Latest Odisha News

BREAKING NEWS

Browsing Category

ଫିଚର

ତାମିଲନାଡୁ ରାଜଭବନ ମୁଖ୍ୟ ଫାଟକ ସାମ୍ନାରେ ପେଟ୍ରୋଲ ବୋମାମାଡ, ଅଭିଯୁକ୍ତ ଗିରଫ

ଚେନ୍ନାଇ: ବୁଧବାର ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ରାଜ୍ୟପାଳ ଆର.ଏନ୍ ରବିଙ୍କ ବାସଭବନର ମୁଖ୍ୟ ଫାଟକ ନିକଟରେ ପେଟ୍ରୋଲ ବୋମା ଫିଙ୍ଗିଦେଇଥିବା ଘଟଣା ସାମ୍ନାକୁ ଆସିଛି । ରାଜ ଭବନରେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଅଭିଯୁକ୍ତ…

ଚିଲିକାରେ ଅଘଟଣ: ପର୍ଯ୍ୟଟକଙ୍କୁ ଡଲଫିନ ଦେଖାଉଥିବା ବେଳେ ଡଙ୍ଗାରୁ ଖସିପଡ଼ି ଚାଳକ ନିଖୋଜ

ପୁରୀ: ଚିଲିକା ହ୍ରଦରେ ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଇବା ହେଲା କାଳ। ଯାତ୍ରୀବାହୀ ‌ଡଙ୍ଗାରୁ ଖସିପଡ଼ି ନାବିକ ନିଖୋଜ। ନିଖୋଜ ନାବିକ ହେଲେ ବିକ୍ରମ ଜାଲି (୫୫)। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଥାନା ଅଧୀନ ଡ୍ରୋଜର କୁଦାଠାରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା…

ରାହୁଲଙ୍କ ଅପେକ୍ଷା ଅଧିକ ପସନ୍ଦ ପ୍ରିୟଙ୍କା ଗାନ୍ଧୀ !

ଭୁବନେଶ୍ୱର: ରାଜସ୍ଥାନରେ ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧିକ ଆଗକୁ ଆଣୁଛି କଂଗ୍ରେସ। ଯାହାକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଆକଳନ କରାଯାଉଛି। ରାଜସ୍ଥାନରେ ହେଭିୱେଟ ଫାଇଟ ହେଉଥିବା ବେଳେ ସରକାରକୁ ରିପିଟ କରିବା ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ କରୁଛି। ଏଭଳି ସ୍ଥିତିରେ…

କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି:ସାର ଉପରେ ଜାରି ରହିବ ସବସିଡି, ବଢିବନି ୟୁରିଆ ଦର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଦୀ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ…

ସାବଧାନ ! ରାଜଧାନୀରେ ବ୍ୟାପକ ହେଲା ସେଫ୍ ସିଟି ଡ୍ରାଇଭ, ୬୯ ଜଣ ମଦ୍ୟପଙ୍କଠାରୁ ଜୋରିମାନା ଆଦାୟ

ଭୁବନେଶ୍ୱର: ଲୋକଙ୍କ ସୁରକ୍ଷା ପାଇଁ ସଜାଗ କମିଶନରେଟ ପୋଲିସ। ଏଥିଲାଗି ରାଜଧାନୀରେ କମିଶନରେଟ ପୋଲିସର ଚାଲିଛି ସେଫ୍ ସିଟି ଡ୍ରାଇଭ। ବିଭିନ୍ନ ଛକରେ ପୋଲିସର ଛାପା। ଚେକିଂ ଓ ବ୍ଲକିଂକୁ ବ୍ୟାପକ କରିଛି କମିଶନରେଟ ପୋଲିସ। ଡିସିପି, ଭୁବନେଶ୍ବରଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ଦିନ ପୂର୍ବରୁ…

NCERT ବହିରେ ଐତିହାସିକ ପରିବର୍ତ୍ତନ, ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ…

