Latest Odisha News

BREAKING NEWS

Browsing Category

ଫିଚର

ଭାରତରେ ଆରମ୍ଭ ହେଲା କ୍ରିକେଟର ମହାକୁମ୍ଭ

ଅହମ୍ମଦାବାଦ: ପ୍ରଶଂସକଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତରେ ଆରମ୍ଭ ହୋଇଯାଇଛି କ୍ରିକେଟ ମହାକୁମ୍ଭ । ଅକ୍ଟୋବର ୫ରୁ ଏହି କ୍ରୀଡା ଏବେ ଭାରତରେ ଏକ ଧର୍ମ ପାଲଟିଯିବ । ଜାତୀୟ ଦଳ ଚାମ୍ପିୟନ ହେବାର ସ୍ୱପ୍ନ ସମସ୍ତଙ୍କୁ ଘାରିବ । କ୍ରୋଧ, ବ୍ୟସ୍ତତା, ଉତ୍କଣ୍ଠା, ଉଲ୍ଲାସ ଓ…

ନରୱେ ଲେଖକ ଓ ନାଟ୍ୟକାର ଜନ ଫେସେଙ୍କୁ ସାହିତ୍ୟ ପାଇଁ ମିଳିଲା ନୋବେଲ ପୁରସ୍କାର

ଷ୍ଟକହୋମ୍ :ସାହିତ୍ୟ କ୍ଷେତ୍ରରେ ନେବେଲ ପୁରସ୍କାର ପାଇଥିବା ଲେଖକଙ୍କ ନାଁ ଘୋଷଣା କରାଯାଇଛି । ୨୦୨୩ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନେବେଲ ପୁରସ୍କାର ପାଇଛନ୍ତି ନରୱେ ଲେଖକ ଓ ନାଟ୍ୟକାର ଜନ ଫେସେ । ଏ ନେଇ ଷ୍ଟକହୋମଠାରେ ଗୁରୁବାର ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି ।…

ଇନ୍ଦିରା ଗାନ୍ଧୀଙ୍କୁ ଜଣେ ମହାପୁରୁଷ କହିଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭୋପାଳ: ଆଜି ମଧ୍ୟପ୍ରଦେଶ ଗସ୍ତରେ ଯାଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏଠାରେ ଧର ଜିଲ୍ଲା ମୋହନଖେଡାଠାରେ ଜୈନ ତୀର୍ଥସ୍ଥାନ ପରିଦର୍ଶନ କରି ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। କିନ୍ତୁ ସେ ଭାଷଣ ଦେଉଥିବା ବେଳେ ଏପରି କିଛି ଭୁଲ କହିଦେଲେ ଯାହାର ଏକ ଭିଡିଓ ସୋସିଆଲ…

୨୦୧୫ ବିଶ୍ୱକପ: ପ୍ରଭାବୀ ପ୍ରଦର୍ଶନ ସତ୍ୱେ ସେମିରୁ ଭାରତ ବିଦା

୨୦୧୧ ବିଶ୍ୱକପ କ୍ରିକେଟରେ ଭାରତ ବିଜୟୀ ହେବା ପରେ ପ୍ରଶଂସକଙ୍କ ନଜର ୨୦୧୫ ବିଶ୍ୱକପରେ ରହିଥିଲା । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ବିଶ୍ୱକପ ଆୟୋଜିତ ହୋଇଥିଲା । ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା । ଫାଇନାଲରେ ନ୍ୟୁଜିଲାଣ୍ଡକୁ…

ସଞ୍ଜୟ ସିଂହଙ୍କୁ କୋର୍ଟରେ ହାଜର କରାଇଲା ଇଡି; ୧୦ ଦିନ ରିମାଣ୍ଡ ମାଗିଲା

ନୂଆଦିଲ୍ଲୀ:ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହଙ୍କୁ ଇଡି ଗୁରୁବାର ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରିଥିଲା । ସେଠାରେ ସଞ୍ଜୟ ସିଂହଙ୍କ ଓକିଲଙ୍କୁ ରିମାଣ୍ଡ କପି ଦିଆ ଯାଇଥିଲା । ଶୁଣାଣି ସମୟରେ ସଞ୍ଜୟ ସିଂହଙ୍କ ଓକିଲ ମୋହିତ ମାଥୁର କୋର୍ଟଙ୍କୁ…

