Latest Odisha News

BREAKING NEWS

Browsing Category

ଫିଚର

କାହିଁକି ଛାତ୍ର ସଂସଦ ନିର୍ବାଚନ ବାତିଲ କଲ, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଗୁରୁବାର ଓଡ଼ିଶା ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଦାୟର ପିଟିସନର ଶୁଣାଣି କରି ଏହି ନୋଟିସ୍ ଜାରି କରାଯାଇଛି।…

SCB ମେଡିକାଲରେ ମ୍ୟୁଜିକ ଥେରାପି, ICU ଭିତରେ ୨୪ ଘଣ୍ଟା ବାଜିବ ଜଗନ୍ନାଥ ଭଜନ

କଟକ: ଏସସିବିର ଆଇସିୟୁରେ ୨୪ ଘଣ୍ଟା ବାଜିବ ଜଗନ୍ନାଥ ଭଜନ। ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦିଆଯିବ ମ୍ୟୁଜିକ୍‌ ଥେରାପି। ଆଇସିୟୁ ଭିତରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ। ଫଳରେ ରୋଗୀ ଓ କର୍ମଚାରୀଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ…

ରାହୁଲଙ୍କୁ ରାବଣ କହିଲା ବିଜେପି, କଂଗ୍ରେସ କହିଲା ହିଂସା ସୃଷ୍ଟି କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: ବିଜେପି ଗୁରୁବାର ଦିନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛି ଯେଉଁଥିରେ ରାହୁଲ ଗାନ୍ଧୀଙ୍କୁ ରାମାୟଣର ଦଶମୂଖୀ ରାକ୍ଷସ ରାଜା ରାବଣ ଭାବେ ଦର୍ଶାଯାଇଛି। ବିଜେପିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏହି ପୋଷ୍ଟରେ ନୂଆ ଯୁଗର ରାବଣ ଏଠାରେ ଅଛନ୍ତି ବୋଲି…

୫ ଦିନିଆ ରିମାଣ୍ଡରେ ଗଲେ ସଞ୍ଜୟ ସିଂହ, କହିଲେ ମୋଦୀ ଆଦାନୀଙ୍କ ଚାକାର

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗୁରୁବାର ୫ ଦିନିଆ ଇଡି ରିମାଣ୍ଡରେ ପଠାଇ ଦିଆଯାଇଛି। ଦିଲ୍ଲୀସ୍ଥିତ ବାସଭବନରେ ଇଡି ଅଧିକାରୀମାନେ ଦିନ ତମାମ ଜେରା କରିବା ପରେ ବୁଧବାର ତାଙ୍କୁ ଗିରଫ କରାଯାଇଥିଲା। ସଞ୍ଜୟ ସିଂହଙ୍କ ଗିରଫଦାରୀ ରାଜନୈତିକ…

ଆନ୍ଧ୍ରରେ ଚନ୍ଦ୍ରବାବୁଙ୍କୁ ସାଇଡ କରି ବିଜେପି ସହ ମେଣ୍ଟ କରିବେ ଜଗନ!

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି ଆନ୍ଧ୍ରପ୍ରଦେଶ ରାଜନୀତି ସେତିକି ସରଗରମ ହେଉଛି। ଟିଡିପି ମୁଖ୍ୟ ତଥା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ ହେବା ପରେ ରାଜ୍ୟ ରାଜନୀତି ଆହୁରି ତୀଵ୍ର ହୋଇଛି। ସେପଟେ ବିଜେପି ସହ ସମ୍ପର୍କ ଦୃଢ କରିବାକୁ ଉଭୟ ଶାସକ…

