Latest Odisha News

BREAKING NEWS

Browsing Category

ଫିଚର

ଏମପିରେ ଆପ ନିର୍ବାଚନ ଲଢୁଛି, କିନ୍ତୁ କଂଗ୍ରେସ ପାଇଁ ପ୍ରଚାର କରୁଛି !

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ ହେଲେ ମଧ୍ୟ ଆମ ଆଦମୀ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ଼ରେ ସବୁ ଶକ୍ତି ଖଟାଇ ଲଢୁଛି। ଉଭୟ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ହୁଏ। ତେଣୁ ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସ ବିଜେପିକୁ…

ସେଞ୍ଚୁରୀ ମାରିବାରେ ସଚିନଙ୍କୁ ପଛରେ ପକାଇଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତ ବନାମ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ବିଶ୍ବକପ ମ୍ୟାଚରେ ରୋହିତ ଶର୍ମା ତିନୋଟି ରେକର୍ଡ ସୃଷ୍ଟି କରିଛନ୍ତି। ଏହି ମ୍ୟାଚରେ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରିଛନ୍ତି। ରୋହିତ ମାତ୍ର ୬୩ ବଲରେ ଶତକ ହାସଲ କରିଛନ୍ତି। ଏହି ଶତକୀୟ ଇନିଂସ ସହିତ ରୋହିତ…

ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ବିଦ୍ରୋହ,ବାଜି ମାରିନେବ କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ବିଜେପି ବହୁ ଆଗରୁ ପ୍ରାର୍ଥୀ ଘୋଷଣା କରିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦଳ ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ନିର୍ବାଚନ ତାରିଖ ଘୋଷଣା ପରେ ମଧ୍ୟ ଆଉ କିଛି ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା…

ଅମୀରଙ୍କ ଆଗାମୀ ଫିଲ୍ମର ନାମ ସିତାରେ ଜମୀନ ପର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାଁ ବୁଧବାର ତାଙ୍କ ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି । ସିତାରେ ଜମୀନ ପର ନାମକ ଏହି ଫିଲ୍ମରେ ଅମୀର ପ୍ରଡ୍ୟୁସର ମଧ୍ୟ ରହିବେ । ତାରେ ଜମୀନ ପର ଏକ ଇମୋଶନାଲ ଫିଲ୍ମ ଥିବା ବେଳେ ଏହି ଫିଲ୍ମ କିନ୍ତୁ ଆପଣମାନଙ୍କୁ ମନୋରଞ୍ଜନ କରାଇବ ବୋଲି…

ମୁଖ୍ୟମନ୍ତ୍ରୀ ଦେଲେ ସ୍କୁଟି, ଓଡ଼ିଶା ମା’ମାନଙ୍କୁ ସଶକ୍ତ କରିବ ମିଶନ ଶକ୍ତି ସ୍କୁଟର ଯୋଜନା

କଳାହାଣ୍ଡି: ଓଡ଼ିଶାର ମାଆମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ସ୍କୁଟି। ଖୁସି ହେଲେ ମହିଳା। କଳାହାଣ୍ଡି ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଆୟୋଜିତ ସଭାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ…

‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶା ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ୩ୟ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରାଳୟ ତତ୍ତ୍ୱାବଧାନରେ National Innovation Foundation ଦ୍ୱାରା ଆୟୋଜିତ ‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶାରୁ ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି। ସେଥିମଧ୍ୟରୁ ଗୋଟିଏ ପ୍ରକଳ୍ପ ସର୍ବଭାରତୀୟ…

ବିଶ୍ବକପରେ ଦ୍ରୁତତମ ୧୦୦୦ ରନ୍ କ୍ଲବରେ ରୋହିତ ଶର୍ମା

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମିଳିତ ଭାବେ ଦ୍ରୁତତମ ବ୍ୟାଟର ଭାବେ ବିଶ୍ୱକପରେ ୧୦୦୦ ରନ୍ ପୂରଣ କରିବାର କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ସେହିପରି ଖବର ଲେଖା ହେବା ସୁଦ୍ଧା ଚଳିତ ଇନିଂସରେ ତିନୋଟି…

ଦୀର୍ଘ ୩୨ ଦିନ ପରେ ପ୍ରତ୍ୟାହୃତ ହେଲା ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ଧାରଣା

ନୂଆପଡ଼ା: ଥମୁନି ବିସ୍ଥାପିତଙ୍କ ଦୁଃଖ, ମିଳୁନି ଉପଯୁକ୍ତ କ୍ଷତିପୂରଣ। ଗୋଟିଏ ପଟେ ଆନ୍ଦୋଳନ ଉପରେ ଆନ୍ଦୋଳନ। ଅନ୍ୟପଟେ ଅଧିକାରୀ, ଦଲାଲ ବର୍ଷ ବର୍ଷ ଧରି ଦୁର୍ନୀତି କରି ମାଲାମାଲ। ଭିଟାମାଟି ହରାଇ ସର୍ବସ୍ୱାନ୍ତ ବିସ୍ଥାପିତ। ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ ସମସ୍ୟା ଥମିବା…

କଟକ-ଅନୁଗୋଳ-ସମ୍ବଲପୁର ରାଜପଥ ଓ ତାଳଚେର-କାମାକ୍ଷାନଗର ବାଇପାସ ଖୁବ ଶୀଘ୍ର ଶେଷ ହେବ- ପ୍ରତିଶ୍ରୁତି ଦେଲେ ପରିବହନ…

ନୂଆଦିଲ୍ଲୀ: ଜାତୀୟ ରାଜପଥ ପ୍ରକଳ୍ପ ପ୍ରସଙ୍ଗ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀଙ୍କ ସହ କଟକ-ଅନୁଗୋଳ-ସମ୍ବଲପୁର ରାଜପଥ, ରିଙ୍ଗ୍ ରୋଡ୍, କୋଷ୍ଟାଲ ହାଇଓ୍ୱେ, ରାଜଧାନୀ ରିଙ୍ଗ୍ ରୋଡ୍ ପ୍ରକଳ୍ପ…

JPNIC ଗେଟରେ ତାଲା ପକାଇଲା LDA; ଗେଟ ଡେଇଁ ଭିତରେ ପଶିଲେ ଅଖିଳେଶ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ବୁଧବାର ଜୟପ୍ରକାଶ ନାରାୟଣଙ୍କ ଜନ୍ମ ବାର୍ଷିକୀରେ ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଲକ୍ଷ୍ନୌର ଜେପିଏନଆଇସିରେ ପହଞ୍ଚିଥିଲେ। ଅଖିଳେଶ ପହଞ୍ଚିବା ପରେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ ଅଟକାଇବାରୁ ଅଖିଳେଶ ରାଗିଯାଇ ଫାଟକ ଉପରେ ଚଢ଼ି…