ଖୁବ ଶୀଘ୍ର ଘୋଷଣା ହୋଇପାରେ ୫ ରାଜ୍ୟର ନିର୍ବାଚନ ତାରିଖ, ଆସନ୍ତାକାଲି ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଘୋଷଣା ହୋଇପାରେ ପାଞ୍ଚଟି ରାଜ୍ୟର ଆସନ୍ତା ବିଧାନସଭା ନିର୍ବାଚନ ତାରିଖ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗଣତାନ୍ତ୍ରିକ ପ୍ରକ୍ରିୟାର ସୁଗମ ଆଚରଣ ପାଇଁ ରଣନୀତି ଚୂଡାନ୍ତ କରିବାକୁ ନିର୍ବାଚନ ଆୟୋଗ ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କର ବୈଠକ ଡାକିଛନ୍ତି।…

ସହପାଠୀ ପ୍ରତ୍ୟୁଷାଙ୍କୁ ବିବାହ କରିବା ପାଇଁ ବିଜୟଶଙ୍କରଙ୍କ ଆବେଦନ; ସୋମାଲିକା କହିଲେ, ‘ଛାଡ଼ିବିନି’

ଭୁବନେଶ୍ୱର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ତାଙ୍କର ପୂ୍ର୍ବ ପ୍ରେମିକା ତଥା ବାନ୍ଧବୀ ସୋମାଲିକା । ବିଜୟଶଙ୍କରଙ୍କ ବିବାହ କଥା ଶୁଣି ସୋମାଲିକା କହିଛନ୍ତି, ‘ବିଜୟଙ୍କୁ ମୁଁ…

ପାର୍ବଣରେ ସୁନା କିଣିବା ଲାଭ ନା କ୍ଷତି ! ପଢ଼ନ୍ତୁ…

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ସୁନା କିଣିବାକୁ ଚାହୁଁଛନ୍ତି କି ? ସୁନା କିଣିବା ପୂର୍ବରୁ ସୁନାର ଦର କେତେ ବୃଦ୍ଧି ପାଉଛି, କେଉଁ ମାସରେ ହ୍ରାସ ହେଉଛି ଏବଂ କେଉଁ ସମୟରେ କିଣିବା ଉଚିତ୍ ସେ ବିଷୟରେ ଆପଣ ଜାଣିବା ଆବଶ୍ୟକ। ଭାରତରେ ପ୍ରତ୍ୟେକଙ୍କ ଘରେ ସୁନା ପାଇଁ କିଛି ଟଙ୍କା ସଞ୍ଚୟ କରନ୍ତି…

ସିକ୍କିମ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସହିଦ

ଢେଙ୍କାନାଳ:ସବୁ ଅପେକ୍ଷାର ଅନ୍ତ ଘଟିଲା । ସବୁ ଆଶା.. ସ୍ୱପ୍ନ..ଆଖି ଲୁହରେ ଧୋଇଗଲା । ଶେଷରେ ଖବର ଆସିଲା ସିକ୍ମିମରେ ପ୍ରଳୟଙ୍କରୀ ବର୍ଷାରେ ନିଖୋଜ ହୋଇଥିବା ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଏ ନେଇ ସହିଦ ସରୋଜ ଦାସଙ୍କ ପରିବାର ପକ୍ଷରୁ ସୂଚନା ଦିଆ ଯାଇଛି । ପରିବାର ଲୋକେ ବି…

ବାଣ ଉପରେ ଚଢିଗଲା କାର: ଭୟଙ୍କର ବିସ୍ଫୋରଣରେ ଗାଡ଼ି ଛିନଛତ୍ର, ଡାକ୍ତର ଗୁରୁତର

କେନ୍ଦ୍ରାପଡା:ରାସ୍ତାରେ ଶୁଖୁଥିଲା ବାଣ । ଏହି ବାଣ ଉପରେ ଚଢିଗଲା କାର । ଭୟଙ୍କର ବିସ୍ଫୋରଣରେ ଛିନଛତ୍ର ହୋଇଗଲା କାର । ଭିତରେ ବସିଥିବା ଯୁବ ଡାକ୍ତରଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇପଡିଛି । ଏମିତି ଘଟଣା ଆଜି ଘଟିଛି କେନ୍ଦ୍ରାପଡା ଜିଲ୍ଲା ଭରତପୁର ଖଣ୍ଡିଆବନ୍ଧି ଗାଁରେ । ଗୁରୁତର…