Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀ ହିଟ୍ ଆଣ୍ଡ୍ ରନ୍ ମାମଲା: କାର୍ ମାଲିକ ଗିରଫ

ଭୁବନେଶ୍ବର: ରାଜଧାନୀ ହିଟ୍ ଆଣ୍ଡ୍ ରନ୍ ମାମଲା  । ଭୁବନେଶ୍ବରରୁ ଅଭିଯୁକ୍ତ କାର୍ ମାଲିକ ବିକାଶ ପାଲକୁ ପୋଲିସ ଗିରଫ କରିଛି  । ଆଠଗଡରୁ ଭୁବନେଶ୍ବରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଫୁଟପାଥରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାରଟି ଚଢିଯାଇଥିଲା । ନିଜେ କାର ମାଲିକ ବିକାଶ…

ଆପାର୍ଟମେଣ୍ଟ ନା ପଞ୍ଚାୟତ ! ୩୬ ମହଲା ବିଲ୍ଡିଂରେ ରହୁଛନ୍ତି ୩୦ ହଜାର ଲୋକ

ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ ମାତ୍ର ସମ୍ଭବ, ଅବିଶ୍ୱାସ ଲାଗୁଥିଲେ ମଧ୍ୟ ବିଶ୍ୱାସ କରିବାକୁ ବାଧ୍ୟ। ଆକର୍ଷଣୀୟ ଓ ଅଜବ। ସାରା ଦୁନିଆରେ ଅନେକ ଜିନିଷ ଅଛି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରେ ଓ ବିସ୍ମିତ କରିଦିଏ। ସାରା ବ୍ରହ୍ମାଣ୍ଡରେ ଏପରି ଅନେକ ଚକିତ ଓ ଚମକିତ କରିବା ଭଳି ଘଟଣା ମାନ ନିତିଦିନ…

ସରକାରୀ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା: ଷ୍ଟ୍ରେଚରରେ ରୋଗୀ ଛଟପଟ ହେଉଛି, ଡାକ୍ତର ଜଳଖିଆ ଖାଉଛନ୍ତି

ଯାଜପୁର:ଡାକ୍ତରଖାନାରେ ପୁଣି ଅଭାବନୀୟ ଘଟଣା । ଡାକ୍ତରଙ୍କ ଅବହେଳାକୁ ନେଇ ପୁଣି ରୋଗୀ  ଓ ତାଙ୍କ ପରିବାର ଲୋକଙ୍କ ଅସନ୍ତୋଷ । ଡାକ୍ତରଖାନା ପରିସରରେ ଉତ୍ତେଜନା । ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତର ଜଳଖିଆ ଖାଉଛନ୍ତି । ରୋଗୀଙ୍କ ସମ୍ପର୍କୀୟ ବିକଳ ହୋଇ କହୁଥିଲେ ହେଁ…

୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର

ଷ୍ଟକହୋମ୍ : ରୟାଲ ସ୍ୱିଡିଶ ଏକାଡେମୀ ପକ୍ଷରୁ ୨୦୨୩ ପାଇଁ ପଦାର୍ଥ ବିଜ୍ଞାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ଜଣ ବୈଜ୍ଞାନିକଙ୍କ ନାଁ ମନୋନୀତ କରାଯାଇଛି । ସେମାନେ ହେଲେ ପିୟରି ଆଗୋଷ୍ଟିନି , ଫେରେନ୍ସ କ୍ରୁଜ୍ ଏବଂ ଆନେ ଏଲ୍ ହୁଇଲିୟର । ପଦାର୍ଥ ବିଜ୍ଞାନରେ ସେମାନଙ୍କ…

ଆସନ୍ତା ୨ ମାସ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ, ସମୀକ୍ଷା କଲେ ଆଇନଜୀବୀ ଟିମ

ପୁରୀ: ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ପୁରୀର ଏକ ଆଇନଜୀବୀ ଟିମ ପକ୍ଷରୁ ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ବିଭିନ୍ନ ମହଲରୁ ଦାବି କରାଯାଉଥିବା ବେଳେ ପରିକ୍ରମା…

