Latest Odisha News

BREAKING NEWS

Browsing Category

ଫିଚର

କ୍ଲାସେନଙ୍କ ଶତକ, ଇଂଲଣ୍ଡ ସମ୍ମୁଖରେ ୪୦୦ ରନର ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସମ୍ମୁଖରେ ୪୦୦ ରନର ବିଶାଳ ଲକ୍ଷ୍ୟ ରଖିଛି । ବିଶ୍ୱକପ ଏବଂ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ କୌଣସି ଟିମ ପକ୍ଷରୁ ଇଂଲଣ୍ଡ ବିପକ୍ଷରେ ଏହା ସର୍ବାଧିକ ସ୍କୋର ।…

ରାଜସ୍ଥାନରେ ବସୁନ୍ଧରାଙ୍କୁ ଖୁସି କରାଇଲା ବିଜେପି, ପାଇଲଟଙ୍କ କଥା ବୁଝିଲା କଂଗ୍ରେସ !

ଭୁବନେଶ୍ୱର: ବିଭିନ୍ନ ଚର୍ଚ୍ଚା ଓ କଳ୍ପନା ଜଳ୍ପନା ମଧ୍ୟରେ ରାଜସ୍ଥାନରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବହୁ ପୂର୍ବରୁ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଲଗାତର ବୈଠକ ହେଉଥିଲେ ମଧ୍ୟ ଟିକେଟ ତାଲିକା ଉପରେ ଚୁଡାନ୍ତ ମୋହର ଲାଗି ପାରୁ ନ ଥିଲା। କିନ୍ତୁ…

ଆମେରିକା ରକ୍ଷା ବିଭାଗ ରିପୋର୍ଟ ଭାରତର ଚିନ୍ତା ବଢାଇଲା, ସୁଧୁରୁନି ଚୀନ

ନୂଆଦିଲ୍ଲୀ: ଆମେରିକା ରକ୍ଷା ବିଭାଗର ବାର୍ଷିକ ରିପୋର୍ଟ ଭାରତର ଚିନ୍ତା ବଢ଼ାଇଛି । ଏହି ରିପୋର୍ଟ ଅନୁସାରେ ଭାରତର ଏଲଏସି ନିକଟରେ ଚୀନ ଅତିରିକ୍ତ ସୈନ୍ୟ ବଳ ନିଯୁକ୍ତ କରିଛି । ଏହା ବ୍ୟତୀତ ଏଠାରେ ଅଣ୍ଡରଗ୍ରାଉଣ୍ଡ ଷ୍ଟୋରେଜ ଫାସିଲିଟି, ରାସ୍ତା, ହେଲିପ୍ୟାଡ ଓ କୃତ୍ରିମ ଗ୍ରାମ ସୃଷ୍ଟି କରି…

ବିବେକ ଅଗ୍ନୀହୋତ୍ରୀଙ୍କ ନୂଆ ଫିଲ୍ମ ଘୋଷଣା, ମହାଭାରତ ଉପରେ ଆଧାରିତ ହେବ କାହାଣୀ

ମୁମ୍ବାଇ: ନିକଟରେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ ୱାର୍‌’ ରିଲିଜ ହୋଇଛି। ଏହାପୂର୍ବରୁ ସେ ‘ଦ କାଶ୍ମୀର ଫାଇଲ’ ଭଳି ହିଟ୍ ଫିଲ୍ମ କରିଛନ୍ତି। କିନ୍ତୁ ତାଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ ୱାର୍‌’ ଫ୍ଲପ୍ ହୋଇଥିଲା। ଏହି ଫିଲ୍ମ ଫ୍ଲପ୍ ହେବା ପରେ ଫିଲ୍ମ ନିର୍ମାତା…

