Latest Odisha News

BREAKING NEWS

Browsing Category

ଫିଚର

ଫେକ୍ ଏନକାଉଣ୍ଟରରେ ପୋଲିସକୁ ମିଳେ କି ଦଣ୍ଡ? ଦେଶର ଏହି ରାଜ୍ୟରୁ ଆସିଛି ଅଧିକ ମାମଲା

ନୂଆଦିଲ୍ଲୀ: ଗତ ବର୍ଷ ସେପ୍ଟେମ୍ବର ୨୩ ତାରିଖରେ ମହାରାଷ୍ଟ୍ରର ବଦଲାପୁରରେ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ଅକ୍ଷୟ ସିନ୍ଦେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲା। ଏହା ପରେ, ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଜାନୁଆରୀ ୨୦ ତାରିଖରେ ଏହି ମାମଲାରେ ମୁମ୍ବାଇ…

ଏଣିକି ମାତ୍ର ୨୦ ଟଙ୍କାରେ ୪ ମାସ ପର୍ଯ୍ୟନ୍ତ ସିମ୍‌ ରଖିପାରିବେ ଆକ୍ଟିଭ୍‌

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ମୋବାଇଲ୍ ବ୍ୟବହାରକାରୀ ଦୁଇଟି ସିମ୍ କାର୍ଡ ବ୍ୟବହାର କରନ୍ତି। ଜୁଲାଇ ୨୦୨୫ ଠାରୁ ରିଚାର୍ଜ ପ୍ଲାନଗୁଡ଼ିକ ମହଙ୍ଗା ହୋଇଯିବାରୁ, କେତେକ ସମୟରେ ଦୁଇଟି ନମ୍ବର ରିଚାର୍ଜ କରିବା ବହୁତ କଷ୍ଟକର ହୋଇପଡ଼େ। ଯଦିଓ ଆମେ ସିମ୍ କାର୍ଡ ବହୁତ ବ୍ୟବହାର କରୁ। ତଥାପି…

ଇନଷ୍ଟାଗ୍ରାମର ନୂଆ ପଦକ୍ଷେପ, ଏଣିକି ଅଧିକ ସମୟ ପର୍ଯ୍ୟନ୍ତ କରିପାରିବେ ରିଲ୍ସ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଖୁସି ଖବର। ଲୋକପ୍ରିୟ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏହାର ରିଲ୍ସ ଫିଚରରେ ଏକ ପ୍ରମୁଖ ଅପଡେଟ୍ ଜାରି କରିଛି। ଏବେ ଉପଭୋକ୍ତାମାନେ ୩ ମିନିଟ ପର୍ଯ୍ୟନ୍ତ ଭିଡିଓ ଅପଲୋଡ କରିପାରିବେ। ପୂର୍ବରୁ ଏହି ସୀମା ୯୦ ସେକେଣ୍ଡ ଥିଲା, ଯାହାକୁ ଦ୍ୱିଗୁଣିତ…

ଦିନେ ଭାରତରେ ଚାଲିଥିଲା ୧୦ହଜାର ଟଙ୍କିଆ ନୋଟ୍, ଜାଣନ୍ତୁ ଏହା କାହିଁକି ବନ୍ଦ ହେଲା

ପ୍ରତ୍ୟେକ ଭାରତୀୟ ବିମୁଦ୍ରୀକରଣ ସମୟକୁ ମନେ ରଖିଥିବେ। ଲୋକମାନେ କିପରି ଟଙ୍କା ପାଇଁ ଏଟିଏମ୍‌ରେ ଧାଡ଼ି ବାନ୍ଧି ଠିଆ ହୋଇ ରହୁଥିଲେ। ବିମୁଦ୍ରାକରଣ ପରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହୋଇଥିଲା। ଏହା ଆଜିର ଯୁବପିଢ଼ିଙ୍କ ପାଇଁ ସବୁଠାରୁ ବଡ଼ ରକମର ନୋଟ ଥିଲା। ୧୯ ମଇ ୨୦୨୩ରେ, ଭାରତ ସରକାର…

କାହିଁକି ପ୍ରଥମେ ସାହୀ ସ୍ନାନ କରନ୍ତି ନାଗା ସାଧୁ?

ନୂଆଦିଲ୍ଲୀ:  କାହିଁକି ପ୍ରଥମେ ସାହୀ ସ୍ନାନ କରନ୍ତି ନାଗା ସାଧୁ ପ୍ରୟାଗରାଜରେ ୪୫ ଦିନିଆ ମହାକୁମ୍ଭର ଚତୁର୍ଥ ଦିନରେ ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ। ଏହି ଧାର୍ମିକ ଉତ୍ସବରେ ୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ଭାଗ ନେଇଛନ୍ତି। ତୃତୀୟ ସାହି ସ୍ନାନରେ ପ୍ରାୟ ୧୦ କୋଟି ଶ୍ରଦ୍ଧାଳୁ ପ୍ରୟଗରାଜରେ…