ନୂଆଦିଲ୍ଲୀ: NCERT ବହିରେ ଐତିହାସିକ ପରିବର୍ତ୍ତନ। ଏଣିକି ସ୍କୁଲରେ 'ଇଣ୍ଡିଆ' ବଦଳରେ 'ଭାରତ' ପଢ଼ିବେ ଛାତ୍ରଛାତ୍ରୀ। ଏନସିଇଆରଟି ବହିରେ 'ଇଣ୍ଡିଆ' ବଦଳରେ 'ଭାରତ' ଲେଖିବାକୁ ସୁପାରିସ କରାଯାଇଥିବା ବେଳେ ବହିରେ 'ଭାରତ' କରିବାକୁ ଏନସିଇଆରଟି ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି…

IAS ପଦରୁ ଇସ୍ତଫା ଦେବା ପରେ ବନିଲେ ରାପର୍, ଅଭିଷେକଙ୍କ ରାପ୍‌ରେ ଗ୍ଲାମରର ତଡକା ଦେବେ ସନ୍ନି ଲିଓନ

ମୁମ୍ବାଇ: ଆଇଏଏସ୍ ଅଫିସରରୁ କଳାକାର ଭାବରେ ଉଭା ହୋଇଥିବା ଅଭିଷେକଙ୍କୁ ଆଜି କିଏ ଅବା ନଜାଣେ। ପ୍ରଶାସନିକ ଅଧିକାରୀରୁ ଜଣେ ଦକ୍ଷ କଳାକାର ହୋଇ ସଫଳ ହୋଇଛନ୍ତି ଅଭିଷେକ ଏବଂ ତାଙ୍କୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଅଭିଷେକ ସିଂ ପ୍ରଶାସନରେ ଯେପରି ନିଜର ଦକ୍ଷତା ଦେଖାଇଥିଲେ ଠିକ୍ ସମାନ…

‘ମୁଁ ଲେଖି ଦେଉଛି, ମୋଦି ସରକାର ଆଉ ଆସିବେ ନାହିଁ ’- ରାହୁଲଙ୍କ କହିଲେ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ କାଶ୍ମୀର ପୂର୍ବ ରାଜ୍ୟପାଳ ସତ୍ୟାପାଲ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ । ୨୮ ମିନିଟର ଏହି ଆଲୋଚନାରେ ରାହୁଲ ଗାନ୍ଧୀ ସତ୍ୟାପାଲ ମଲ୍ଲିକଙ୍କ ସହ ପୁଲବାମା, ଚାଷୀ ଆନ୍ଦୋଳନ, ଏମଏସପି, ଜାତିଗତ ଜନଗଣନା, ମଣିପୁର ହିଂସା ଆଦି ବିଭିନ୍ନ…

କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ, ୪୨ ଜଣ ବନ କର୍ମଚାରୀ ନିୟୋଜିତ

ବାଲେଶ୍ୱର: କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା। ବାଲେଶ୍ୱର ଜିଲ୍ଲାର କୁଳଡିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ଆଜିଠାରୁ ବାଘ ଗଣନା ଆରମ୍ଭ। ଏହି ଗଣନା କାର୍ଯ୍ୟ ଆଜିଠୁ ୩୦ ତାରିଖ ଯାଏଁ ଆର୍ଥାତ୍ ୫ ଦିନ ଧରି ଚାଲିବ। ନୀଳଗିରିର କୁଲଡିହା ସଂରକ୍ଷିତ ଅଭୟାରଣ୍ୟରେ ୧୪ଟି ବିଟ୍ ରେ…

ପୁରୀ ସମୁଦ୍ରରେ ଅଘଟଣ, ରିପ୍ କରେଣ୍ଟ ନେଲା ଜଣେ ପର୍ଯ୍ୟଟକଙ୍କ ଜୀବନ

ପୁରୀ: ଲାଇଟ ହାଉସ୍ ବେଳାଭୂମି ନିକଟ ସମୁଦ୍ରରେ ଅଘଟଣ। ଗାଧୋଇବା ବେଳେ ସମୁଦ୍ରରେ ଭାସି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ୍ ବାନାର୍ଜୀ। ଆଜି ସକାଳେ ଅର୍ଚ୍ଚିତ୍ ନିଜ ପରିବାର ସହ ବଳିଆପଣ୍ଡା ଲାଇଟ୍ ହାଉସ୍ ନିକଟ ବିର୍ଲା ଗେଷ୍ଟ ହାଉସ୍ ସମ୍ମୁଖ…