Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟ ସରକାର ଜନ ବିରୋଧୀ ସହିତ ସମ୍ବିଧାନ ବିରୋଧୀ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: କଂଗ୍ରେସ ନେତା ବିଜୟ ପଟ୍ଟନାୟକ ସୋମବାର ସରପଞ୍ଚଙ୍କ ଆନ୍ଦୋଳନକୁ ନିଜର ଦଳୀୟ ସମର୍ଥନ ଜଣାଇବା ସହ ଓଡ଼ିଶା ସରକାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ କ୍ଷୁର୍ଣ୍ଣ କରୁଥିବାରୁ କଡ଼ା ସମାଲୋଚନା କରିଛନ୍ତି। ଏପରି କାମ କେବଳ ଜନ ବିରୋଧୀ ନୁହଁ ବରଂ ସମ୍ବିଧାନ ବିରୋଧୀ ବୋଲି ପୂର୍ବତନ…

‘ସଚ୍ଚୋଟତା’ର ଅନ୍ଯତମ ନା ହୋମଗାର୍ଡ ସଙ୍ଗୀତା, ଏଟିଏମରୁ ୧୦ ହଜାର ଟଙ୍କା ପାଇ ଫେରାଇଦେଲେ

ବାରିପଦା: ସଚ୍ଚୋଟତାର ଏକ ବିରଳ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳା ହୋମଗାର୍ଡଙ୍କ ନିକଟରେ। ଏଟିଏମ୍ ମେସିନରୁ ମିଳିଥିବା ୧୦ ହଜାର ଟଙ୍କାକୁ ଏହାର ସଠିକ୍ ମାଲିକଙ୍କୁ ଫେରାଇ ଦେଇଛନ୍ତି ଏହି ସ୍ବଳ୍ପ ବେତନଧାରୀ ସରକାରୀ କର୍ମଚାରୀ। ସଙ୍ଗୀତା ମାରାଣ୍ଡିଙ୍କ ସଚ୍ଚୋଟତା…

ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ଦୁଇ ନେତାଙ୍କ ମଧ୍ୟରେ ପିଟାପିଟି

ବଲାଙ୍ଗୀର: ସୋମବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ରାଲି ବେଳେ ବଲାଙ୍ଗୀର ଜିଲ୍ଲା ବିଜେପିର ଦୁଇ ନେତାଙ୍କ ମଧ୍ୟରେ ପିଟାପିଟା ହୋଇଛି। ବିଜେପିର ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନମୋହନ ସାମଲ ବଲାଙ୍ଗୀର ଆସିଛନ୍ତି। ଦଳ ପକ୍ଷରୁ ମନମୋହନ ସାମଲଙ୍କ ନେତୃତ୍ୱରେ…

ଏନସିପିର ହକଦାର କିଏ, ନଭେମ୍ବର ୯ରେ ପରବର୍ତ୍ତୀ ଶୁଣାଣି କରିବେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ନିର୍ବାଚନ ତାରିଖ ନେଇ ଘୋଷଣା ହୋଇଥିବା ବେଳେ ଏନସିପିର କିଏ ପ୍ରକୃତ ହକଦାର ସେ ନେଇ ବିବାଦ ଜାରି ରହିଛି। ଦଳୀୟ ନାମ ଓ ନିର୍ବାଚନ ଚିହ୍ନକୁ ନେଇ ଅଜିତ ପାଓ୍ବାରଙ୍କ ଦଳ ଏନସିପିର ଦାବି ଉପରେ ନିର୍ବାଚନ କମିସନ ସୋମବାର ଶୁଣାଣି କରିଛନ୍ତି। ଶରଦ ପାଓ୍ୱାରଙ୍କ…

ଜାନୁଆରି ୨୪ ‘ଡ୍ରାଇଭର୍ସ ଡେ’ ଭାବେ ପାଳନ ପାଇଁ ପ୍ରସ୍ତାବ, ସୁରକ୍ଷିତ ଯାତ୍ରା ପାଇଁ କୁହନ୍ତୁ ଧନ୍ୟବାଦ

ନୂଆଦିଲ୍ଲୀ: ସରକାରୀ ପରିବହନ ନିଗମ ଓ ରାଜ୍ୟ ପରିବହନ ସଂସ୍ଥାଗୁଡ଼ିକର ସର୍ବୋଚ୍ଚ ସଂସ୍ଥା ଏଏସ୍ଆରଟିୟୁ ପକ୍ଷରୁ ଜାନୁଆରି ୨୪ ତାରିଖକୁ 'ଡ୍ରାଇଭର୍ସ ଡେ' ଭାବେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ସଡ଼କ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଗାଡ଼ି…

ରାୟପୁରରେ ନିର୍ବାଚନ ଲଢ଼ିବେ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର; ବିଜେପି ଦେଲା ଟିକେଟ

ରାୟପୁର/ଭୁବନେଶ୍ୱର: ରାୟପୁରରେ ନିର୍ବାଚନ ଲଢ଼ିବେ ଓଡ଼ିଆ ପୁଅ। ବିଜେପି କଲା ଟିକେଟ କନଫର୍ମ। ବିଶିଷ୍ଟ ସମାଜସେବୀ ଏବଂ ରାୟପୁରସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ପୁରନ୍ଦର ମିଶ୍ର ଛତିଶଗଡ଼ ରାଜ୍ୟର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପାର୍ଥୀ ଭାବେ…

ବେଗୁନିଆରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଖୋର୍ଦ୍ଧା: ରୋଗୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ବେଗୁନିଆରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଉପଖଣ୍ଡସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି…

ନ୍ୟୁଜିଲାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ, ସାଂଟେନରଙ୍କ ଚମତ୍କାର ବୋଲିଂ

ହାଇଦ୍ରାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ନ୍ୟୁଜିଲାଣ୍ଡ ୯୯ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି । କିୱି ଟିମର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ ବିନିମୟରେ ୩୨୨ ରନ ସଂଗ୍ରହ କରିଥିଲା । ୱିଲ ୟଙ୍ଗ (୭୦), ରଚୀନ ରବୀନ୍ଦ୍ର(୫୧) ଓ…

ଶ୍ରୀମନ୍ଦିରରେ ପ୍ରବେଶ ବେଳେ ପୋଷାକ ଉପରେ ଧ୍ୟାନ ଦିଅନ୍ତୁ

ପୁରୀ: ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ନଚେତ୍ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀମାନଙ୍କ ତରଫରୁ ଭକ୍ତମାନେ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ…

ସ୍ତ୍ରୀଙ୍କ ମୃତ୍ୟୁ ପରେ ଚାଲିଗଲେ ସ୍ୱାମୀ, ପରଲୋକରେ ବିଶିଷ୍ଟ ଶ୍ରମିକ ସଂଗଠନ ନେତା ଘନଶ୍ୟାମ ଜେନା

ଭଦ୍ରକ: ସର୍ବ ଭାରତୀୟ ଏଫସିଆଇ ଶ୍ରମିକ ସଂଗଠନର ନେତା ଘନଶ୍ୟାମ ଜେନାଙ୍କ ଦେହାନ୍ତ। ଗତକାଲି ତାଙ୍କ ଧର୍ମପତ୍ନୀ ହେମଲତାଙ୍କ ୯୦ ବର୍ଷ ବୟସରେ ତାଙ୍କ ପୈତୃକ ଘର ଧାମନଗର ବ୍ଲକ ଦୋବଳଠାରେ ଦେହାନ୍ତ ହୋଇଛି। ସ୍ତ୍ରୀଙ୍କ ଦେହାନ୍ତରେ ଭାଙ୍ଗିପଡିଲେ ଶ୍ରମିକ ନେତା ଘନଶ୍ୟାମ ଜେନା। ସ୍ତ୍ରୀଙ୍କ…