ଅତ୍ୟଧିକ ଉତ୍ତେଜନା ଯୋଗୁ ଏଏସଆଇ ଆଲିଶାଙ୍କର ମୃତ୍ୟୁ ଘଟିଥିଲା: ଆସିଲା ଫୋରେନ୍ସିକ ରିପୋର୍ଟ

ଉରକେଲା: ଆସିଲା ରାଉରକେଲାର ଉଦିତନଗର ଥାନା ମହିଳା ASI ଆଲିଶା   ଲୁଗୁନଙ୍କ ଫରେନସିକ ରିପୋର୍ଟ ।  କେମିତି ହେଲା ଆଲିଶାଙ୍କ ମୃତ୍ୟୁ ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ବଡ଼ ଅପଡେଟ୍ । ଡାକ୍ତରୀଟିମ ଏବଂ ଏମ୍ସର ଫରେନସିକ ମେଡିସିନ ଏକ୍ସପର୍ଟଙ୍କ ରିପୋର୍ଟ ଅନୁଯାୟୀ ଅତ୍ୟଧିକ ଉତ୍ତେଜନା ଯୋଗୁ…

ରଣ୍ ଉତ୍ସବ ପାଇଁ ଜାତିସଂଘର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ଗୁଜୁରାଟର ‘ଧୋର୍ଡୋ’ ପୁରସ୍କୃତ

ନୂଆଦିଲ୍ଲୀ: ଗୁଜୁରାଟର ଧୋର୍ଡୋ ଗ୍ରାମକୁ ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ଦ୍ୱାରା ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ମାନ୍ୟତା ଦିଆଯାଇଛି। ଅକ୍ଟୋବର ୧୯, ଗୁରୁବାର ଭାରତର ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ଟୁଇଟର ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛି। ପର୍ଯ୍ୟଟନ ମନ୍ତ୍ରଣାଳୟ କହିଛି ଯେ…

ଭୟଙ୍କର ସଡକ ଦୁର୍ଘଟଣା: କାରକୁ ପିଟିଲା ଟ୍ରକ, ଗୋଟିଏ ପରିବାରର ୨ ମହିଳା ମୃତ

ବାରିପଦା: ମୟୂରଭଞ୍ଜରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ-କାର ଧକ୍କାରେ ଚାଲିଗଲା ଗୋଟିଏ ପରିବାରର ୨ ଜଣ ମହିଳାଙ୍କ  ଜୀବନ । ୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବାଙ୍ଗିରପୋଷି ଦ୍ୱାରଶୁଣି ଘାଟିଠାରେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ,…

ମୌଜ ମଜଲିସ୍ ଓ ମାଇଣ୍ଡଫ୍ରେସରେ ବ୍ୟସ୍ତ ବିଜେଡି ସରକାରଙ୍କ ମନ୍ତ୍ରୀ,ବିଧାୟକ ଓ ସାଂସଦ: ବିଜେପି

ଭୁବନେଶ୍ୱର: ଦୀର୍ଘ ୨୩ ବର୍ଷର ଗର୍ବ ଓ ଅହଙ୍କାରରେ ମସ୍‌ଗୁଲ୍ ବିଜେଡି ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ସାଂସଦ । ଲୋକଙ୍କ ସମସ୍ୟା ଠାରୁ ଦୂରେଇ ରହି ମୌଜ, ମଜଲିସ୍‌, ମଦମସ୍ତ ଓ ମାଇଣ୍ଡଫ୍ରେସ୍ ପାଇଁ ସେମାନେ ବ୍ୟଗ୍ର ଓ ବ୍ୟସ୍ତ  । ଏମିତି କହି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ରାଜ୍ୟ…

ସକ୍ରିୟ ହେଲା ଲଘୁଚାପ: ଦଶହରାରେ ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଶନିବାର ସୁଦୃଶ୍ୟ ଲଘୁଚାପ କେନ୍ଦ୍ରରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବ । ଫଳରେ…

ଘରକୁ ଫେରିଲେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ସରିଫ; ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଆଜି ସ୍ୱଦେଶ ଫେରିଛନ୍ତି । ୪ ବର୍ଷ ଧରି ବିଦେଶରେ ରହିବା ପରେ ଏବେ ଫେରିଛନ୍ତି ଦେଶକୁ । ଦୁବାଇରୁ ଏକ  ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଫେରିଲେ ସରିଫ୍  । ନିର୍ବାଚନ ପୂର୍ବରୁ ନବାଜ ସରିଫଙ୍କ ଘରବାହୁଡା ରାଜନୈତିକ ମହଲରେ…