Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱକପ କ୍ରିକେଟରେ ବଡ ବିପର୍ଯ୍ୟୟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡକୁ ହରାଇ ଆଫଗାନିସ୍ତାନ ବିପର୍ଯ୍ୟୟ ସୃଷ୍ଟି କରିଛି । ବିଶ୍ୱ ଚାମ୍ପିୟନକୁ ଏତେ ସହଜରେ ଆଫଗାନିସ୍ତାନ ହରାଇ ଦେବ ତାହା କେହି କେବେ ଭାବି ନ ଥିଲେ । ଏହି ବିଜୟ ଆଫଗାନିସ୍ତାନ କ୍ରିକେଟକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି । ଅବଶ୍ୟ…

ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ ଆଇନ ୨୦୨୩ ଚିଠା ନିୟମ, ଜନତାଙ୍କଠାରୁ ପରାମର୍ଶ ଲୋଡିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଚିଠା ନିୟମ । ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ବିଲ୍, ୨୦୨୩ରେ ରାଜ୍ୟ ସରକାର ଜନତାଙ୍କଠାରୁ ପରାମର୍ଶ ଲୋଡିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ଆଇନ ୨୦୨୩ ଚିଠା ନିୟମ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ…

ନିର୍ବାଚନ ଲଢିବେନି ନରସିଂହ ମିଶ୍ର, ସାନପୁଅ ସମରେନ୍ଦ୍ର ହେବେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ନିର୍ବାଚନକୁ ନେଇ ଏବେ ସମସ୍ତ ଦଳ ଉପଯୁକ୍ତ ପ୍ରାର୍ଥୀ ଖୋଜିବାରେ ଲାଗି ପଡିଛନ୍ତି। ଏହାରି ଭିତରେ ରାଜ୍ୟ ରାଜନୀତିର ଟାଣୁଆ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବୟସ ଅଧିକ…

ବିଶ୍ୱ ଚାମ୍ପିୟନକୁ ହରାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନ ଟିମ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛି । ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ମୁକାବିଲାକୁ ୬୯ ରନରେ ଜିତି ଆଫଗାନିସ୍ତାନ ଟିମ ବିଶ୍ୱକପରେ ୨ୟ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଟିମ ୨୮୪ ରନ…

ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା, ଏକ ସମୃଦ୍ଧ ଓ ପ୍ରଗତିଶୀଳ କୃଷ୍ଣପ୍ରସାଦ ଗଠନର ସଂକଳ୍ପ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ୯ନଂ ଜୋନରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

ହମାସର ଟନେଲ ନେଟୱର୍କକୁ ଭେଦ କରିପାରିବ ତ ଇସ୍ରାଏଲ

ନୂଆଦିଲ୍ଲୀ: ନିଶ୍ଚିତ ଭାବେ ଏଥର ଇସ୍ରାଏଲ ଓ ହମାସ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିବ । ଗାଜାର ଉତରରେ ଇସ୍ରାଏଲ ସେନା ପ୍ରବେଶ କରିବା ପାଇଁ ପ୍ରସ୍ତୁତ । ତେବେ ଏହାର ମୁକାବିଲା ପାଇଁ ହମାସ ପ୍ରସ୍ତୁତ ଅଛି ତ ? ରିପୋର୍ଟ ମୁତାବକ ଇସ୍ରାଏଲର ଅତ୍ୟାଧୂନିକ ଟେକ୍ନୋଲୋଜିର ମୁକାବିଲା ହମାସ…

ଚୋରା ଚାଲାଣ ବେଳେ ଅଟୋରୁ ୨୧୬୦ ବୋତଲ କଫ୍‌ ସିରପ୍ ଜବତ, ୨ ଗିରଫ

ବରଗଡ଼: ବେଆଇନ କଫ୍ ସିରପ୍ ବା କାଶ ଔଷଧ ରାକେଟକୁ ଠାବ କରି ଦୁଇ ଜଣଙ୍କୁ ଗିରଫ କଲା ବରଗଡ଼ ପୋଲିସ। ରବିବାର ବରଗଡ଼ ଜିଲ୍ଲାରେ ପୋଲିସ ଦ୍ୱାରା କରାଯାଇଥିବା ଏକ ସ୍ୱତନ୍ତ୍ର ଅପରେସନ ସମୟରେ ବିପୁଳ ପରିମାଣର କଫ୍ ସିରପ୍ ଜବତ କରାଯାଇଛି। ବରଗଡର କୃଷକ ବଜାର ନିକଟରେ ଥିବା ଏକ ଅଟୋ ରିକ୍ସାରୁ…

ଅବକାରୀ ବିଭାଗ ଟାର୍ଗେଟରେ ଡ୍ୟାନ୍ସ ବାର୍: ରାଜଧାନୀର ୫ଟି ଡ୍ୟାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ରାଜଧାନୀର ୫ଟି ଡ୍ୟାନ୍ସ ବାରକୁ ଅବକାରୀ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ। ନିୟମ ଉଲଙ୍ଘନ କରି ଟଙ୍କା ଉଡାଉଥିବା ନେଇ ପ୍ରମାଣ ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ରବିବାର କଟକ ରୋଡରେ ଥିବା ୫ଟି ଡ୍ୟାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। କଟକ ରୋଡରେ ଥିବା…

କୋହଲିଙ୍କ ଜର୍ସି ଉପହାର ନେଇ ବାବରଙ୍କ ଉପରେ ରାଗିଗଲେ ଆକ୍ରମ

ଅହମ୍ମଦାବାଦ: ଚଳିତ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ଚିରାଚରିତ ଢ଼ଙ୍ଗରେ ପୁନର୍ବାର ଭାରତ ନିକଟରୁ ପରାଜିତ ହୋଇଛି । ଏହି ମ୍ୟାଚର ସମାପ୍ତି ପରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ବିରାଟ କୋହଲି ୨ଟି ଟିମ ଇଣ୍ଡିଆ ଜର୍ସି ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ନେଇ…

ଏଥର ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ, ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନଆସିବାକୁ ଅନୁରୋଧ

ଭୁବନେଶ୍ୱର: ସୋମବାର ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ତେବେ ଚଳିତ ବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏ ବର୍ଷ ଜନ୍ମ ଦିବସ ପାଳନ କରିବେ ନାହିଁ।…