Latest Odisha News

BREAKING NEWS

Browsing Category

ଫିଚର

ବିଶାଖାପାଟଣା-ରାୟଗଡା ପାସେଞ୍ଜେର ଟ୍ରେନ ଦୁର୍ଘଟଣା: ୧୫ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଆହତ

ରାୟଗଡ଼ା: ବିଶାଖାପାଟଣା-ରାୟଗଡା ପାସେଞ୍ଜେର ଟ୍ରେନ ଲାଇନଚ୍ୟୁତ। ବିଜୟନଗରମ ଆଲୋମଣ୍ଡା ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ବେଳେ କିଛି ବଗି ଟ୍ରେନ ଟ୍ରାକ ବାହାରେ ପଡିଛି। ୩ଟି ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ…

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ: ନଭେମ୍ବର ୯ରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ଭୁବନେଶ୍ୱର: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ପୁଣି ତେଜିଲା କଂଗ୍ରେସ। ଶୀଘ୍ର ଚାରିଦ୍ୱାର ନଖୋଲା ଗଲେ ନଭେମ୍ବର ୯ ତାରିଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରିବ କଂଗ୍ରେସ। ଅକ୍ଟୋବର ୨୮ ତାରିଖ ସୁଦ୍ଧା ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବାକୁ ଦାବି ଡେଡଲାଇନ ଶେଷ ହୋଇଛି । ରାଜ୍ୟ ସରକାରଙ୍କ…

ହବିଷ୍ୟାଳୀ କାର୍ତ୍ତିକ ବ୍ରତ-୨୦୨୩ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହବିଷ୍ୟାଳୀ କାର୍ତ୍ତିକ ବ୍ରତ-୨୦୨୩ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀର ପାଞ୍ଚୋଟି ସ୍ଥାନରେ ଅବସ୍ଥାପିତ ହବିଷ୍ୟାଳୀ ଶିବିରରେ ତିନି ହଜାରରୁ…

ପୁଣି ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣା; ୩ଟି ଟ୍ରେନ୍‌ ମଧ୍ୟରେ ଧକ୍କା, ଉଦ୍ଧାର କାର୍ଯ୍ୟ ଜାରି

ରାୟଗଡ଼ା: ପୁଣି ରେଳରେ ଅଘଟଣ। ବିଶାଖାପାଟଣା-ରାୟଗଡା ପାସେଞ୍ଜେର ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା। ବିଜୟନଗରମ ଆଲୋମଣ୍ଡା ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ବେଳେ କିଛି ବଗି ଟ୍ରେନ ଟ୍ରାକ ବାହାରେ ପଡିଛି। ୩ଟି ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିବା ପ୍ରାଥମିକ ସୂଚନା ମିଳିଛି। କ୍ଷୟକ୍ଷତି…

ଜାତୀୟ କ୍ରୀଡାରେ ଉଲ୍ଲେଖନୀୟ ପ୍ରଦର୍ଶନ ନେଇ ଜିମ୍ନାଷ୍ଟ ପ୍ରଣତିଙ୍କୁ ସମ୍ବର୍ଦ୍ଧିତ କଲେ ମୂଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାତୀୟ କ୍ରୀଡାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ୩୭ତମ ଜାତୀୟ କ୍ରୀଡାରେ ସେ ୪ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି । ମୂଖ୍ୟମନ୍ତ୍ରୀ…

ଆର୍‌ବିଆଇ-ଭୁବନେଶ୍ୱର ପକ୍ଷରୁ କ୍ଷେତ୍ର ସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼: ଭାରତୀୟ ରିଜର୍ଭ ବ୍ୟାଙ୍କ-ଭୁବନେଶ୍ୱର କାର୍ଯ୍ୟାଳୟ ତରଫରୁ ଅକ୍ଟୋବର ୨୭ ତାରିଖ ଦିନ ନୟାଗଡ଼ ଜିଲ୍ଲାରେ ଏକ କ୍ଷେତ୍ର ସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ(ଏଫଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଆର୍ଥିକ ସାକ୍ଷରତା ଓ ସଚେତନତାର ଆବଶ୍ୟକତା…

ଇଂଲଣ୍ଡ ବିପକ୍ଷ ମୁକାବିଲାରେ ୨ଟି କୀର୍ତିମାନ ସ୍ଥାପନ କଲେ ରୋହିତ

ଲକ୍ଷ୍ନୌ: ଦିନିକିଆ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ଅବସରରେ ଭାରତର ଅଧିନାୟକ ରୋହିତ ଶର୍ମା ୨ଟି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବ୍ୟକ୍ତିଗତ ଭାବେ ୪୮ ରନ କରିଥିବା ବେଳେ ଆନ୍ତର୍ଜାତୀୟ କ୍ରିକେଟରେ ୧୮୦୦୦ ରନ ପୂର୍ଣ୍ଣ କରିଥିଲେ । ପଂଚମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସେ…

ସଚିନଙ୍କ ଅଲୋଡା ରେକର୍ଡ ସହ ସମକକ୍ଷ ହେଲେ କୋହଲି

ଲକ୍ଷ୍ନୌ: ଦିନିକିଆ ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲି ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ସେ ୯ଟି ବଲର ସମ୍ମୁଖୀନ ହେବା ସତ୍ୱେ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ । କୋହଲି ଶୂନରେ ଆଉଟ ହେବା ମାତ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ…

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ଖେଳିବା ନେଇ ସନ୍ଦେହ

ଲଣ୍ଡନ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ପରବର୍ତୀ ସଂସ୍କରଣ ପାକିସ୍ତାନରେ ଆୟୋଜିତ ହେବ । ଏହା ୨୦୨୫ରେ ଖେଳାଯିବ । ଚଳିତ ବିଶ୍ୱକପରେ ପ୍ରଥମ ୭ଟି ସ୍ଥାନରେ ରହିଥିବା ଟିମ ସିଧାସଳଖ ଏଥିପାଇଁ କ୍ୱାଲିଫାଇ କରିବେ । ଆୟୋଜକ ଭାବେ ପାକିସ୍ତାନ ସହ ଓଭରାଲ ୮ଟି ଟିମ ଏଥିରେ ଖେଳିବେ । ବର୍ତମାନ ଇଂଲଣ୍ଡ…

ଇଂଲଣ୍ଡ ସମ୍ମୁଖରେ ୨୩୦ ରନର ଲକ୍ଷ୍ୟ ରଖିଲା ଭାରତ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୩୦ ରନର ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛନ୍ତି । ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଯୋଗୁ…