Latest Odisha News
Browsing Category

ଫିଚର

5ଟି ସଚିବ ଭି.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବେ ଅବସର ନେଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭେ.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ବୋଲି ସୋମବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ଭି.କେ ପାଣ୍ଡିଆନ ଗତ କିଛି ମାସ ଧରି ସାରା…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ବିଜୟଧାରାକୁ ଫେରିଲା ଓଡିଶା

ମୁମ୍ବାଇ: ସୟେଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟରେ ସୋମବାର ୭ ୱିକେଟରେ ବିହାରକୁ ହରାଇ ଓଡିଶା ପୁନର୍ବାର ବିଜୟଧାରାକୁ ଫେରିଛି । ଗୋବିନ୍ଦ ପୋଦ୍ଦାରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ଦେବବ୍ରତ ପ୍ରଧାନଙ୍କ ଚମତ୍କାର ବୋଲିଂ ଯୋଗୁ ବିହାର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୧୮ ରନ କରିବାକୁ ସକ୍ଷମ…

ବଙ୍ଗୋପସାଗରରେ ଭୟଙ୍କର ହେବାରେ ଲାଗିଛି ହାମୁନ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ହାମୁନ। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ସତର୍କ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ। ଆଇଏମଡି କହିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଗଭୀର ଅବପାତ…

ଶେଷରେ ପାୱାର ପ୍ଲେରେ ଛକା ମାରିଲା ପାକିସ୍ତାନ

ଚେନ୍ନାଇ: ଦୀର୍ଘ ଦିନ ଧରି ପାକିସ୍ତାନ କ୍ରିକେଟ ଟିମ ପାୱାର ପ୍ଲେରେ ଛକା ମାରି ନ ପାରି ଅପମାନିତ ହେଉଥିଲା । ଚଳିତ ବିଶ୍ୱକପରେ ସୋମବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଦଳକୁ ଏହି ଅପବାଦରୁ ମୁକ୍ତ କରିଛନ୍ତି । ୨୦୨୩ରେ ପାକିସ୍ତାନ ଟିମ ପାୱାର ପ୍ଲେରେ ଛକା ମାରି…

ଭାରତରେ ପାକିସ୍ତାନୀ କଳାକାରଙ୍କୁ କରାଗଲା କି ସମ୍ପୂର୍ଣ୍ଣ ବ୍ୟାନ ?

ମୁମ୍ବାଇ: ଭାରତକୁ ଆସୁଥିବା ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଖାରଜ କରିଛନ୍ତି ବୋମ୍ବେ ହାଇକୋର୍ଟ। କୋର୍ଟ କହିଛନ୍ତି, ଦେଶପ୍ରେମୀ ହେବା ପାଇଁ ପଡୋଶୀ ଦେଶ ପ୍ରତି ଶତ୍ରୁତା କରିବାର କୌଣସି ଆବଶ୍ୟକତା ନାହିଁ। ସାଂସ୍କୃତିକ ସମନ୍ୱୟ, ଏକତା ଏବଂ ଶାନ୍ତି ପ୍ରତିଷ୍ଠା…

ଡିଜନୀ ନିଜର ବ୍ୟବସାୟକୁ ଭାରତର ରିଲାଏନ୍ସକୁ ବିକ୍ରି କରିବା ନେଇ ଚୁକ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଅନେକ ସମୟ ଧରି ଡିଜନୀ ଭାରତରେ ଏହାର ବ୍ୟବସାୟ ବିକ୍ରି କରିବା ବିଷୟରେ ଆଲୋଚନା କରି ଆସୁଛି। ଏକ ରିପୋର୍ଟ ଅନୁଯାୟୀ, ଡିଜନୀ ଭାରତରେ ଏହାର ବ୍ୟବସାୟକୁ ଏସିଆ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ କମ୍ପାନୀ ରିଲାଏନ୍ସକୁ ବିକ୍ରି କରିବା ପାଇଁ ଚୁକ୍ତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି।…

ଏତେ ସହଜ ନ ଥିଲା ଅଫ ସ୍ପିନର ସର୍ଦ୍ଦାର ହେବା..

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ମହାନ ଅଫ ସ୍ପିନର ବିଶେନ ସିଂ ବେଦୀଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆଧୁନିକ କ୍ରିକେଟ ମହାନ ସ୍ପିନର ଭାବେ ପରିଗଣିତ ଶେନ ୱାର୍ଣ୍ଣେ ମଧ୍ୟ ତାଙ୍କୁ ଆଦର୍ଶ ମନେ କରନ୍ତି । ତେବେ ଅଫ ସ୍ପିନର ସର୍ଦ୍ଦାର ଭାବେ ପରିଚିତ ବେଦୀ ଏତେ ସହଜରେ ବିଶ୍ୱ କ୍ରିକେଟରେ…

ତେଲେଙ୍ଗାନାରେ ବିଆରଏସ, କଂଗ୍ରେସକୁ ଖେଳାଇବେ ବିଜେପିର ରାଜା !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରୁଛନ୍ତି ।ତେଲେଙ୍ଗାନା ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ବିଜେପି ତେଲେଙ୍ଗାନାରେ ପ୍ରଥମ ପର୍ଯ୍ୟାୟ…

ସିମ୍ ସ୍ୱାପ୍ ଠକେଇ କ’ଣ ? ସାମାନ୍ୟ ଭୁଲ ପାଇଁ ଆପଣଙ୍କ ଆକାଉଣ୍ଟରୁ ହୋଇପାରେ ଟଙ୍କା ଲୁଟ୍

ନୂଆଦିଲ୍ଲୀ: ମୋବାଇଲ ଫୋନ ସିମ୍ ଏପରି ଏକ କାର୍ଡ ଯାହାର ଫୋନ ବିନା କୌଣସି ଅସ୍ତିତ୍ୱ ନାହିଁ। ଫୋନ କଲ୍ ହେଉ କିମ୍ବା ଇଣ୍ଟରନେଟ୍ ବ୍ୟବହାର କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରିବାକୁ ହେଲେ ମଧ୍ୟ ଆପଣଙ୍କୁ ଏକ ସିମ୍ କାର୍ଡର ଆବଶ୍ୟକ ପଡ଼େ। ଯଦି ଆପଣ କାହାକୁ ଟଙ୍କା ପଠାଇବାକୁ କିମ୍ବା କୌଣସି…

ଦେଶ ବିଭାଜନ ବେଳେ ଅଲଗା ହୋଇଥିଲେ, ୭୬ ବର୍ଷ ପରେ କରତାରପୁର କରିଡରରେ ଭାଇ ଭଉଣୀ ଏକାଠି

ନୂଆଦିଲ୍ଲୀ: ୭୬ ବର୍ଷ ତଳେ ଦେଶ ବିଭାଜନ ସମୟରେ ଅଲଗା ହୋଇଥିବା ଦୁଇ ସମ୍ପର୍କୀୟ ଭାଇ ଭଉଣୀ ରବିବାର ପାକିସ୍ତାନର କରତାରପୁର କରିଡରରେ ଏକାଠି ହୋଇଥିଲେ। ଦୁଇ ସମ୍ପର୍କୀୟ ଭାଇ ମହମ୍ମଦ ଇସ୍ମାଇଲ ଏବଂ ସୁରିନ୍ଦର କୌର ଦୀର୍ଘ ଦଶନ୍ଧି ପରେ କରତାରପୁରର ଗୁରୁଦ୍ୱାର ଦରବାର ସାହିବରେ ଭେଟ ହୋଇଥିଲେ।…