Latest Odisha News

BREAKING NEWS

Browsing Category

ଫିଚର

ପାରା ଆଥଲେଟ ପ୍ରମୋଦ, ସୌନ୍ଦର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ଓଡିଶାର ମୂଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାରା ଏସିଆନ ଗେମ୍ସରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିବା ଓଡିଶାର ପାରା ଆଥଲେଟ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାରଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଭଗତଙ୍କୁ ୨କୋଟି ଏବଂ ସୌନ୍ଦର୍ଯ୍ୟଙ୍କୁ ୧.୫ କୋଟି ଟଙ୍କା ପୁରସ୍କାର ରାଶି ବାବଦକୁ ପ୍ରଦାନ…

ବିଜେଡି ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି: କହିଲା, ବିଜେଡି ଯେଉଁଠି, ଦୁଷ୍କର୍ମ ସେଇଠି

ଭୁବନେଶ୍ୱର:ବିଜେଡି ବିରୋଧରେ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଗର୍ଜିଲା । ବିଜେଡି ଯେଉଁଠି ଦୁଷ୍କର୍ମ ସେଇଠି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ ବିଜେପି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର  । ଲେଖାଶ୍ରୀ କହିଛନ୍ତି,  ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ…

ମହେଶ୍ବର ମହାନ୍ତି ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କରି ବିଜେଡି ପକ୍ଷରୁ ସିଂହଦ୍ଵାର ସମ୍ମୁଖରେ ଦୀପ ପ୍ରଜ୍ୱଳନ

ପୁରୀ: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଗୁରୁତର ଭାବେ ଅସୁସ୍ଥ। ମହେଶ୍ବର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବିଜେଡି ତରଫରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି। ଗତ ୩୧ ତାରିଖରେ ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ…

ପୁଣି ଚର୍ଚ୍ଚାରେ ପ୍ରଯୋଜକ ଟୁଟୁ ନାୟକ: ମହିଳା ସାମ୍ୱାଦିକାଙ୍କୁ ଚାପୁଡ଼ା ମାରିଲେ, କ୍ଷମା ମାଗିଲେ

ଭୁବନେଶ୍ୱର: ମନୋଜ ମିଶ୍ରଙ୍କ ଫିଲ୍ମକୁ ବ୍ୟାନ କରିବାକୁ ନେଇ ଚର୍ଚ୍ଚାରେ ଥିବା ଟୁଟୁ ନାୟକଙ୍କ ନାମରେ ସାଂଘାତିକ ଅଭିଯୋଗ । ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବବ୍ୟହାର ଦେଖାଇବା ସହ ମାଡି ମାରିଥିବା ଅଭିଯୋଗ ଆସିଛି । ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି । ଏ ନେଇ ସଂପୃ୍କ୍ତ…

ଆଫଗାନିସ୍ତାନ ସମ୍ମୁଖରେ ୧୮୦ ରନର ଲକ୍ଷ୍ୟ ରଖିଲା ନେଦରଲାଣ୍ଡ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ୧୮୦ ରନର ବିଜୟ ଲକ୍ଷ୍ୟ ଆଫଗାନିସ୍ତାନ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ଟିମ ୪୬.୩ ଓଭରରେ ୧୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ମାକ୍ସ ଓ ଡାଉଦ ୪୨, ସାଇବ୍ରାଣ୍ଡ ଇନଗେଲବ୍ରେଚେଟ ୫୮ ରନ…

ବାଇକକୁ ପିଟିଲା ଟ୍ରକ: ମହିଳାଙ୍କ ସମେତ ଚାଲିଗଲା ୩ ଜୀବନ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଯାଇଛି ୩ ଜଣଙ୍କ ଜୀବନ । ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଏକ ବାଇକରେ ୩ ଜଣ ବ୍ୟକ୍ତି ଆସିଥିଲେ । ହଠାତ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ…

ବିକ୍ରି ହେବ ଅନିଲ ଅମ୍ବାନୀଙ୍କର ଆଉ ଏକ କମ୍ପାନୀ: ହିନ୍ଦୁଜା ଗ୍ରୁପ ହାତକୁ ଯିବ ମାଲିକାନା

ନୂଆଦିଲ୍ଲୀ: ଅନିଲ ଅମ୍ବାନୀଙ୍କର ରିଲାଏନ୍ସ କ୍ୟାପିଟାଲ ନଭେମ୍ବର ସୁଦ୍ଧା ବିକ୍ରି ହେବ । ଏଥିନେଇ ଚାଲିଛି ମସୁଧା । ଏହି କମ୍ପାନୀର ମାଲିକାନା ହିନ୍ଦୁଜା ଗ୍ରୁପ ପାଖକୁ ଯିବ। ହିନ୍ଦୁଜା ଗ୍ରୁପ କମ୍ପାନୀର ଅଧ୍ୟକ୍ଷ ଅଶୋକ ପି. ହିନ୍ଦୁଜାଙ୍କ କହବା ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ଶେଷ…

ଛତିଶଗଡରେ ବିଜେପିର ସଙ୍କଳ୍ପପତ୍ର: ପ୍ରତି ମହିଳାଙ୍କୁ ମାସିିକ ୧୨ ହଜାର ଟଙ୍କା, ରାମଲଲା ଦର୍ଶନ ପ୍ରତିଶ୍ରୁତି

ରାୟପୁର: ଛତିଶଗଡରେ ବିଜେପି ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି । ଘୋଷଣାପତ୍ର ସମିତିର ସଂଯୋଜକ ବିଜୟ ବଘଲେ  କହିଛନ୍ତି ଗତ ୩ ମାସ ମଧ୍ୟରେ ଏହି ଘୋଷଣାପତ୍ର ପ୍ରସ୍ତୁତ ହୋଇଛି । ୩୫ ଜଣ ସଦସ୍ୟ ସବୁ ବର୍ଗର ଲୋକଙ୍କ ମତ ନେଇ ଏହାକୁ ପ୍ରସ୍ତୁତ କରିଛନ୍ତି । ୨ ଲକ୍ଷରୁ…

ଜେଟ୍ ଏୟାରଓ୍ବେଜର ବରିଷ୍ଠ କର୍ମଚାରୀ ମଶା କଏଲ କମ୍ପାନୀ ଦ୍ବାରା ଦରମା ପାଉଥିଲେ: ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେଟ୍ ଏୟାରଓ୍ବେଜ ମାମଲାରେ ଦାଖଲ କରିଥିବା ଚାର୍ଜସିଟରେ କହିଛି ଯେ ଜେଟ୍ ଏୟାରଓ୍ବେଜ (ଇଣ୍ଡିଆ) ଲିମିଟେଡ୍ (ଜେଆଇଏଲ୍)ର କିଛି ବରିଷ୍ଠ କର୍ମଚାରୀଙ୍କ ଦରମା ଏକ ମଶା କଏଲ ତିଆରି କମ୍ପାନୀ ବା ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି…

ସହକାରୀ ଯନ୍ତ୍ରୀଙ୍କ ଘରୁ ବାହାରିଲା କୁବେର ଭଣ୍ଡାର: ଟଙ୍କା ଆଉ ପ୍ଲଟ ଦେଖି ଭିଜିଲାନ୍ସ ଟିମ ଜଳକା

କଟକ : ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା ଆଉ ଏକାଧିକ ପ୍ଲଟ । ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ  ବି ଟେରା । ଆଜି ସକାଳୁ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିଲା । ଆୟ ବହିର୍ଭୂତ…