Latest Odisha News

BREAKING NEWS

Browsing Category

ଫିଚର

ଆଜି ମଧ୍ୟାହ୍ନରୁ ଭାରତ-ପାକିସ୍ତାନ ବିଶ୍ବକପ ମ୍ୟାଚ ପାଇଁ ଟିକେଟ୍ ବିକ୍ରି

ମୁମ୍ବାଇ: ଚଳିତ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମହାମୁକାବିଲାକୁ ନେଇ ଯେଉଁ ଉତ୍ସାହ ସୃଷ୍ଟି ହୋଇଛି, ତାହା ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ଖେଳାଯିବ । ଏବେ ଏହି ପ୍ରତିଯୋଗିତା ପାଇଁ ୧୪ ହଜାର ଟିକେଟ୍ ଜାରି କରିବାକୁ ବିସିସିଆଇକୁ ବାଧ୍ୟ କରିଛି। ଅହମ୍ମଦାବାଦରେ…

ପ୍ରତିଦିନ ଖାଆନ୍ତୁ ବାଇଗଣ : ଏସବୁ ଗମ୍ଭୀର ରୋଗରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ବାଇଗଣ ଏପରି ଏକ ପରିବା  । ଯାହା ବର୍ଷର ୧୨ ମାସ ଯାକ ମାର୍କେଟରେ ଉପଲବ୍ଧ ରହିଥାଏ  । ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ  । କିନ୍ତୁ ଏହା ସ୍ବାସ୍ଥ୍ୟ ପକ୍ଷେ ବେଶ୍ ଉପକାରୀ  । ଏଥିରୁ ଅନେକ ଖାଦ୍ୟ ଆଇଟମ୍ ବନାଇଥାଏ  । ଯାହା ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥାଏ…

ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠୁ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟିନେଲେ ଦେଢ଼ ଲକ୍ଷ

ସୁନ୍ଦରଗଡ଼: ଶନିବାର ଦିନ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାଇକ୍ରୋଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀଙ୍କଠାରୁ ୧ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ପୀଡ଼ିତ ରାଜେଶ ବାଦୀ ତିଳିଆରେ ଗ୍ରାମବାସୀଙ୍କ ଠାରୁ ଋଣ ପରିଶୋଧ ସଂଗ୍ରହ କରି ନିଜ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ଏକ ନିଛାଟିଆ…

ଇସ୍ରାଏଲରେ ଯୁଦ୍ଧ ବେଳେ ଫସିଥିବା ବଲିଉଡ ଅଭିନେତ୍ରୀ ନୁସରତ ସ୍ବଦେଶ ମୁହାଁ

ନୂଆଦିଲ୍ଲୀ: ଇସ୍ରାଏଲରେ ହମାସ ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଇସ୍ରାଏଲରେ ଫସି ରହିଛନ୍ତି। ସେ ହାଇଫା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ଆସିଥିଲେ, ଯେଉଁଠି ତାଙ୍କ ଫିଲ୍ମ 'ଅକେଲୀ'କୁ ଚୟନ କରାଯାଇଥିଲା। ଶନିବାର ଅପରାହ୍ନରେ ଭରୁଚାଙ୍କୁ ଶେଷ…

ମର୍ଣ୍ଣିଂ ଓ୍ବାକ୍ ବେଳେ ଧକ୍କା ଦେଲା ଟ୍ରକ୍ : ଦୁଇ ମୃତ, ଟ୍ରକ୍ ଟ୍ରାଇଭର ଫେରାର୍

ଅନୁଗୁଳ :  ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ୪୯ନଂ ଜାତୀୟ ରାଜପଥ ମୁକ୍ତାପୁର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ମର୍ଣ୍ଣିଂ ଓ୍ବାକ୍ କରୁଥିବାବେଳେ ଟ୍ରକ୍ ମାଡିଯାଇଛି  । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇତିବା ସୂଚନା ମିଳିଛି । ମୃତକ ମାଧବ ସମାଡ ଏବଂ ରାଜେଶ ଶୁଣ୍ଡି…

୯୧ ତମ ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନାର ପରାକ୍ରମ: ଆଜି ଲୋକାର୍ପିତ ହେବ IAFର ନୂଆ ପତାକା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଇଏଏଫ୍ ଏହାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଆଜି ପ୍ରୟାଗରାଜରେ ବାର୍ଷିକ ବାୟୁସେନା ଦିବସ ପରେଡରେ ନିଜର ନୂତନ ପତାକା ଉନ୍ମୋଚନ କରିବ। ଏକ ବର୍ଷ ପୂର୍ବରୁ ଭାରତୀୟ ନୌସେନା ନିଜର ଔପନିବେଶ ଅତୀତକୁ ଛାଡି ପତାକା ପରିବର୍ତ୍ତନ କରିଥିଲା ।  …

ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ପ୍ରଥମ ପ୍ରର୍ଯ୍ୟାୟ କାମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାନୁଆରୀ ଏକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପ୍ରର୍ଯ୍ୟାୟ କାମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଏହି ପ୍ରକଳ୍ପର ସମୀକ୍ଷା କରିଥିବା ନବୀନ ପଟ୍ଟନାୟକ ମୋଟ 5929 କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)କୁ ମଧ୍ୟ ଅନୁମୋଦନ…

ଇସ୍ରାଏଲର ପାଲଟା ଆକ୍ରମଣରେ ଗାଜାରେ ଶତାଧିକଙ୍କ ମୃତ୍ଯୁ, ହଜାରେରୁ ଅଧିକ ଆହତ

ଜେରୁଜେଲମ୍: ଦୀର୍ଘ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗାଜାରେ ଇସ୍ରାଏଲର ପାଲଟା ଆକ୍ରମଣରେ ଅନ୍ୟୂନ ୧୯୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୬୧୦ ଜଣ ଆହତ ହୋଇଛନ୍ତି। ଗାଜା…

ଆଫଗାନିସ୍ତାନରେ ଭୂମିକମ୍ପ; ଶତାଧିକ ମୃତ, ହଜାରେରୁ ଅଧିକ ଆହତ

କାବୁଲ: ଶନିବାର ପଶ୍ଚିମ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂକମ୍ପରେ ମୃତ୍ୟୁସଂଖ୍ୟା ପ୍ରାୟ ୧୨୦କୁ ବୃଦ୍ଧି ପାଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଛନ୍ତି। ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ କହିଛି ଯେ, ଏହି ଅଞ୍ଚଳର ସବୁଠାରୁ ବଡ଼ ସହର ହେରାତର ଉତ୍ତର-ପଶ୍ଚିମରେ ଏହାର…

ଯୁଦ୍ଧ ବେଳେ ଇସ୍ରାଏଲକୁ ଯାଉଥିବା ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଶନିବାର ପାଲେଷ୍ଟାଇନରୁ ହାମସ ଆକ୍ରମଣ ପରେ ଯୁଦ୍ଧ ଘୋଷଣା କରିବା ପରେ ଏୟାର ଇଣ୍ଡିଆ ଇସ୍ରାଏଲକୁ ଯାଉଥିବା ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି। ଆମ ଅତିଥି ଓ କ୍ରୁ ସଦସ୍ୟଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଅକ୍ଟୋବର 7 ତାରିଖରେ ଦିଲ୍ଲୀରୁ ତେଲ ଆବିବ ଅଭିମୁଖେ AI139 ଏବଂ ତେଲ…