Latest Odisha News

BREAKING NEWS

Browsing Category

ଫିଚର

ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ଝଟକା:ମାନ୍ୟତା ଦେବାକୁ ମନା କରିଦେଲେ ସିଜେଆଇ

ନୂଆଦିଲ୍ଲୀ:ସମଲିଙ୍ଗୀ ବିବାହକୁ ସୁପ୍ରିମ ଝଟକା । ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ସିଧାସଳଖ ମନା କରି ଦେଇଛନ୍ତି । ସିଜେଆଇ କହିଛନ୍ତି, ଏହା ସଂସଦ ଅଧିକାର କ୍ଷେତ୍ର ଅନ୍ତର୍ଭୁକ୍ତ । ତେବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସମଲିଙ୍ଗୀ ବିବାହ ସମ୍ପର୍କରେ ଉଚିତ…

ବନ୍ଧୁ ପାଇଁ ସାଜିଲେ ହେଲମେଟ୍ ମ୍ୟାନ୍ : ମାଗଣାରେ ବାଣ୍ଟିଲେଣି ୬୦ ହଜାର ହେଲମେଟ୍

ଭୁବନେଶ୍ବର: ଦିନେ ଏକ ସଡକ ଦୁର୍ଘଟଣାରେ ନିଜ ବନ୍ଧୁକୁ ହରାଇଥିଲେ ଆଉ ଏବେ ଲୋକଙ୍କ ପାଇଁ ସାଜିଛନ୍ତି ହେଲମେଟ୍ ମ୍ୟାନ୍  । ଲୋକଙ୍କୁ ଦେଉଛନ୍ତି ସଡକ ସୁରକ୍ଷାର ବାର୍ତ୍ତା । ହଁ ଆଜ୍ଞା ଆମେ କହୁଛୁ ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାର ରାଘବେନ୍ଦ୍ର କୁମାରଙ୍କ କଥା  । ଭୁବନେଶ୍ବର-କଟକ – ପୁରୀ…

ହମାସ-ଇସ୍ରାଏଲ ଯୁଦ୍ଧ : ରୁଷ ଆଣିଥିବା ପ୍ରସ୍ତାବକୁ ଖାରଜ କଲା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ

ମସ୍କୋ: ଗାଜା ହିଂସା ଉପରେ ରୁଷିଆ ଆଣିଥିବା ପ୍ରସ୍ତାବକୁ ଆଜି ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦ ଖାରଜ କରିଦେଇଛି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ଯୋଗୁ ସାଧାରଣ ନାଗରିକ ହିଂସାର ଶୀକାର ହେଉଛନ୍ତି । ଏହି ଯୁଦ୍ଧକୁ ବିରାମ ଦେବା ପାଇଁ ରୁଷ ଶାନ୍ତି ପ୍ରସ୍ତାବ ଆଣିଥିଲା । ତେବେ ଏହି…

ଟିକେଟ ପାଇ ନ ଥିବା ଅସନ୍ତୁଷ୍ଟ ନେତାଙ୍କୁ କମଳନାଥଙ୍କ ଜବାବ: ‘ଦିଗବିଜୟ ସିଂହ ଏବଂ ଜୟବର୍ଦ୍ଧନଙ୍କ ପୋଷାକ ଫାଡନ୍ତୁ’

ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଆରମ୍ଭ ହୋଇଯାଇଛି ବାକଯୁଦ୍ଧ । କଂଗ୍ରେସର ଅନ୍ତର୍କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । କଂଗ୍ରେସର ଏହି ଅନ୍ତର୍କନ୍ଦଳର ଭରପୁର ଫାଇଦା ଉଠାଉଛି ବିଜେପି  । କଂଗ୍ରେସର ଦଳୀୟ ଅସନ୍ତୋଷ ନିଆଁରେ ଘିଅ ଢାଳୁଛି…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ୪ ବଲରେ ୩ ୱିକେଟ ନେଇ କମାଲ କଲେ ଅର୍ଜୁନ ତେନ୍ଦୁଲକର

