Latest Odisha News

BREAKING NEWS

Browsing Category

ଫିଚର

ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀ ଓଡିଆଙ୍କ ଆତ୍ମହତ୍ୟା ଅଭିଯୋଗ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେଟନୋଟି ବ୍ଲକ ଅନ୍ତର୍ଗତ ଅନଳ ପଞ୍ଚାୟତର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବକ ଗୁରୁବାର ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ସୁରେନ୍ଦ୍ର ବେହେରା ବୋଲି ଜଣାପଡିଛି । ସୁରେନ୍ଦ୍ର ନିକଟରେ ପତ୍ନୀଙ୍କ ସହ ତାମିଲନାଡୁରୁ ଫେରିଥିଲେ…

୧୦୦ଟପିଲା ବାଲେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା, ରାଜ୍ୟରେ ଦ୍ୱିତୀୟ ସର୍ବାଧିକ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ସକାଳ ସୁଦ୍ଧା ଏହି ସଂଖ୍ୟା ୧୦୨ରେ ପହଞ୍ଚିଛି । ରାଜ୍ୟର ମୋଟ କରୋନା ପଜିଟିଭ ସଂଖ୍ୟାରୁ କେବଳ ଏହି ଜିଲ୍ଲାର ୧୫.୨ ପ୍ରତିଶତ ରହିଛି । ଏଥି ସହ ଏହା ରାଜ୍ୟର ଦ୍ୱିତୀୟ ସର୍ବାଧିକ କରୋନା ପଜିଟିଭ୍ ସଂଖ୍ୟା ଥିବା…

୬ ନୂଆ କରୋନା ରୋଗୀଙ୍କ ତଥ୍ୟ ଦେଲେ ଭଦ୍ରକ ପ୍ରଶାସନ

ଭଦ୍ରକ: ଭଦ୍ରକ ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ କରୋନାଭାଇରସରେ ଆକ୍ରାନ୍ତ ୬ ନୂଆ ରୋଗୀଙ୍କ ଯାତ୍ରା ଇତିହାସ ପ୍ରକାଶ କରାଯାଇଛି। ଏହି ୬ ଜଣ ବ୍ୟକ୍ତି ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜିଲ୍ଲା ପ୍ରଶାସନ ଟ୍ବିଟ୍ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ବିଭିନ୍ନ ଅସ୍ଥାୟୀ…

ଚିହ୍ନଟ ୬୧ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬୧ ପଜିଟିଭ । କେନ୍ଦ୍ରାପଡା ଜିଲ୍ଲାରୁ ଆଜି ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପଜିଟିଭ ମାନେ ସମସ୍ତେ ସୁରତ ଫେରନ୍ତା ହୋଇଥିବା ବେକେ ଏମାନେ କ୍ୱାରେଣ୍ଟାଇନରେ ଥିବା…

ପୁରୀରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପୁରୀରେ ଶୁକ୍ରବାର ଦିନ ଆଉ ୧୦ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଯାହା ଫଳରେ ଏବେ ଜିଲ୍ଲାରେ ମୋଟ ସଂଖ୍ୟା ୧୪ ଛୁଇଁଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଶୁକ୍ରବାର ସକାଳ ୯ ଟା ସୁଦ୍ଧା ରାଜ୍ୟରେ ୪୮ ଟି ନୂଆ ମାମଲା ଚିହ୍ନଟ ହୋଇଛି। ସୂଚନାଯୋଗ୍ୟ, ବିଶ୍ବ…

ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ରାଜ୍ୟପାଳ

ଭୁବନେଶ୍ୱର : ପରଲୋକାଗତ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଜି ସକାଳେ ଭୁବନେଶ୍ୱର ରାଜମହଲ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପଅର୍ପଣ କରିବା ସହ…

କରୋନା ମୁକାବିଲା: ୩ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ଉନ୍ନୟନ ସଚିବ ସୁରେଶ ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଶୁକ୍ରବାର ଦିନ ଗଞ୍ଜାମ, ଗଜପତି ଓ ରାଜ୍ୟଗଡ ଜିଲ୍ଲା ଗସ୍ତରେ ଯାଇଛନ୍ତି । ଗଞ୍ଜାମ ଜିଲ୍ଲାର ଶେରଗଡା, ହିଞ୍ଜିଳି, କବି ସୁର୍ଯ୍ୟ ନଗର, ଆସ୍କା, ପୋଲସରା, ବରହମପୁର ଆଦି ଅଞ୍ଚଳର କୋଭିଡ…

ବଢୁଛି ଚିନ୍ତା; ଆଉ ୪୮ ନୂଆ ପଜିଟିଭ ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୮ ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆକ୍ରାନ୍ତଙ୍କ ମଧ୍ୟରୁ…

ବଢୁଛି ସଂକ୍ରମଣ: ଭାରତରେ ୮୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୬୪୯ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Spike of 3967 #COVID19 cases & 100 deaths in India, in last…

ଦୀର୍ଘ ୬ ମାସ ପରେ ଆଜି ଫିଟିଲା ବାବା ବଦ୍ରୀନାଥଙ୍କ ଦ୍ଵାର

ବଦ୍ରୀନାଥ: ଦୀର୍ଘ ୬ ମାସ ହେବ ବନ୍ଦ ରହିଥିବା ଉତ୍ତରାଖଣ୍ଡର ବାବା ବଦ୍ରୀନାଥଙ୍କ ଧାମ ଶୁକ୍ରବାର ଦିନ ଖୋଲିଛି । ଶୁକ୍ରବାର ଶୁଭ ମୁହୂର୍ତ୍ତରେ ବଦ୍ରୀନାଥ ଧାମର ମୁଖ୍ୟ ଫାଟକ ଖୋଲି ଦିଆଯାଇଛି । ଆଜି ସକାଳ ୪ଟା ୩୦ରେ ପ୍ରଥମେ ଭଗବାନ ବଦ୍ରୀନାଥଙ୍କୁ ଅଭିଷେକ କରାଯାଇଥିଲା । ମନ୍ଦିର…