Latest Odisha News

BREAKING NEWS

Browsing Category

ଫିଚର

ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲାନି ଜାମିନ: ୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର:ପ୍ରଯୋଜକ ଟୁଟୁ ନାୟକଙ୍କ ମିଳିଲାନି ଜାମିନ । ପରବର୍ତ୍ତୀ ଶୁଣାଣି ଆସନ୍ତା ୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୮ ତାରିଖରେ ଏସଡିଜିଏମ କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ । ସେ ପର୍ଯ୍ୟନ୍ତ ଟୁଟୁ ନାୟକ ଜେଲରେ ରହିବେ । ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ଶନିବାର ଶୁଣାଣି…

ଦିଲ୍ଲୀରେ ପ୍ରଦୂଷଣ ଭୟ: ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ପୁଣି ଲାଗୁ ହେବ ଅଡ-ଇଭେନ ନମ୍ବର

ନୂଆଦିଲ୍ଲୀ:ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକ ପରେ ପରିବେଶ ବିଭାଗ ମନ୍ତ୍ରୀ ଗୋପାଳ ରାୟ ଏକ ପ୍ରେସ ବାର୍ତ୍ତା ଦେଇ କହିଛନ୍ତି, ଦୀବାଲି ପରଠାରୁ ୭ ଦିନ ଯାଏ ରାଜଧାନୀରେ ଲାଗୁ…

ନିଆଁରେ ପୋଡି ହୋଇ ଦମ୍ପତି ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରଗଡ଼: ନିଆଁରେ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ। ଗୁରୁତର ଅବସ୍ଥାରେ ସ୍ବାମୀ ଶିବାଜୀ ଲାକ୍ରା ଓ ସ୍ତ୍ରୀ ଅନିତା ଲାକ୍ରା ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ବଣାଇ କଲେଜ ପଛ…

ଲଣ୍ଡନରେ ସମ୍ମାନିତ ହେଲେ ଓଡ଼ିଆ ଶିକ୍ଷକ: ମିଳିଲା ୱାର୍ଲଡ ବୁକ ଅଫ ରେକର୍ଡ ସମ୍ମାନ

ବାଲେଶ୍ୱର: ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଶିକ୍ଷକ ପିତାମ୍ବର ଖିଲାରଙ୍କୁ ଲଣ୍ଡନରେ ୱାର୍ଲଡ ବୁକ ଅଫ ରେକର୍ଡସ ଦ୍ୱାରା ସମ୍ମାନିତ କରାଯାଇଛି । ମଣିଷର ସେବା ପାଇଁ ଶିକ୍ଷାର ବିକାଶ ଉପରେ ତାଙ୍କର ଅତୁଳନୀୟ ଅବଦାନ ରହିଥିବାରୁ ତାଙ୍କୁ ଏହି…

କର୍ଣ୍ଣାଟକ ସିଭିଲ ସର୍ଭିସ ପରୀକ୍ଷା; ହିଜାବକୁ ଅନୁମତି, ମଙ୍ଗଳସୂତ୍ରକୁ ନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବକୁ ନେଇ ପୁଣି ଥରେ ବିବାଦ ଦେଖିବାକୁ ମିଳିଛି। ଏଠାରେ, ସିଭିଲ୍ ସର୍ଭିସ୍ ବା ଲୋକସେବା ଆୟୋଗ ପରୀକ୍ଷା  ସମୟରେ ହିନ୍ଦୁ ଛାତ୍ରୀମାନଙ୍କୁ ମଙ୍ଗଳସୂତ୍ର ହଟାଇବାକୁ ବାଧ୍ୟ କରାଯାଉଥିବା ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ପରୀକ୍ଷା କେନ୍ଦ୍ରକୁ…