ରାଂଚୀ: ଅର୍ଜୁନ ତେନ୍ଦୁଲକର ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ କମାଲ କରିଛନ୍ତି । ଗୋଆ ପକ୍ଷରୁ ଖେଳୁଥିବା ଅର୍ଜୁନ ଆନ୍ଧ୍ରପ୍ରଦେଶ ବିପକ୍ଷରେ ୪ଟି ବଲରେ ୩ଟି ୱିକେଟ ଅକ୍ତିଆର କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସୂଚନାଯୋଗ୍ୟ, ଅର୍ଜୁନ ମାଷ୍ଟର ବ୍ଲାଷ୍ଟର ଭାବେ…

ସରକାରଙ୍କ ନିର୍ବାଚନୀ ଥୋପ: ଏଇ ରାଜ୍ୟରେ ମିଳିବ ବର୍ଷକୁ ୨ ମାଗଣା ସିଲିଣ୍ଡର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟବାସୀଙ୍କୁ ଦୀପାବଳିରେ ଏକ ବଡ ଉପହାର ଦେବେ । ସରକାରୀ ସ୍ତରରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଗଲାଣି । ଭାରତୀୟ ଜନତାପାର୍ଟି ବିଧାନସଭା ନିର୍ବାଚନ ସମୟରେ ନିଜ ଘୋଷଣାପତ୍ରରେ ମହିଳାଙ୍କ ପାଇଁ ପ୍ରତିବର୍ଷ ୨ଟି ମାଗଣା…

ମଧୁମେହରେ କେଉଁ ଡାଲି ଖାଇବା ଲାଭଦାୟକ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ: ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସ କାରଣରୁ ଅଧିକାଂଶ ଲୋକ ଏବେ ମଧୁମେହରେ ପୀଡିତ। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି  । ବର୍ତ୍ତମାନ ସମୟରେ ଘରେ ଘରେ ଡାଇବେଟିସ ରୋଗୀ।  ମଧୁମେହ ପ୍ରଭାବରୁ ମୁକ୍ତି ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନୁହେଁ, ବରଂ…

ସିଜିମାଳି ବକ୍ସାଇଟ୍ ଖଣି ପ୍ରକଳ୍ପ: ଲୋକଙ୍କ ବିରୋଧ ସତ୍ତ୍ବେ ଜନଶୁଣାଣି ସଫଳ କହିଲା ପ୍ରଶାସନ

ରାୟଗଡା/ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରସ୍ତାବିତ ସିଜିମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ ସୋମବାର ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ ବିବାଦୀୟ, ପରିବେଶ ପ୍ରଭାବ ଓ ବିସ୍ଥାପନକୁ ନେଇ ଚିନ୍ତା ଯୋଗୁଁ କିଛି ସ୍ଥାନୀୟ ଲୋକ ଏହାକୁ ବିରୋଧ…

ଜବତ ବାଣ ଚାଲାଣ ମାମଲାରେ ବଦନାମୀ ପରେ ବେଗୁନିଆ ଆଇଆଇସିଙ୍କ ବଦଳି

ଖୋର୍ଦ୍ଧା: ସୋମବାର ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ବେଗୁନିଆ ଥାନା ଆଇଆଇସି ବିଶ୍ୱଜିତ ରାଉତରାୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ଶନିବାର ରାତିରେ ଥାନା ପରିସରରୁ ଜବତ ହୋଇଥିବା ବାଣ ଓ ମଦ ଚୋରା ଚାଲାଣ ହେଉଥିବା ଖବର ପରେ ଏହା ସ୍ପଷ୍ଟ ହୋଇଛି। ବେଗୁନିଆ ଥାନା ପୁଲିସର ଏକ ଟିମ୍…

ଫିଟୁଛି ଲେଡି ଲୁଟିଆ ମୁସ୍କାନର ଗୁମର

ଭୁବନେଶ୍ୱର: ଅକ୍ଟୋବର ୧୪ରେ ଟ୍ରେନ୍ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସରିଫା ଖାତୁନ ଓରଫ ମୁସ୍କାନକୁ ଗିରଫ କରାଯାଇଛି। ଏହା ପରଠାରୁ ମୁସ୍କାନର ବିଭିନ୍ନ ଗୁମର ଫିଟିବାରେ ଲାଗିଛି। ଏହାରି ଭିତରେ ମୁସ୍କାନର ଭବ୍ୟ ଜୀବନଶୈଳୀର ଅନେକ ଭିଡିଓ ସାମ୍ନାକୁ ଆସିଛି।…