ମେଧାବୀ ଝିଅକୁ ହରାଇବା ପରେ ୫ ମାସ ହେଲା ଧାରଣାରେ ବସିଛନ୍ତି ମା’: ମାନବାଧିକାର କମିଶନରଙ୍କୁ ଭେଟି ନ୍ୟାୟ ମାଗିଲେ

ଭୁବନେଶ୍ୱର: ୫ ମାସ ବିତିଲା । ହେଲେ ମେଧାବୀ ଛାତ୍ରୀ ସୌଦାମିନୀ ରଇତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେଲାନି । ନ୍ୟାୟ ଦାବି କରି ଜିଲ୍ଲା ପ୍ରଶାସନ ଦ୍ୱାରରେ ୪୬ ଦିନ ଧରି ଧାରଣାରେ ବସିଲେ ମା’ ସୁଜ୍ଞାନୀ ଗମାଙ୍ଗୋ । ଅପମୃତ୍ୟୁ ବୋଲି କହି ଚାପି ଦିଆଯାଇଥିବା ମାମଲା  କ୍ରାଇମବ୍ରାଞ୍ଚ…

ଏହି ଘଣ୍ଟାରେ ଅଛି ସାରା ବ୍ରହ୍ମାଣ୍ଡ ! ଚନ୍ଦ୍ର ଓ ମଙ୍ଗଳ ଗ୍ରହରୁ ୧୨ ଉଲକାପିଣ୍ଡରେ ହୋଇଛି ସଜେଇ

ନୂଆଦିଲ୍ଲୀ: ଘଣ୍ଟା ପିନ୍ଧୁଥିବା ଲୋକସଂଖ୍ୟା କମୁଥିବା ବେଳେ ବର୍ତ୍ତମାନ ସମୟରେ ଦାମୀ ଓ ଡିଜିଟାଲ ଘଣ୍ଟା ପିନ୍ଧିବା ନୂଆ ଟ୍ରେଣ୍ଡ ହେଲାଣି। ମାତ୍ର ଆପଣ ଲକ୍ଷେ କିମ୍ବା ୧୦ ଲକ୍ଷ ଅଧିକ ବେଶୀ ଘଣ୍ଟା କଥା ଶୁଣିଥିବେ କିମ୍ବା ଦେଖିଥିବେ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି…

ନିଜ୍ଜର ମାମଲାରେ କଠୋର ହେଲା ଭାରତ, କାନାଡାର ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ବଡ ଖବର ଆସିଛି। କଠୋର ଆଭିମୁଖ୍ୟ ଗ୍ରହଣ କରି ଭାରତ କାନାଡାକୁ ଏହାର ୪୧କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ କହିଛି। 'ଫାଇନାନ୍ସିଆଲ୍ ଟାଇମ୍ସ'ର ଏକ ରିପୋର୍ଟ ଅନୁଯାୟୀ, ଏହି ନୂତନ ଘଟଣା ସମ୍ପର୍କରେ ଭାରତ ସରକାର…

୯ ବର୍ଷ ଧରି ଏନଏଚ ୫୫ରେ ଗଲାଣି ୪୦୦ରୁ ଅଧିକ ଜୀବନ: ମୁହାଁମୁହିଁ ହେଲେ ରୋହିତ-ଜୟନାରାୟଣ

ଭୁବନେଶ୍ୱର: ଜାତୀୟ ରାଜପଥ ପ୍ରସଙ୍ଗକୁ ନେଇ ଗୃହ ବାହାରେ ମୁହାଁ ମୁହିଁ ହେଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ରେଢ଼ାଖୋଲ ବିଧାୟକ ଜାତୀୟ ରାଜପଥ 55ର କାମକୁ ନେଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିଥିବା ବେଳେ କଡ଼ା କାଉଣ୍ଟର କରିଛନ୍ତି ବିରୋଧୀ…

ଥରିଲା ଦିଲ୍ଲୀ ଏନସିଆର୍ : ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା  । ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶରେ ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଛି । ୨ଟା ୫୧ ମିନିଟରେ ୪୦ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ରେକର୍ଡ ହୋଇଛି  । ଏହାର କେନ୍ଦ୍ରସ୍ଥଳ ନେପାଳ…