Latest Odisha News
Browsing Category

ଫିଚର

ବୋହୂ ରାଧିକାଙ୍କ ସହ କେଦାରନାଥ ଦର୍ଶନ କଲେ ମୁକେଶ ଅମ୍ବାନୀ; ଦାନ କଲେ ୫ କୋଟି ଟଙ୍କା

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀ ଓ ତାଙ୍କର ପରିବାର କେଦାରନାଥ ଦର୍ଶନ କରିବା ପାଇଁ ଆସିଥିଲେ । ଏହି ଅବସରରେ ତାଙ୍କର ବୋହୂ ରାଧିକାଙ୍କ ସମେତ ଅନ୍ୟ ସଦସ୍ୟମାନେ ମଧ୍ୟ ଆସିଥିଲେ । ପ୍ରଭୁଙ୍କ ଦର୍ଶନ କରିବା ପରେ ସେମାନେ ପୂଜାର୍ଚ୍ଚନା କରିଥିଲେ । ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ…

ଇସ୍ରାଏଲ-ହମାସ ଯୁଦ୍ଧ: ଆତଙ୍କୀଙ୍କୁ ଧୁଳି ଚଟାଉଛନ୍ତି ଦୁଇ ଗୁଜୁରାଟୀ ଝିଅ

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଆତଙ୍କୀ ବୁହାଉଛନ୍ତି ରକ୍ତର ନଦୀ। ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି। ପାଲେଷ୍ଟାଇନ ଓ ଇସ୍ରାଏଲ କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ୫ଦିନର ଯୁଦ୍ଧ ଭିତରେ ୨୩୦୦ ଲୋକଙ୍କ ଜୀବନ ଗଲାଣି। ସେଥିମଧ୍ୟରୁ ପ୍ରାୟ ୧,୨୦୦ ଇସ୍ରାଏଲ…

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ଦିଆଯାଇନି ନିର୍ଦ୍ଦେଶ: ରାଜ୍ୟ ନୋଡାଲ ଅଫିସର

ଭୁବନେଶ୍ବର: ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ନଦିଆଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନୋଡାଲ ଅଫିସର,ପିଏମ ପୋଷଣ(ମଧ୍ୟାନ୍ନ ଭୋଜନ) ରଘୁରାମ ଆର୍.ଆୟର । ସେ କହିଛନ୍ତି ଏବେ ଯାଏଁ ମଧ୍ୟାନ୍ନ ଭୋଜନରେ ଅଣ୍ଡା ବନ୍ଦ ପାଇଁ ନିର୍ଦେଶ ଦିଆଯାଇନାହିଁ । ବିଦ୍ୟାଳୟରେ…

ଇସ୍ରାଏଲ-ହମାସ ଯୁଦ୍ଧର ବଡ ଖବର: ଆକ୍ରମଣ ସ୍ଥଳରୁ ମିଳୁଛି ଆଇଏଆଇ ପତାକା

ନୂଆଦିଲ୍ଲୀ:ହମାସ-ଇସ୍ରାଏଲ ଯୁଦ୍ଧକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ହମାସ ଆତଙ୍କୀଙ୍କ ଦ୍ୱାରା ଅପହୃତ ନାଗିରିକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକାର ସ୍ପେଶାଲ ଫୋର୍ସ ପ୍ରସ୍ତୁତ ହୋଇ ଅଛନ୍ତି । ଆମେରିକାର ଏହି ଦୁର୍ଦ୍ଦାନ୍ତ କମାଣ୍ଡୋ ଗାଜାରେ ସ୍ୱତନ୍ତ୍ର ଅପରେସନ କରିବା ପାଇଁ…

ଜି-୨୦ ପରେ ଦିଲ୍ଲୀରେ ପି-୨୦, ଜାଣନ୍ତୁ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀର ଅଭୂତପୂର୍ବ ସଫଳତା ଏବଂ ବୈଶ୍ୱିକ ସମସ୍ୟାର ସମାଧାନରେ ଭାରତର ଅଗ୍ରଣୀ ଭୂମିକାକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଇଛି। ଜି-୨୦ ଶିଖର ସମ୍ମିଳନୀ ପରେ ଭାରତର ସଂସଦ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସମାବେଶ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି…

ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି : ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ ବସ୍  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି  । ପ୍ରଥମ ଦିନରେ ଗଡିଲା ୩୬ଟି ବସ୍ । ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଯୋଡିବ ଏହି ବସ୍  । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ…

ଉଦଳା ଭାଲୁହୁରୁଡ଼ା ଗାଁରେ ଅଘଟଣ: ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାକୁ ହତ୍ୟା !

ଉଦଳା : ସାମାନ୍ୟ ଗେଣ୍ଡୁ ଗଛ ପାଇଁ ଜଘନ୍ୟ ହତ୍ୟାକାଣ୍ଡ। ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି  । ଏମିତି କିଛି ଘଟଣା ଘଟିଛି ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ  । ମୃତକ ସରସ୍ବତୀ ହାଁସଦା ବୋଲି ଜଣାପଡିଛି  । ସୂଚନା ଅନୁସାରେ ଗାଁର ସୀତା…

ମାତା ବୈଷ୍ଣୋ ଦେବୀଙ୍କ ଗୁମ୍ପାରେ ଲୁଚିରହିଛି ଏହି ରହସ୍ୟ : ଭକ୍ତମାନଙ୍କ ପାଇଁ କେବେଠୁ ଆରମ୍ଭ ହେଲା ଏହି…

ନୂଆଦିଲ୍ଲୀ:  ଚିତ୍ରକୂଟ ପର୍ବତ ଉପରେ ଏକ ସୁନ୍ଦର ପ୍ରାଚୀନ ଗୁମ୍ଫାରେ ରହିଛି ମାଆ ବୈଷ୍ଣୋ ଦେବୀଙ୍କ ପବିତ୍ର ମନ୍ଦିର । ଯାହାକି ବୈଷ୍ଣୋ ଦେବୀ ମାତା ଭାବରେ ଜଣାଶୁଣା  ।  ଯାହାଙ୍କୁ ମହାକାଳୀ , ମହାଲକ୍ଷ୍ମୀ ଏବଂ ମହା ସରସ୍ୱତୀଙ୍କର ଅବତାର ବୋଲି ବିବେଚନା କରାଯାଏ । ଭାରତର ଅନ୍ୟାନ୍ୟ…

ମନେ ପଡନ୍ତି ଅକ୍ଷୟ: ଆଜି ଖୋକା ଭାଇଙ୍କ ଜନ୍ମ ଜୟନ୍ତୀ, ଅଭୂଲା ମନଛୁଆଁ ସଙ୍ଗୀତକୁ ଆଜି ବି ଝୁରୁଛନ୍ତି ଦର୍ଶକ

କଟକ: ଓଡିଆ ସଙ୍ଗୀତ ଜଗତର ବେତାଜ ବାଦଶାହ । ଓଡିଆ ଆଧୁନିକ ସୁଗମ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ସେ  । ହଁ ଆଜ୍ଞା ଆମେ କହୁଛୁ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କଥା । ଖୋକା ଭାଇ ନାମରେ ସେ ସମସ୍ତଙ୍କ ନିକଟରେ ଜଣାଶୁଣା  । ଆଜି ହେଉଛି ତାଙ୍କର ଜନ୍ମ ଜୟନ୍ତୀ  । ୧୯୩୬…

ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ କଞ୍ଚା ଅମୃତଭଣ୍ଡା, ଆସନ୍ତୁ ଜାଣିବା…

ଭୁବନେଶ୍ୱର: କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ ରଖିବାରେ କଞ୍ଚା ଅମୃତଭଣ୍ଡା ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଜଣ୍ଡିସ୍ ହେଲେ ଲିଭର୍ ଦୁର୍ବଳ…