Latest Odisha News

BREAKING NEWS

Browsing Category

ଫିଚର

ଲାଇଭ ସୋ’ ବେଳେ ବାଡାବାଡି ହେଲେ ଦୁଇ ପାକ୍ ନେତା: ଦେଖୁଥିଲା ସାରା ବିଶ୍ୱ

ଇସଲାମବାଦ: ପୁଣି ପାକିସ୍ତାନର ଅଭଦ୍ରାମୀ ସାମ୍ନାକୁ ଆସିଲା । ଏଥର ଭାରତ ବିରୋଧରେ ବିଷୋଦଗାର କରି ନୁହେଁ ବରଂ ନିଜ ନିଜ ଉପରକୁ କାଦୁଅ ଛାଟି ପଦାରେ ପକାଇଛି ନିଜର ଦୁର୍ଗୁଣ । ପାକିସ୍ତାନରେ ଏକ ରାଜନୈତିକ ଟକ ସୋ ଚାଲିଥାଏ ଟିଭିରେ । ସୋର ଲାଇଭ ଚାଲିଥାଏ । ହଠାତ ଦେଖିବାକୁ ମିଳିଲା…

ରତ୍ନଭଣ୍ଡାର ମରାମତି ମାମଲା: ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରତ୍ନଭଣ୍ଡାର ମରାମତି ସମ୍ପର୍କିତ ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ । ରତ୍ନଭଣ୍ଡାର ମରାମତି ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି । ଏହି କମିଟି ୨ ମାସ ମଧ୍ୟରେ ଗଠନ କରାଯିବ । ଏମିତି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରତ୍ନଭଣ୍ଡାର ମାମଲାର ଶୁଣାଣି କରି ହାଇକୋର୍ଟ ଶ୍ରୀମନ୍ଦିର…

କାବେରୀ ବିବାଦ: କର୍ଣ୍ଣାଟକ ବନ୍ଦ, ବିଭିନ୍ନ ସଙ୍ଗଠନର ସମର୍ଥନ

ବେଙ୍ଗାଲୁରୁ : ଥମୁନି କାବେରୀ ନଦୀ ଜଳ ବିବାଦ । ତାମିଲନାଡ଼ୁକୁ କାବେରୀ ନଦୀ ଜଳ ଛାଡ଼ିବା ବିରୋଧରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ କରାଯାଉଛି  । ଆଜି ଏନେଇ କର୍ଣ୍ଣାଟକରେ ବନ୍ଦ ପାଳନ କରାଯାଉଛି  ।  ବିଭିନ୍ନ କନ୍ନଡ ଚାଷୀ ସଂଗଠନ ଏହାକୁ ସମର୍ଥନ କରୁଛନ୍ତି   । ରାଜ୍ୟର ସମସ୍ତ ହୋଟେଲ,…

ଶୀତ ଦିନ ପାଇଁ ୱିଣ୍ଟର ଆକ୍ସନ ପ୍ଲାନ ଜାରି: ଯାଞ୍ଚ ହେବ ଗାଡି, ଫୁଟିବନି ଆତସବାଜି

ନୂଆଦିଲ୍ଲୀ: ଆସୁଛି ଶୀତ ଋତୁ। ଶୀତ ଦିନେ ଦିଲ୍ଲୀରେ ବାୟୁ ପ୍ରଦୂଷ ବୃଦ୍ଧି ହୁଏ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରତିବର୍ଷ କିଛି ନା କିଛି ପଦକ୍ଷେପ ନେଇଥାନ୍ତି। ଚଳିତ ବର୍ଷ ବାୟୁ ପ୍ରଦୂଷଣରୁ ଆଶ୍ୱସ୍ତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ସାମ୍ବାଦିକ…

ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲିବା ନିଷ୍ପତ୍ତି

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୯.୮୫ ଫୁଟ୍ ରହିଥିଲା। ରୁଲ୍ କର୍ଭ ଅନୁସାରେ ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖରେ ହୀରାକୁଦ…

ମୁହାଁମୁହିଁ ପିଟି ହେଲା ଦୁଇ ବାଇକ, ଚାଲିଗଲା ୩ ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ।  ଆଜି ସକାଳେ  ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ୩ ଜୀବନ । ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି ।  ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ ଜଣ ପୁରୁଷଙ୍କ ସମେତ  ଜଣେ…

ରାଜ୍ୟରେ ନିଅଣ୍ଟିଆ ବର୍ଷା, ୩ଟି ଜିଲ୍ଲା ସହ ସାରା ରାଜ୍ୟରେ ୩% ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି। ଆଜି କେନ୍ଦୁଝର,…

ପାକିସ୍ତାନରେ ମସ୍ଜିଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ: ୩୪ ମୃତ

ଇସଲାମବାଦ:ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ବି ଅଛନ୍ତି । ଅନେକ ଲୋକ ଆହତ ହୋଇଛନ୍ତି । ପାକିସ୍ତାନୀ ଖବରକାଗଜ ଡନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିବିସି…

ଶେଷରେ କଣ୍ଟିଘାଇରୁ ମିଳିଲା ଚନ୍ଦନଙ୍କର ଶବ

ଭଦ୍ରକ: ଶେଷରେ ମିଳିଲା ଚନ୍ଦନଙ୍କ ଶବ । ନିଖୋଜ ହେବାର ୩୫ ଘଣ୍ଟା ପରେ ଭଦ୍ରକ ଜିଲ୍ଲା କଣ୍ଟିଘାଇରୁ ମିଳିଥିବା ଶବ ଚନ୍ଦନଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ଚନ୍ଦନଙ୍କ ଭାଇ ମୃତଦେହ ତାଙ୍କ ଭାଇଙ୍କର ବୋଲି କହିବା ପରେ ସବୁ ଆଶା ଆଶଙ୍କାର ଅବସାନ ହୋଇଛି । କାନ୍ଦ ବୋବାଳିରେ…

ସୁନା ଦୋକାନରୁ ୨୫ କୋଟିର ଗହଣା ଲୁଟ ଘଟଣାର ପର୍ଦ୍ଦାଫାଶ; ୩ ଚୋର ଛତିଶଗଡରୁ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଜୁଏଲରୀ ଦୋକାନରୁ ୨୫ କୋଟି ଟଙ୍କାର ସୁନାଗହଣା ଲୁଟ ମାମଲାର ପର୍ଦ୍ଦାଫାଶ ହୋଇଛି । ପୋଲିସ ଛତିଶଗଡରୁ ୩ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ଦିଲ୍ଲୀର ଜଙ୍ଗପୁରା ଅଞ୍ଚଳରୁ ରବିବାର ଦିନ ଏକ ଜୁଏଲରୀ ସପରୁ ୨୫ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିଲା । ଏହି…