Latest Odisha News
Browsing Category

ଫିଚର

ମାର୍କରାମଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ: ସଂଘର୍ଷ କରି ଦକ୍ଷିଣ ଆଫ୍ରିକା ନିକଟରୁ ହାରିଲା ପାକିସ୍ତାନ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଏକ ରୋମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୧ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ୨୭୧ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୪୭.୨ ଓଭରରେ ୯ ୱିକେଟ ହରାଇ ହାସଲ କରିଥିଲେ । ଆଇଡେନ ମାର୍କରାମ ୯୧ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ସେ ଆଉଟ…

ଜାତୀୟ କ୍ରୀଡା: ପ୍ରଣତିଙ୍କୁ ୨ଟି ସ୍ୱର୍ଣ୍ଣ, ଓଡିଶାକୁ ୬ ପଦକ

ଭୁବନେଶ୍ୱର: ଗୋଆରେ ଚାଲିଥିବା ଜାତୀୟ କ୍ରୀଡାରେ ଓଡିଶା ଆଥଲେଟମାନେ ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶୁକ୍ରବାର ଜିମ୍ନାଷ୍ଟ ପ୍ରଣତୀ ନାୟକ ୨ଟି ସ୍ୱର୍ଣ୍ଣ ସହ ଓଡିଶା ୬ ପଦକ ହାସଲ କରିଛି । ଓଡିଶାର ମହିଳା ରଗବୀ ଟିମ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତପନ ମହାନ୍ତି ଜିମ୍ନାଷ୍ଟିକ୍ସରେ…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ଶେଷ ମ୍ୟାଚରେ ବିଜୟ ସତ୍ୱେ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଲାନି ଓଡିଶା

ମୁମ୍ବାଇ: ସୟେଦ ମୁସ୍ତାକ ଅଲୀ ଟ୍ରଫିର ଶେଷ ଲିଗ ମ୍ୟାଚରେ ବିଜୟ ହାସଲ କରିଥିଲେ ମଧ୍ୟ ଓଡିଶା ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡିଶା ୧୭ ରନରେ ଚଣ୍ଡୀଗଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୭ ୱିକେଟ ବିନିମୟରେ…

ମାଟି କଳସ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ନୂଆଦିଲ୍ଲୀରେ ପ୍ରତିଷ୍ଠା ହେବ ଅମୃତ ବାଟିକା

ଭୁବନେଶ୍ୱର: ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହିତ ପବିତ୍ର…

‘ମୋର ମାଟି ମୋର ଦେଶ’ ପ୍ରଚାର ପାଇଁ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୮ ଅକ୍ଟୋବରରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଦେଶର ରାଜଧାନୀ ନୂଆଦିଲ୍ଲୀକୁ…

କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ନିର୍ମାଣ ହେବ କ୍ୟାନସର ହସ୍ପିଟାଲ

ଭୁବନେଶ୍ବର: କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ହସ୍ପିଟାଲ ନିର୍ମାଣ କରାଯିବ। କ୍ୟାନସର ପୀଡ଼ିତ…

ଇସ୍ରାଏଲର ସ୍ପଞ୍ଜ ବୋମା ସାଜିଛି ହମାସଙ୍କ ପାଇଁ ଆତଙ୍କ

ତେଲ ଅଭୀବ: ହମାସର ଆକ୍ରମଣ ପରେ ଇସ୍ରାଏଲ ଏବେ ଗାଜାରେ ଘନ ଘନ ଆକ୍ରମଣ ଜାରୀ ରଖିଛି । ଇସ୍ରାଏଲ ଆକ୍ରମଣରୁ ବର୍ତିବା ପାଇଁ ଏବେ ହମାସ ଆତଙ୍କବାଦୀ ଅଣ୍ଡରଗ୍ରାଉଣ୍ଡ ଟନେଲରେ ଲୁଚି ରହିଛନ୍ତି । ଏହି ସୁଡଙ୍ଗ ମଧ୍ୟରେ ପ୍ରବେଶ କରିବା ଇସ୍ରାଏଲ ସେନାଙ୍କ ପାଇଁ ବିପଦର କାରଣ ହୋଇପାରେ । ଦି…

ଓଡ଼ିଆ ଆଇପିଏସ ରଶ୍ମୀ ରଞ୍ଜନ ସ୍ୱାଇଁଙ୍କୁ ଜମ୍ମୁ ଓ କଶ୍ମୀରର ଡିଜିପି ଦାୟିତ୍ୱ

ଜମ୍ମୁ: ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଗୁରୁ ଦାୟିତ୍ବ। ଜମ୍ମୁ କଶ୍ମୀରର ଭାରପ୍ରାପ୍ତ ଡିଜିପି ଦାୟିତ୍ବ ତୁଲାଇବେ ଓଡ଼ିଆ ଆଇପିଏସ ରଶ୍ମିରଞ୍ଜନ ସ୍ୱାଇଁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଜମ୍ମୁ ଓ କଶ୍ମୀର ସିଆଇଡି (CID)ର ସ୍ପେଶାଲ ଡିଜି ଅଛନ୍ତି…

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବଙ୍କୁ ଇଡି ସମନ୍ ଘଟଣାରେ କେନ୍ଦ୍ର ସରକାରଙ୍କୁ ଗେହଲଟଙ୍କ ଟାର୍ଗେଟ୍

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଇଡି ସମନ୍ ହେବା ପରେ ଅଶୋକ ଗେହଲଟ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, 'ଆମେ ଦେଶର ରାସ୍ତାରେ କୁକୁର ଅପେକ୍ଷା ଇଡି ଲୋକ ଅଧିକ ବୁଲୁଛନ୍ତି।' ସୂଚନା ଥାଉକି ଶୁକ୍ରବାର ପଚରାଉଚରା ପାଇଁ ବୈଭବଙ୍କୁ…

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ହୋଇପାରନ୍ତି ଅଧିନାୟକ !

ମୁମ୍ବାଇ: ଦିନିକିଆ ବିଶ୍ୱକପ କ୍ରିକେଟର ସମାପ୍ତି ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ରିପୋର୍ଟ ମୁତାବକ ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇପାରେ । ସିନିୟର ଖେଳାଳିଙ୍କ ବିଶ୍ରାମ ଏବଂ ହାର୍ଦ୍ଦିକ…