Latest Odisha News

BREAKING NEWS

Browsing Category

ଫିଚର

ଗିରଫ ହେଲା ଫେରାର କଏଦୀ, କୋର୍ଟ ଟଏଲେଟରୁ ମାରିଥିଲା ଚମ୍ପଟ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ଟଏଲେଟରୁ ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ପ୍ରଶାନ୍ତ କୁମାର ଘଡ଼େଇ ଗିରଫ। ଫେରାର କଏଦୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡଗଡ଼ ଥାନା ପୋଲିସ। ଗତ ୧୭ ତାରିଖରେ କୋର୍ଟରୁ ପ୍ରଶାନ୍ତ ଫେରାର ହୋଇଯାଇଥିଲା। ସୂଚନା ଅନୁସାରେ, ଏୟାରଫିଲ୍ଡ ଥାନା ପୋଲିସ…

ଭବ୍ୟ ସମାରୋହରେ ଉଦଘାଟିତ ହେଲା ଜାତୀୟ କ୍ରୀଡା

ପାଣାଜୀ: ଜାତୀୟ କ୍ରୀଡାର ୩୭ତମ ସଂସ୍କରଣ ଗୁରୁବାର ଗୋଆର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୋଜିତ ଭବ୍ୟ ଉଦଘାଟନୀ ଉତ୍ସବରେ ଗେମ୍ସର ମଶାଲ ଜାତୀୟ ହକି ଟିମର ଅଧିନାୟକ ହରମନପ୍ରୀତ ସିଂଙ୍କୁ ପ୍ରଦାନ କରିଥିଲେ । ସେ ଷ୍ଟେଜରେ ଏହାକୁ ସ୍ଥାପିତ…

ସଚିବାଳୟ ସେବା ସଂଘର ଚେତାବନୀ, ଦାବି ପୂରଣ ନହେଲେ ଲୋକସେବା ଭବନ ଆଗରେ ଦେବେ ଧାରଣା

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ନଭେମ୍ବର ୩ ତାରିଖରେ ଲୋକସେବା ଭବନ ସ୍ଥିତ ପାମ୍ କୋର୍ଟଠାରେ ଧାରଣା ଦେବ ଓଡିଶା ସଚିବାଳୟ ସେବା ସଂଘ। ରାଜ୍ୟର ଅନ୍ୟ ସମସ୍ତ ବର୍ଗର କର୍ମଚାରୀମାନେ ସେମାନଙ୍କ କେନ୍ଦ୍ରୀୟ ପ୍ରତିପକ୍ଷ ସହ ସମାନ ହାରରେ ଦରମା ପାଉଥିବା ବେଳେ, କେବଳ ସଚିବାଳୟ ସେବା ବର୍ଗର…

ଏମପିରେ ହେମାମାଳିନୀଙ୍କୁ ନଚାଇ ଫସିଗଲେ ଗୃହମନ୍ତ୍ରୀ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପିର ପିଛା ଛାଡ଼ୁନି ବିବାଦ। ଦଳର ପ୍ରାର୍ଥୀ ଘୋଷଣା ପରେ ଦଳୀୟ ନେତାଙ୍କ ଭିତରେ ବିଦ୍ରୋହ ଏବେ ବି ଜାରି ରହିଛି। ଏ ଭିତରେ ପ୍ରଚାର ବେଳେ ଏମପିର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କର ଏକ ମନ୍ତବ୍ୟକୁ ନେଇ ବଡ଼ ବିବାଦ ଛିଡା ହୋଇଛି। ପୂର୍ବରୁ ଜଣେ ଆଦିବାସୀଙ୍କ…