ମହାନଯୋଦ୍ଧା ନାଗା ସାଧୁ ; ମହାରଣା ପ୍ରତାପଙ୍କ ସହ ମିଶି ମୋଗଲସେନା ବିରୁଦ୍ଧରେ କରିଥିଲେ ଯୁଦ୍ଧ

ଭୁବନେଶ୍ବର: ହଜାର ହଜାର ବର୍ଷ ଧରି ଭାରତ ମାଟିରେ ସନାତନ ଧର୍ମ ଅକ୍ଷୁର୍ଣ୍ଣ ରହିଛି। ଏଥିପାଇଁ ଅନେକ ବଳିଦାନ ଦିଆଯାଇଛି। ଯେଉଁଥିରେ ନାଗା ସାଧୁ ଏବଂ ସନ୍ୟାସୀ ମଧ୍ୟ ରହିଛନ୍ତି । ନାଗା ସାଧୁମାନେ ତପସ୍ବୀ କିନ୍ତୁ ଯେତେବେଳେ ଆବଶ୍ୟକ ହୁଏ, ସେମାନେ ଦେଶ ତଥା ଧର୍ମର ସୁରକ୍ଷା ପାଇଁ ଅସ୍ତ୍ର…

ବାୟୁର ଅମ୍ଳଜାନକୁ ସିଧାସଳଖ ସିଲିଣ୍ଡରେ ଭର୍ତ୍ତି କରାଯାଏ ନାହିଁ କାହିଁକି?

ମାନବ ଜୀବନ ପାଇଁ ଅମ୍ଳଜାନର ଉପଲବ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅମ୍ଳଜାନ ଗ୍ୟାସ୍ ବିନା ଆମେ କୌଣସି ମଣିଷ କିମ୍ବା ପ୍ରାଣୀର ଜୀବନ କଳ୍ପନା କରିବା ଆସମ୍ଭବ। ମଣିଷ ବଞ୍ଚିବା ପାଇଁ ଅମ୍ଳଜାନସ୍ତର ଉପଯୁକ୍ତ ହେବା ଆବଶ୍ୟକ। କିନ୍ତୁ ପ୍ରଶ୍ନ ହେଉଛି ଯେତେବେଳେ ବାୟୁମଣ୍ଡଳରେ ଅମ୍ଳଜାନ ଗ୍ୟାସ୍…

ପିଙ୍କ୍ ଲିକ୍ୱିଡ୍ କ’ଣ? ଲସ୍ ଏଞ୍ଜେଲସ୍‌ରେ ନିଆଁ ନିୟନ୍ତ୍ରଣ କରିବା ପାଇଁ ହେଉଛି ବ୍ୟବହାର

ଆମେରିକାର ଲସ୍ ଏଞ୍ଜେଲସ ଜଙ୍ଗଲରେ ନିଆଁ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ସରକାର ଏହି ନିଆଁ ଲିଭାଇବାକୁ ନିରନ୍ତର ଚେଷ୍ଟା କରୁଛି। ଏଥିପାଇଁ ଆମେରିକୀୟ ବାୟୁସେନା ପାଣି ସହିତ ଗୋଲାପୀ ରଙ୍ଗର ତରଳ ପଦାର୍ଥ ବା ପିଙ୍କ୍ ଲିକ୍ୱିଡ୍ ମଧ୍ୟ ସ୍ପ୍ରେ କରୁଛି। କିନ୍ତୁ ଆପଣ କ’ଣ ଜାଣନ୍ତି…

ବିଶ୍ୱର କେବଳ ୬ଟି ଦେଶ ପାଖରେ ଅଛି ପରମାଣୁ ବୁଡ଼ାଜାହାଜ, ସର୍ବପ୍ରଥମେ କିଏ କରିଥିଲା ନିର୍ମାଣ?

ଭାରତ ନୌସେନାର ଆବଶ୍ୟକତା ଏବଂ ଏହାର ସାମୁଦ୍ରିକ ସୀମାକୁ ସୁରକ୍ଷିତ ରଖିବା ପାଇଁ ଏହାକୁ ହାଇଟେକ୍ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରକୃତରେ ଚୀନ୍ ଯୋଗୁଁ ଭାରତର ସାମୁଦ୍ରିକ ସୀମା ସୁରକ୍ଷିତ କରିବାର ଚ୍ୟାଲେଞ୍ଜ ବୃଦ୍ଧି ପାଉଛି। ଭାରତ ନୂତନ ଅସ୍ତ୍ରଶସ୍ତ୍ର ସହିତ ନୌସେନାକୁ ନିରନ୍ତର…

୧୧ ଓଏଏସ, ୧୭ ଓଆରଏସ୍ ଓ ୨ ଓଏମଏଏସଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ଦିନ ଅନେକ ଓଏଏସ, ଓଆରଏସ୍ ଓ ଓଏମଏଏସ ଅଧିକାରୀଙ୍କୁ ବଦଳି କରି ନୂତନ ପଦବୀରେ ନିଯୁକ୍ତି ଦେଇଛନ୍ତି। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ୧୧ ଜଣ ଓଏଏସ, ୧୭ ଓଆରଏସ୍ ଓ ୨ ଓଏମଏଏସ ଅଧିକାରୀଙ୍କୁ ନୂତନ ପଦବୀ ଦିଆଯାଇଛି।…