Latest Odisha News

BREAKING NEWS

Browsing Category

ଫିଚର

ଏସିଆନ ପାରା ଗେମ୍ସ: ଦ୍ୱିତୀୟ ଦିବସରେ ଭାରତକୁ ୧୮ ପଦକ

ହାଙ୍ଗଝୋଉ: ପାରା ଏସିଆନ ଗେମ୍ସର ଦ୍ୱିତୀୟ ଦିବସରେ ଭାରତୀୟ ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ କରି ୪ ସ୍ୱର୍ଣ୍ଣ ସମେତ ୧୮ ପଦକ ଜିତିଛନ୍ତି । ପ୍ରଥମ ଦିବସରେ ଭାରତ ୧୭ ପଦକ ହାସଲ କରିଥିଲେ । ପ୍ରାଚୀ କାନୋଇ କେଏଲ୨ ଇଭେଂଟରେ ସ୍ୱର୍ଣ୍ଣ ଜିତିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ଟି୨୦ ୪୦୦…

ବିଜୟା ଦଶମୀରେ ଅସ୍ତ୍ର ପୂଜା ଭାରତ ଆଧିପତ୍ୟ ପାଇଁ ନୁହେଁ ବରଂ ସୁରକ୍ଷା ପାଇଁ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ବିଜୟା ଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତରେ କୌଣସି ଭୂମି ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ନୁହେଁ ବରଂ ନିଜ ଭୂମିର ସୁରକ୍ଷା ପାଇଁ ଅସ୍ତ୍ର ପୂଜା କରାଯାଏ। ବିଜୟା ଦଶମୀରେ ଶସ୍ତ୍ର ପୂଜାର ପରମ୍ପରା ରହିଛି। ଭାରତ ମାଟିରେ କୌଣସି…

ଧର୍ମଗୁରୁ ଦଲାଇ ଲାମାଙ୍କୁ ଭେଟିଲେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଖେଳାଳିମାନେ

ନୂଆଦିଲ୍ଲୀ: ଭାରତରେ ଏବେ ଦିନିକିଆ ବିଶ୍ୱକପ କ୍ରିକେଟ ଚାଲିଛି । ମଙ୍ଗଳବାର ନ୍ୟୁଜିଲାଣ୍ଡ ଟିମର ନିୟମିତ ଅଧିନାୟକ କେନ ୱିଲିୟମସନଙ୍କ ସମେତ ଅନ୍ୟ ଖେଳାଳିମାନେ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭେଟିଛନ୍ତି । ଖେଳାଳିମାନେ ମୈକ୍ଲେଇଗଜର ମୂଖ୍ୟ ବୌଦ୍ଧ ମନ୍ଦିର ଯିବା ସହ ତିବ୍ଦତୀୟ ଧର୍ମଗୁରୁ ଦଲାଇ…

କେବଳ ଏସି ପାଇଁ ଭାରତର ବିଜୁଳି ଚାହିଦା ଆଫ୍ରିକାର ମୋଟ୍ ବ୍ୟବହାରକୁ ଅତିକ୍ରମ କରିବ!

ନୂଆଦିଲ୍ଲୀ: ଏୟାର କଣ୍ଡିସନର  ବା ଏସି ପାଇଁ ଭାରତର ବିଦ୍ୟୁତ୍ ଚାହିଦା ୨୦୫୦ ସୁଦ୍ଧା ୯ ଗୁଣ ବୃଦ୍ଧି ପାଇବ, ଯାହାକି ଆଜି ଆଫ୍ରିକାର ମୋଟ ବିଦ୍ୟୁତ୍ ବ୍ୟବହାରଠାରୁ ଅଧିକ। ଭାରତର ଜନସଂଖ୍ୟା ବୃଦ୍ଧି, ସହରୀକରଣ, ଆୟ ବୃଦ୍ଧି ଭଳି ଅନେକ କାରଣ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ଇଣ୍ଟରନ୍ୟାସନାଲ…

ମହାରାଷ୍ଟ୍ରରେ ବିୟର ବିକ୍ରି କାହିଁକି କମିଗଲା? ସିନ୍ଦେ ସରକାର କରିବେ ଅନୁଧ୍ୟାନ

ମୁମ୍ବାଇ: ମହାରାଷ୍ଟ୍ରରେ ବିୟର ବିକ୍ରିରେ ହଠାତ୍ ହ୍ରାସ ଘଟିଛି। ମହାରାଷ୍ଟ୍ର ସରକାର ଏଥିପାଇଁ ଚିନ୍ତିତ, କାରଣ ମୁଦ୍ରାସ୍ଫୀତି ବୃଦ୍ଧି ପଛରେ ରାଜ୍ୟ ଗୁଡିକରେ ମଦ ବିକ୍ରିର ଅବଦାନ ରହିଛି। ତେଣୁ ମହାରାଷ୍ଟ୍ରରେ ବିୟର ବ୍ୟବହାର କମିବା କାରଣରୁ ରାଜସ୍ୱ ହ୍ରାସ ପାଇଛି। ମହାରାଷ୍ଟ୍ରରେ ବିୟର…

ଭାଇର ମର ଶରୀର ଆଣିବାକୁ ନାହିଁ ଅଣ୍ଟିରେ ପଇସା, ସାହାଯ୍ୟ ପାଇଁ ତିନି ଭଉଣୀ ମାଗିଲେ ଭିକ

ବଲାଙ୍ଗୀର: ରାଜେଶ ଛତ୍ରିଆଙ୍କର ହାଇଦ୍ରାବାଦରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ହାଇଦ୍ରାବାଦର ଏକ ହସ୍ପିଟାଲରେ ତାଙ୍କର ମର ଶରୀର ରହିଛି। ହେଲେ ଆବଶ୍ୟକ ପଇସା ପୈଠ ହୋଇନଥିବାରୁ ମର ଶରୀର ଜିସଚାର୍ଜ ହୋଇପାରୁନି। ଆଉ ଶେଷରେ ଭାଇର ମୃତଦେହ ଛାଡିବା ପାଇଁ ତିନି ଭଉଣୀ ଟଙ୍କା ଯୋଗାଡ…

ହାରିବା ଡର ! ମୋଦିଙ୍କ ସହ ମଞ୍ଚରେ ବସିବାକୁ ମନାକଲେ ମିଜୋରାମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଅଡୁଆ ବଢିଛି। ମିଜୋରାମ ମୁଖ୍ୟମନ୍ତ୍ରୀ ତଥା ଶାସକ ଏମଏନଏଫ ନେତା ଜୋରମଥାଙ୍ଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସହ ଗୋଟିଏ ମଞ୍ଚରେ ବସିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି। ଏପରିକି ସବୁଠୁ ଭଲ ହେବ କି ପ୍ରଧାନମନ୍ତ୍ରୀ ମୋଦି…

ସ୍ବାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ: ଦୁଇ ଅଭିଯୁକ୍ତ ଅଟକ

ଢେଙ୍କାନାଳ: ଭୁବନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ୱାମୀଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରୁ ଆସିଥିବା ଏହି ଦୁଇ ଜଣ…

ପୁଟିନ ଫିଟ୍ ଆଣ୍ଡ ଫାଇନ୍, ଅସୁସ୍ଥ ଖବର ଗୁଜବ କହିଲା କ୍ରେମଲିନ୍

ମସ୍କୋ: ରବିବାର ସନ୍ଧ୍ୟାରେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ନେଇ ଏକ ରୁଷୀୟ ଟେଲିଗ୍ରାମ୍ ଚ୍ୟାନେଲରେ ଖବର ପ୍ରକାଶିତ ପରେ ଏହାକୁ ଗୁଜବ ସୃଷ୍ଟି ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି। କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି ଯେ ପୁଟିନ ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି।…

ପଦମପୁରରେ ପୁଣିଥରେ ବର୍ଷା, ପ୍ରଦୀପ ହେବେ ମୁହାଁମୁହିଁ !

ଭୁବନେଶ୍ୱର: ନିର୍ବାଚନ ଯେତିକି ନିକଟତର ହେଉଛି ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ରାଜନୀତି ସେତିକି ଚଳଚଂଚଳ ହେଉଛି। ପ୍ରମୁଖ ଦଳ ହେଉ କିମ୍ବା ନିର୍ବାଚିତ ପ୍ରତିନିଧି କିମ୍ବା ଆଶାୟୀ ସମସ୍ତେ ଆକ୍ଟିଭ ହୋଇପଡିଛନ୍ତି। ପାଞ୍ଚ ବର୍ଷର ପରିଶ୍ରମ ଓ ପ୍ରତୀକ୍ଷା ପରେ ସୁଯୋଗ ଆସିଛି। ତେଣୁ…