ତେଲେଙ୍ଗାନାରେ କଂଗ୍ରେସକୁ ଜିତାଇ ଦେବନି ବିଜେପି, ମୋଦି, ଶାହାଙ୍କ ବଡ ପ୍ଲାନ !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଶାସକ ବିଆରଏସ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ବିଭିନ୍ନ ଓପିନିଅନ ପୋଲରେ କୁହାଯାଇଛି। ଏପରିକି ବିଆରଏସକୁ ମାତ ଦେଇ କଂଗ୍ରେସ ଏଥର କ୍ଷମତା ଦଖଲ କରିପାରେ ବୋଲି କୁହାଯାଉଛି। କିନ୍ତୁ ଅନ୍ୟତମ ପ୍ରମୁଖ ଦଳ ବିଜେପି…

ଆଇପିଏଲ ୨୦୨୪ ପ୍ରସ୍ତୁତି ଆରମ୍ଭ, ଏଥର ଦୁବାଇରେ ହୋଇପାରେ ନିଲାମ ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚଳିତ ବିଶ୍ୱକପ ଅବସରରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର ପ୍ରସ୍ତୁତି ଆରମ୍ଭ କରିଛି । ରିପୋର୍ଟ ମୁତାବକ ଉଭୟ ପୁରୁଷ ଓ ମହିଳା ଲିଗ ପାଇଁ ନିଲାମ ପ୍ରକ୍ରିୟା ଡିସେମ୍ବରରେ ଆୟୋଜିତ କରାଯିବ । ୧୫ରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଏହି ନିଲାମ…

ହବିଷ୍ୟାଳି ଯୋଜନା ନେଇ ଜିଲ୍ଲାପାଳଙ୍କ ଚୂଡାନ୍ତ ବୈଠକ, ବିଭିନ୍ନ ବ୍ୟବସ୍ଥାର କରାଯାଉଛି ତର୍ଜମା

ପୁରୀ: ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ପାଇଁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଆଜି ଚୂଡାନ୍ତ ବୈଠକ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରୁ ପଞ୍ଜିକରଣ କରିଛନ୍ତି ୩୦୫୦ ଜଣ ହବିଷ୍ୟାଳି। ତନ୍ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫ ଜଣ, ଗଞ୍ଜାମରୁ ୩୮୫ ଜଣ, ନୟାଗଡ଼ରୁ ୩୧୦…

ବିଶ୍ୱକପ କ୍ରିକେଟ: ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ହରାଇଲା ଶ୍ରୀଲଙ୍କା

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ପୂର୍ବତନ ଚାମ୍ପିୟନ ଇଂଲଣ୍ଡ ଗୁରୁବାର ମ୍ୟାଚରେ ୮ ୱିକେଟରେ ଶୋଚନୀୟ ଭାବେ ଶ୍ରୀଲଙ୍କା ନିକଟରୁ ପରାଜିତ ହୋଇଛି । ଏଥିସହ ଇଂଲଣ୍ଡର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇଛି । ୨୦୦୭ ପରଠାରୁ ବିଶ୍ୱକପରେ ଶ୍ରୀଲଙ୍କାକୁ ଇଂଲଣ୍ଡ ପରାସ୍ତ କରିପାରି ନାହିଁ ।…

ମହାନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

କଟକ: ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ସ୍ଥିତ ମହାନଦୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବେ ବେଳେ ନାବାଳିକାର ମୃତଦେହ ଭାସୁଥିବା ଦେଖିଥିଲେ। ମୃତ ନାବାଳିକାଙ୍କ ପରିଚୟ ମିଳିନାହିଁ। ସୂଚନା ଅନୁସାରେ, ଆଜି ମହାନଦୀରେ…

ଭାରତର ପୂର୍ବତନ ୮ଜଣ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ଦେଲା କାତାରର କୋର୍ଟ

ନୂଆଦିଲ୍ଲୀ: କାତାରର ଏକ କୋର୍ଟ ଭାରତର ୮ଜଣ ପୂର୍ବତନ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚିକତ କରିଦେଇଛି । ଭାରତ ସରକାର କାତାର କୋର୍ଟଙ୍କ ନିଷ୍ପତି ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଆଇନ ଅନୁସାରେ ସେମାନେ…