Latest Odisha News

BREAKING NEWS

Browsing Category

ଫିଚର

ଉପକୂଳକୁ ବାତ୍ୟା ଓ ବଜ୍ରପାତ ଜନିତ ମୃତ୍ୟୁରୁ ରକ୍ଷା ପାଇଁ ଅଧିକ ବୁଦା ଓ ତାଳଗଛ ରୋପଣ ଉପରେ ମୁଖ୍ୟ ଶାସନ ସଚିବଙ୍କ…

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପକୂଳକୁ ବାତ୍ୟା ଓ ବଜ୍ରପାତ ଜନିତ ମୃତ୍ୟୁରୁ ରକ୍ଷା କରିବା ପାଇଁ ଯଥାକ୍ରମେ ଅଧିକ ବୁଦା ଓ ତାଳଗଛ ରୋପଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ତୃତୀୟ ବୈଠକରେ…

ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ: ଗାଜା ଆକାଶରୁ ଲଗାତାର ବର୍ଷୁଛି ବୋମା, ୨,୧୦୦ଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଛାତି ଥରି ଗଲା ପରି ଦୃଶ୍ୟମାନ ସାମ୍ନାକୁ ଆସୁଛ । ଯୁଦ୍ଧ ଶେଷ ହେବାର  କୌଣସି ଆଭାସ ମିଳୁନି । ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି । ପାଲେଷ୍ଟାଇନ ଓ ଇସ୍ରାଏଲ କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ୫ଦିନର ଯୁଦ୍ଧ ଭିତରେ ୨୧୦୦…

ମ୍ୟାଚ ବେଳେ ଦର୍ଶକଙ୍କ ହୃଦୟ ଜିତିଲା କୋହଲିଙ୍କ ଭାବଭଙ୍ଗୀ, ତୁଟିଲା ନବୀନଙ୍କ ସହ କଳି!

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ପରଠାରୁ ବିରାଟ କୋହଲି ଏବଂ ଆଫଗାନିସ୍ତାନର ନବୀନ ଉଲ ହକ ମଧ୍ୟରେ ବିବାଦ ଲାଗି ରହିଥିଲା। ଟୁର୍ଣ୍ଣାମେଣ୍ଟରେ କିଛି ଘଟଣା ଘଟିଥିଲା, ଯାହା ପରେ ସୋସିଆଲ ମିଡିଆରେ ଏହି ଦୁଇ ଖେଳାଳିଙ୍କ ବିଷୟରେ ଅନେକ ସମୟରେ ଚର୍ଚ୍ଚା ହୋଇଆସୁଛି। ଚଳିତ ବିଶ୍ୱକପରେ ମଧ୍ୟ ବୁଧବାର…

ନର୍ଥ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର, ଅନେକ ଯାତ୍ରୀ ଫସି ରହିଥିବା ସୂଚନା

ନୂଆଦିଲ୍ଲୀ: ଦିଲ୍ଲୀରୁ କାମାକ୍ଷାକୁ ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସ ବିହାରର ବୁକ୍ସରରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଟ୍ରେନର ଅନେକ ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ଡିଡିୟୁ ପାଟନା ରେଳ ବିଭାଗର ରଘୁନାଥପୁର ଷ୍ଟେସନରେ ଘଟିଛି। ଆହତଙ୍କ…

ଇସ୍ରାଏଲରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହେଲା ଅପରେଶନ ଅଜୟ

ନୂଆଦିଲ୍ଲୀ: ଇସ୍ରାଏଲର ଯୁଦ୍ଧ ଭରା ପରିସ୍ଥିତିରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଅପରେଶନ ଅଜୟ ଅଭିଯାନ ଆରମ୍ଭ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଟୁଇଟ କରି ଏ ସମ୍ପର୍କରେ ଜଣାଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଭାବେ ସମସ୍ତ ଉଦ୍ୟମ କରାଯିବ…

ଯୁବତୀଙ୍କୁ ସିଗାରେଟ ଟାଣୁଥିବା ଦେଖି କାଫେରେ ନିଆଁ ଲଗାଇ ଦେଲେ ୭୦ ବର୍ଷୀୟ ବୃଦ୍ଧ

ଇନ୍ଦୋର: ଏଠାରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ରିପୋର୍ଟ ମୁତାବକ ଏକ କାଫେରେ ଜଣେ ଯୁବତୀଙ୍କୁ ସିଗାରେଟ ଟାଣୁଥିବା ଦେଖି ୭୦ ବର୍ଷୀୟ ବୃଦ୍ଧ ରାଗି ଯାଇଥିଲେ । ସେ ରାତିରେ କାଫେରେ ନିଆଁ ଲଗାଇ ଦେଇଥିଲେ । ସିସିଟିଭି ଫୁଟେଜରେ ଏହା ଜଣା…

ରୋହିତଙ୍କ ବିସ୍ଫୋରକ ବ୍ୟାଟିଂରେ ଆଫଗାନିସ୍ତାନ ଧରାଶାୟୀ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ କ୍ରିକେଟରେ ଭାରତର ବିଜୟ ଅଭିଯାନ ଜାରୀ ରହିଛି । ବୁଧବାର ଅନୁଷ୍ଠିତ ମୁକାବିଲାରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୮ ୱିକେଟରେ ଏକତରଫା ଭାବେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପୂର୍ବରୁ ଅଷ୍ଟ୍ରେଲିଆକୁ ହରାଇ ଭାରତ ତାର ଅଭିଯାନ ଆରମ୍ଭ କରିଥିଲା ।…

କଲ୍କୀ ୨୮୯୮ର ଅମିତାଭଙ୍କ ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: କଲ୍କୀ ୨୮୯୮ ଫିଲ୍ମକୁ ୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ଭାବେ ବିବେଚନା କରାଯାଉଛି । ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଫାଷ୍ଟଲୁକ ଆଜି ଜାରୀ କରାଯାଇଛି । ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଅବସରରେ ମେକର୍ସଙ୍କ ପକ୍ଷରୁ ଏହାକୁ ଜାରୀ କରାଯାଇଛି । ଏଥିରେ ଲେଖାଯାଇଛି ଆପଣଙ୍କ ଯାତ୍ରାର…

ସାଇବର ଅପରାଧ ରୋକିବାକୁ ପ୍ରୟାସ, କର୍ମଶାଳା ଜରିଆରେ ଗୁଣୁପୁର ପୋଲିସର ସଚେଚନତା

ରାୟଗଡ଼ା: ଆଜି ଗୁଣୁପୁର ମହାବିଦ୍ୟାଳୟରେ ସାଇବର ଅପରାଧ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇବର ଅପରାଧକୁ କିପରି ରୋକାଯାଇ ପାରିବ ତାଉପରେ ଉପସ୍ଥିତ କଲେଜ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ। ଅନ୍ୟମାନଙ୍କ…

ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶେଷ ଦିନ, ବଡ଼ଦାଣ୍ଡରେ ବିଜେଡିର ବିରାଟ ଶୋଭାଯାତ୍ରା

ପୁରୀ: ବଡ଼ଦାଣ୍ଡରେ ବିଜେଡିର ବିଶାଳ ରୋଡ ଶୋ ଦେଖିବାକୁ ମିଳିଛି। ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶେଷ ଦିନ। ଆଉ ଏହି ଜନସମ୍ପର୍କ ପଦଯାତ୍ରାରେ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତିଙ୍କ ପାୱାର ଶୋ' ଦେଖିବାକୁ ମିଳିଛି। ପନ୍ଦର ହଜାରରୁ ଅଧିକ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ନରେନ୍ଦ୍ର…