Latest Odisha News

BREAKING NEWS

Browsing Category

ଫିଚର

ଆଜିଠାରୁ ୪ ଦିନିଆ ଆଇଟି ଏକ୍ସପୋ-୨୦୨୩

ଭୁବନେଶ୍ୱର: ଆଇଟି ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଆୟୋଜିତ ସୂଚନା ପ୍ରଯୁକ୍ତି ବିଦ୍ୟା ଏକ୍ସପୋ-୨୦୨୩ ଭୁବନେଶ୍ୱର ଜନତା ମଇଦାନରେ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ…

ସ୍କ୍ୱାଶ, ତୀରନ୍ଦାଜୀରେ ସ୍ୱର୍ଣ୍ଣ: ଭାରତର ପଦକ ସଂଖ୍ୟା ୮୬ରେ ପଂହଚିଲା

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତ ତାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ୨୦୧୮ ଏସିଆଡରେ ଭାରତ ସର୍ବାଧିକ ୭୦ ପଦକ ଜିତିଥିଲା । ଚଳିତ ସଂସ୍କରଣରେ ଭାରତର ପଦକ ସଂଖ୍ୟା ୮୬ରେ ପଂହଚିଛି । ୧୨ତମ ଦିବସରେ ଭାରତୀୟ ଆଥଲେଟ ୩ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ଜିତିଛନ୍ତ ।…

ଗାଧୋଇବା ବେଳେ ବୁଡିଗଲା ଏକମାତ୍ର ପୁଅ: ତିନିଦିନ ପରେ ମିଳିଲା ଶବ

ଜଗତସିଂହପୁର:  ନଦୀରେ ଗାଧୋଇବା ହେଲା କାଳ। କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇ ୨୨ ବର୍ଷୀୟ ଯୁବକ ଚିନ୍ମୟ ପ୍ରଧାନ ନଖୋଜ ହୋଇ ଯାଇଥିଲେ । ତିନି ଦିନ ଧରି ଚାଲିଥିଲା ଖୋଜାଖୋଜି । ଆଶା ଆଶଙ୍କା ଭିତରେ ଥିଲେ ପରିବାର । ହେଲେ ଆଜି ସେ ସବୁର ଅନ୍ତ ଘଟିଛି । ନିଖୋଜ ଚିନ୍ମୟଙ୍କର ମୃତଦେହ…

ରାସ୍ତା ମଝିରେ ହୁତହୁତ୍ ଜଳିଗଲା କାର

ସୁବର୍ଣ୍ଣପୁର: ରାସ୍ତା ମଝିରେ ଜଳୁଥିଲା କାର । ହୁତ ହୁତ ହୋଇ ଜଳୁଥିଲା । ଭିତରେ ଥିଲେ ଡ୍ରାଇଭର । ସମସ୍ତଙ୍କ ଆଖି ଭୟରେ ବନ୍ଦ ହୋଇ ଯାଇଥିଲା । ତେବେ ଭଗବାନଙ୍କ ଦୟା ଏବଂ ଉପସ୍ଥିତି ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଚାଳକ। ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର…

ଭାରତରେ ଆରମ୍ଭ ହେଲା କ୍ରିକେଟର ମହାକୁମ୍ଭ

ଅହମ୍ମଦାବାଦ: ପ୍ରଶଂସକଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତରେ ଆରମ୍ଭ ହୋଇଯାଇଛି କ୍ରିକେଟ ମହାକୁମ୍ଭ । ଅକ୍ଟୋବର ୫ରୁ ଏହି କ୍ରୀଡା ଏବେ ଭାରତରେ ଏକ ଧର୍ମ ପାଲଟିଯିବ । ଜାତୀୟ ଦଳ ଚାମ୍ପିୟନ ହେବାର ସ୍ୱପ୍ନ ସମସ୍ତଙ୍କୁ ଘାରିବ । କ୍ରୋଧ, ବ୍ୟସ୍ତତା, ଉତ୍କଣ୍ଠା, ଉଲ୍ଲାସ ଓ…