ସନ୍ତୋଷ ଟ୍ରଫି:୨୨ ଜଣିଆ ଓଡିଶା ଫୁଟବଲ ଦଳ ଘୋଷିତ

ଭୁବନେଶ୍ୱର: ସନ୍ତୋଷ ଟ୍ରଫି ପାଇଁ ଗୁରୁବାର ଓଡିଶା ଫୁଟବଲ ଆସୋସିଏଶନ ୨୨ଜଣିଆ ଦଳ ଘୋଷଣା କରାଯାଇଛି । ଗ୍ରୁପ ବିରେ ସ୍ଥାନ ପାଇଥିବା ଓଡିଶା ପଞ୍ଜାବରେ ଅକ୍ଟୋବର ୯ରୁ ୧୮ ପର୍ଯ୍ୟନ୍ତ ୨ଟି ଭେନ୍ୟୁରେ ତାର ମ୍ୟାଚଗୁଡିକ ଖେଳିବ । ୯ରେ ପଶ୍ଚିମବଙ୍ଗ ବିପକ୍ଷରେ ଓଡିଶା ତାର ଅଭିଯାନ ଆରମ୍ଭ କରିବ ।…

ଆଜିଠାରୁ ୪ ଦିନିଆ ଆଇଟି ଏକ୍ସପୋ-୨୦୨୩

ଭୁବନେଶ୍ୱର: ଆଇଟି ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଆୟୋଜିତ ସୂଚନା ପ୍ରଯୁକ୍ତି ବିଦ୍ୟା ଏକ୍ସପୋ-୨୦୨୩ ଭୁବନେଶ୍ୱର ଜନତା ମଇଦାନରେ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ…

ସ୍କ୍ୱାଶ, ତୀରନ୍ଦାଜୀରେ ସ୍ୱର୍ଣ୍ଣ: ଭାରତର ପଦକ ସଂଖ୍ୟା ୮୬ରେ ପଂହଚିଲା

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତ ତାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ୨୦୧୮ ଏସିଆଡରେ ଭାରତ ସର୍ବାଧିକ ୭୦ ପଦକ ଜିତିଥିଲା । ଚଳିତ ସଂସ୍କରଣରେ ଭାରତର ପଦକ ସଂଖ୍ୟା ୮୬ରେ ପଂହଚିଛି । ୧୨ତମ ଦିବସରେ ଭାରତୀୟ ଆଥଲେଟ ୩ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ଜିତିଛନ୍ତ ।…

ଗାଧୋଇବା ବେଳେ ବୁଡିଗଲା ଏକମାତ୍ର ପୁଅ: ତିନିଦିନ ପରେ ମିଳିଲା ଶବ

ଜଗତସିଂହପୁର:  ନଦୀରେ ଗାଧୋଇବା ହେଲା କାଳ। କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇ ୨୨ ବର୍ଷୀୟ ଯୁବକ ଚିନ୍ମୟ ପ୍ରଧାନ ନଖୋଜ ହୋଇ ଯାଇଥିଲେ । ତିନି ଦିନ ଧରି ଚାଲିଥିଲା ଖୋଜାଖୋଜି । ଆଶା ଆଶଙ୍କା ଭିତରେ ଥିଲେ ପରିବାର । ହେଲେ ଆଜି ସେ ସବୁର ଅନ୍ତ ଘଟିଛି । ନିଖୋଜ ଚିନ୍ମୟଙ୍କର ମୃତଦେହ…

ରାସ୍ତା ମଝିରେ ହୁତହୁତ୍ ଜଳିଗଲା କାର

ସୁବର୍ଣ୍ଣପୁର: ରାସ୍ତା ମଝିରେ ଜଳୁଥିଲା କାର । ହୁତ ହୁତ ହୋଇ ଜଳୁଥିଲା । ଭିତରେ ଥିଲେ ଡ୍ରାଇଭର । ସମସ୍ତଙ୍କ ଆଖି ଭୟରେ ବନ୍ଦ ହୋଇ ଯାଇଥିଲା । ତେବେ ଭଗବାନଙ୍କ ଦୟା ଏବଂ ଉପସ୍ଥିତି ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଚାଳକ। ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର…