଜଡିତ…

ଭାରତ-ଦକ୍ଷିଣଆଫ୍ରିକା ଟି୨୦ ସିରିଜ ଅଗଷ୍ଟ ଶେଷ ଭାଗରେ ହୋଇପାରେ !

ନୂଆଦିଲ୍ଲୀ: କରୋନା ମହାମାରୀ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଲେ ଅଗଷ୍ଟ ଶେଷ ଆଡକୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟି୨୦ ମ୍ୟାଚ ଖେଳାଯାଇପାରେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ସିରିଜ ପାଇଁ ପ୍ରସ୍ତାବ ଦେଇଥିବାରୁ ଦକ୍ଷିଣ ଆଫ୍ରିକା ବୋର୍ଡ ଏ ନେଇ ଆଗ୍ରହୀ ଅଛି ।…

ଭାରତ-ଚୀନ ବିବାଦ ବଢ଼ିବାରେ ଲାଗିଛି

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବିବାଦ କମିବା ପରିବର୍ତେ ବଢ଼ିବାରେ ଲାଗିଛି । ଚୀନ ସେନା ଉଦ୍ଦେଶ୍ୟମୂଳକ ଭାବେ ଭାରତୀୟ ସେନାକୁୂ ଉତ୍ୟକ୍ତ କରିବାକୁ ଚେଷ୍ଟା କରୁଛି । ବୈଦଶିକ ମନ୍ତ୍ରଣାଳୟ ଏହା କହିବା ପରେ ସୀମାରେ ସେନାର ପାଟ୍ରୋଲିଂକୁ ଆହୁରି କଡାକଡି କରାଯାଇଛି । ସୀମାରେ ଶାନ୍ତି ବଜାୟ…

ଆକାଶ ମାର୍ଗରୁ ବାତ୍ୟା ‘ଅମ୍ଫାନ୍‌’ ପ୍ରଭାବିତ ଜିଲ୍ଲା ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ଅମ୍ଫାନ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆଜି ଅପରାହ୍ନରେ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି । ବାତ୍ୟା ଅମ୍ଫାନ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ପୁନରୁଦ୍ଧାର କାର୍ଯ୍ୟ କିପରି ଭାବେ ଚାଲିଛି ଏବଂ ଏହି ବାତ୍ୟା ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି…

ଖୁବଶୀଘ୍ର ବିବାହ କରିବେ ବାହୁବଳୀ ଫେମ୍ ରାଣା ଦଗୁବତୀ, ସରିଲା ନିର୍ବନ୍ଧ, ଫଟୋ ଭାଇରାଲ

ମୁମ୍ବାଇ: ବହୁବଲୀ ଫେମ ତଥା ଟଲିଉଡ ଅଭିନେତା ରାଣା ଦଗୁବତୀଙ୍କ ନିକଟରେ ନିର୍ବନ୍ଧ ସରିଛି । ସେ ସିକ୍ରେଟ ଏଗେଂଜମେଂଟ କରିଛନ୍ତି । ସେ ନିଜ ଗାର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହ ନିର୍ବନ୍ଧରେ ବାନ୍ଧି ହୋଇଛନ୍ତି । ନିର୍ବନ୍ଧ ବେଳର କିଛି ଫଟୋକୁ ରାଣା ନିଜେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ…

ନବବଧୂକୁ କରୋନା, ଶ୍ୱଶୁର ଘର ଲୋକେ ଛାନିଆ

ଭୋପାଲ: କନ୍ୟାକୁ କରୋନା । ଶ୍ୱଶୁର ଘରେ ଆତଙ୍କ । ବିବାହ ଦୁଇ ଦିନ ପରେ ନବବଧୁଙ୍କ ରିପୋର୍ଟ ଆସିଲା ପଜିଟିଭ । ଖବର ଶୁଣି ଛାନିଆ ହେଲେ ଶାଶୁଘର ଲୋକ । ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାର ମଣ୍ଡିଦୀପରେ । ସୂଚନା ମୁତାବକ, ବିବାହ ଦିନ କନ୍ୟାର ସ୍ୱାସ୍ଥ୍ୟ ଖରାପ ଥିଲା । ହେଲେ…

ସାବିତ୍ରୀ ପାଇଁ ବିରଜା ମନ୍ଦିରରେ ଲାଗିବ ୧୪୪ ଧାରା

ଯାଜପୁର: ଆସନ୍ତାକାଲି ବିରଜା ମନ୍ଦିରରେ ଲାଗୁ ହେବ ୧୪୪ ଧାରା । ଏନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସାବିତ୍ରୀ ବ୍ରତ ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ କହିଛି । ସେପଟେ ଦେବଗଡରେ ମଧ୍ୟ ନିଜ ନିଜ ଘରେ ସାବିତ୍ରୀ ବ୍ରତ ପାଳନ କରିବାକୁ ଜିଲ୍ଲା…

ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଆସନ୍ତାକାଳି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଓଡ଼ିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ଅଚଂଳ ପରିଦର୍ଶନ କରିପାରନ୍ତି । ସେ ଆକାଶମାର୍ଗରୁ ସ୍ଥିତି ଦେଖିବେ ଓ ସମୀକ୍ଷା କରିବେ। ଏନେଇ ବିମାନବନ୍ଦରରେ ସୁରାକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

‘ଅମ୍ଫାନ’କୁ ନେଇ ସଠିକ୍ ହେଲା ଆକଳନ: ଆଇଏମଡି

ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନକୁ ନେଇ ସଠିକ୍ ହୋଇଛି ଭାରତୀୟ ପାଣିପାଗ ବିଭାଗର ଆକଳନ । ସଠିକ୍ ଆକଳନ ଯୋଗୁଁ ଜୀବନହାନୀକୁ କମ କରାଯାଇ ପାରିଛି । ଆଇଏମଡିର ଆକଳନ ଅନୁସାରେ ପଶ୍ଚିମବଙ୍ଗ ଦୀଘା, ବାଂଲାଦେଶ ହାତିଆ ସୁନ୍ଦରବନରେ ବାତ୍ୟା ସ୍ଥଳଭାଗ ଛୁଇଁଛି । ପବନର ବେଗ ଯାହା ଯେମିତି ଆକଳନ…

ବାତ୍ୟା ‘ଅମ୍ଫାନ’ ନେଲା ପଶ୍ଚିମବଙ୍ଗରେ ୭୨ ଜଣଙ୍କ ଜୀବନ

କୋଲକାତା: ପଶ୍ଚିମବଙ୍ଗରେ ବିଭିଷିକା ରଚିଛି ବାତ୍ୟା ଅମ୍ଫାନ । ବାତ୍ୟା ଅମ୍ଫାନରେ ପଶ୍ଚିମବଙ୍ଗରେ ୭୨ ଜଣଙ୍କର ଜୀବନ ଯାଇଛି । ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି, ପ୍ରକୃତିର ଏଭଳି ରୂପ ସେ…