ନରୱେ ଲେଖକ ଓ ନାଟ୍ୟକାର ଜନ ଫେସେଙ୍କୁ ସାହିତ୍ୟ ପାଇଁ ମିଳିଲା ନୋବେଲ ପୁରସ୍କାର

ଷ୍ଟକହୋମ୍ :ସାହିତ୍ୟ କ୍ଷେତ୍ରରେ ନେବେଲ ପୁରସ୍କାର ପାଇଥିବା ଲେଖକଙ୍କ ନାଁ ଘୋଷଣା କରାଯାଇଛି । ୨୦୨୩ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନେବେଲ ପୁରସ୍କାର ପାଇଛନ୍ତି ନରୱେ ଲେଖକ ଓ ନାଟ୍ୟକାର ଜନ ଫେସେ । ଏ ନେଇ ଷ୍ଟକହୋମଠାରେ ଗୁରୁବାର ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି ।…

ଇନ୍ଦିରା ଗାନ୍ଧୀଙ୍କୁ ଜଣେ ମହାପୁରୁଷ କହିଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭୋପାଳ: ଆଜି ମଧ୍ୟପ୍ରଦେଶ ଗସ୍ତରେ ଯାଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏଠାରେ ଧର ଜିଲ୍ଲା ମୋହନଖେଡାଠାରେ ଜୈନ ତୀର୍ଥସ୍ଥାନ ପରିଦର୍ଶନ କରି ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। କିନ୍ତୁ ସେ ଭାଷଣ ଦେଉଥିବା ବେଳେ ଏପରି କିଛି ଭୁଲ କହିଦେଲେ ଯାହାର ଏକ ଭିଡିଓ ସୋସିଆଲ…

୨୦୧୫ ବିଶ୍ୱକପ: ପ୍ରଭାବୀ ପ୍ରଦର୍ଶନ ସତ୍ୱେ ସେମିରୁ ଭାରତ ବିଦା

୨୦୧୧ ବିଶ୍ୱକପ କ୍ରିକେଟରେ ଭାରତ ବିଜୟୀ ହେବା ପରେ ପ୍ରଶଂସକଙ୍କ ନଜର ୨୦୧୫ ବିଶ୍ୱକପରେ ରହିଥିଲା । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ବିଶ୍ୱକପ ଆୟୋଜିତ ହୋଇଥିଲା । ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା । ଫାଇନାଲରେ ନ୍ୟୁଜିଲାଣ୍ଡକୁ…

ସଞ୍ଜୟ ସିଂହଙ୍କୁ କୋର୍ଟରେ ହାଜର କରାଇଲା ଇଡି; ୧୦ ଦିନ ରିମାଣ୍ଡ ମାଗିଲା

ନୂଆଦିଲ୍ଲୀ:ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହଙ୍କୁ ଇଡି ଗୁରୁବାର ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରିଥିଲା । ସେଠାରେ ସଞ୍ଜୟ ସିଂହଙ୍କ ଓକିଲଙ୍କୁ ରିମାଣ୍ଡ କପି ଦିଆ ଯାଇଥିଲା । ଶୁଣାଣି ସମୟରେ ସଞ୍ଜୟ ସିଂହଙ୍କ ଓକିଲ ମୋହିତ ମାଥୁର କୋର୍ଟଙ୍କୁ…

ଖୁବ ଶୀଘ୍ର ଘୋଷଣା ହୋଇପାରେ ୫ ରାଜ୍ୟର ନିର୍ବାଚନ ତାରିଖ, ଆସନ୍ତାକାଲି ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଘୋଷଣା ହୋଇପାରେ ପାଞ୍ଚଟି ରାଜ୍ୟର ଆସନ୍ତା ବିଧାନସଭା ନିର୍ବାଚନ ତାରିଖ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗଣତାନ୍ତ୍ରିକ ପ୍ରକ୍ରିୟାର ସୁଗମ ଆଚରଣ ପାଇଁ ରଣନୀତି ଚୂଡାନ୍ତ କରିବାକୁ ନିର୍ବାଚନ ଆୟୋଗ ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କର ବୈଠକ ଡାକିଛନ୍ତି।…