କୋହଲି ସାଜିଲେ ୪୯ ଶତକର ରାଜା

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଦିନିକିଆ କ୍ରିକେଟରେ ୪୯ ଶତକକୁ ଏକ ଏଭରେଷ୍ଟ ମାଇଲଷ୍ଟୋନ ବିବେଚନା କରାଯାଉଥିଲା । ତେବେ ଏହି ରେକର୍ଡ ସହ ବିରାଟ କୋହଲି ସମକକ୍ଷ ହୋଇ ଭାରତୀୟ କ୍ରିକେଟରେ ନୂତନ ଅଧ୍ୟାୟ ଯୋଡିଛନ୍ତି । ସେ ଏବେ ଦିନିକିଆରେ ୪୯ ଶତକର ରାଜା ସାଜିଛନ୍ତି । ଆଉ ଗୋଟିଏ ଶତକ…

ଇସ୍ରାଏଲ-ହମାସ ଯୁଦ୍ଧରେ ମିଳିତ ଜାତିସଂଘର ୮୮ ପ୍ରତିନିଧିଙ୍କ ଜୀବନ ଗଲାଣି

ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଯୁଦ୍ଧରେ ୟୁଏନର ୮୮ ଜଣ ଅଧିକାରୀ ଗାଜାରେ ପ୍ରାଣ ହରାଇଛନ୍ତି । ଗୋଟିଏ ଯୁଦ୍ଧରେ ସର୍ବାଧିକ ସଂଖ୍ୟକ ୟୁଏନ ଅଧିକାରୀ ପ୍ରାଣ ହରାଇବା ପ୍ରଥମ ବୋଲି ସୋମବାର ଜାତିସଂଘ ପକ୍ଷରୁ କୁହାଯାଇଛି । ଯୁଦ୍ଧ ଆରମ୍ଭରୁ ଅର୍ଥାତ ଅକ୍ଟୋବର ୭ ତାରିଖରୁ ବର୍ତ୍ତମାନ ସୁଦ୍ଧା…

ଅସ୍ଥି ବିସର୍ଜନ ପାଇଁ ଯିବାବେଳେ ଗଛରେ ପିଟି ହେଲା ବସ୍ : ୨୩ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ପୁରୀ : ପୁରୀରେ ତୀର୍ଥ ଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ  । ପୁରୀ ନିରାକାରପୁର ଜଗନ୍ନାଥ ସଡକ ରୁଆ ଛକରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ପ୍ରାୟ ୨୩ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ ବସଟି ଆଜି ସକାଳୁ ୪୦ଜଣ ଯାତ୍ରୀଙ୍କୁ ନେଇ…

କ୍ରୀଡା ମନ୍ତ୍ରୀ ବରଖାସ୍ତ କଲେ ସମ୍ପୂର୍ଣ୍ଣ ଶ୍ରୀଲଙ୍କା କ୍ରିକେଟ ବୋର୍ଡ

କଲମ୍ବୋ:ବିଶ୍ୱକପ କ୍ରିକେଟରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ଲଜ୍ଜାଜନକ ପରାଜୟବରଣ କରିଛି । ଏଥିନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ଶ୍ରୀଲଙ୍କା କ୍ରୀଡା ମନ୍ତ୍ରୀ ରୋଶନ ରାଣାସିଂଘେ ରାଷ୍ଟ୍ରୀୟ କ୍ରିକେଟ ବୋର୍ଡକୁ ବରଖାସ୍ତ କରି ଦେଇଛନ୍ତି । ଦୁର୍ନୀତି ଏବଂ ଅନ୍ୟ…

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ମଦ ବ୍ୟବସାୟକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନୁଗୁଳ: ମଦ ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଏକଘରିଆ ଗାଁ ନିକଟରେ ଥିବା ଏକ ବିଲରୁ  ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ନତଡା ଗାଁର ରତନ ନାଏକ ବୋଲି ଜଣାପଡିଛି । ରତନ ଗତ ଶନିବାର ଦିନଠାରୁ ଘରୁ କେଉଁଆଡୁ ନିଖୋଜ…