Latest Odisha News

BREAKING NEWS

Browsing Category

ଫିଚର

ବାହାନଗା ଟ୍ରେନ୍ ଦୁର୍ଘଟଣାର ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର : ଏମ୍ସରେ ଡିସପୋଜ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା  । ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର । ଭୁବନେଶ୍ବର ଏମ୍ସ ପକ୍ଷରୁ ଏସବୁ ମୃତଦେହକୁ ଡିସପୋଜ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ତିମ ସତ୍କାର ବେଳେ ପୂର୍ବତଟ ରେଳପଥ, ସିବିଆଇ ଏବଂ ବିଏମସି ଉପସ୍ଥିତ ରହିବେ । ଏସବୁ…

ବର୍ଷାଙ୍କ ଉଦ୍ଦେଶ୍ୟରେ ଭିଡିଓ ସୁଟ କଲେ ଅନୁଭବ; ଛାଡ଼ପତ୍ର ସ୍ୱୀକାର କରିବାକୁ ହାତଯୋଡି ଅନୁରୋଧ କଲେ

ଭୁବନେଶ୍ୱର: ପୁଣି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କଲେ ସାଂସଦ ଅନୁଭବ ମହାନ୍ତି । ଭିଡିଓ କରି ବର୍ଷାଙ୍କ ଉଦ୍ଦେଶ୍ୟରେ ହାତଯୋଡି ଛାଡପତ୍ର ସ୍ୱୀକାର କରବା ପାଇଁ ଅନୁରୋଧ କଲେ । ନିଜ ବାପା-ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିବା ସହ ସେମାନଙ୍କୁ ଆଉ ଦୁଃଖ ନ ଦେବା…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ମୋଦି: ସଙ୍କଟ ସମୟରେ ଇସ୍ରାଏଲ ସହ ଛିଡ଼ା ହୋଇଛି ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଛି ଭୟଙ୍କର ଯୁଦ୍ଧ। ଅତି ନିଷ୍ଠୁର ଭାବେ ଘରେ ପଶି ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ହମାସ ଆତଙ୍କୀ। ଇସ୍ରାଏଲର ଆଇରନ ଡୋମ ଏୟାର ଡିଫେନ୍ସ ସିଷ୍ଟମ ଆତଙ୍କୀଙ୍କ ରକେଟର ମୁକାବିଲା କରୁଛି। ଶନିବାରଠାରୁ ବର୍ତ୍ତମାନ ସୁଦ୍ଧା ହଜା ୧୧୦୦…

ହାତୀ ମୃତ୍ୟୁ ମାମଲା ନେଇ ତାଗିଦ: ମଧ୍ୟବର୍ତ୍ତୀକାଳୀନ ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେରଳରେ ହାତୀ ମୃତ୍ୟୁକୁ ନେଇ ମଧ୍ୟବର୍ତ୍ତୀକାଳୀନ ଆବେଦନ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଏକ ବେଞ୍ଚ କହିଛନ୍ତି ଏହା ସ୍ଥାନୀୟ ପ୍ରସଙ୍ଗ ଯାହାକୁ ହାଇକୋର୍ଟ…

ରାଜ୍ୟସଭାରୁ ନିଲମ୍ବିତ ମାମଲାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲେ ରାଘବ ଚଢା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରିବା ମାମଲାରେ ସୁପ୍ରିମକୋର୍ଟଙ୍କୁ ଚ୍ୟାଲେଞ୍ଜ ଦିଆଯାଇଛି। ରାଜ୍ୟ ସଭାରୁ ନିଲମ୍ବନ ବିରୋଧରେ ଆପ୍ ସାଂସଦ ରାଘବ ଚଢା ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଅଗଷ୍ଟ ମାସରେ ରାଘବଙ୍କୁ ନିଲମ୍ବିତ କରାଯାଇଥିଲା। ୫ ଜଣ…

ରାଜ୍ୟ ସରକାରଙ୍କ ନୂଆ ଭେଳିକି ‘ନବୀନ ଓଡିଶା, ଲୁଟ୍ ଓଡିଶା’-ବିରୋଧୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଛି ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଟକ୍ରମ । ଏହି କାର୍ଯ୍ୟକ୍ରମକୁ ନେଇ ବର୍ଷିଛି ବିଜେପି ।  ଏହାକୁ “ନବୀନ ଓଡିଶା ଲୁଟ୍ ଓଡିଶା”  ବୋଲି କହିଛି ବିଜେପି । କାରଣ ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୪,୦୦୦…

ଲଦାଖରେ ହିମସ୍ଖଳନ: ଜଣେ ଯବାନ ସହିଦ, ୩ ଜଣ ନିଖୋଜ

ଲଦାଖ: ଲଦାଖର ମାଉଣ୍ଟ କୁନରେ ହିମସ୍ଖଳନ। ଏହି ହିମସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଭାରତୀୟ ସେନା। ଏହି ଦୁର୍ଘଟଣାରେ ଜଣେ ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଯବାନ ନିଖୋଜ ହୋଇଛନ୍ତି। ସେମାନଙ୍କୁ ଖୋଜା ଯାଉଛି। ସୂଚନା ଅନୁସାରେ ମୃତ ଯବାନଙ୍କ ମୃତଦେହକୁ ଠାବ କରାଯାଇଛି।…

‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ: ପ୍ରତି ଗାଁକୁ ମିଳିବ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଗାଁରେ ମିଳିବ ଇଣ୍ଟରନେଟ୍‌ ସଂଯୋଗ ।  ହେବ ବିଜ୍ଞାନ ପାର୍କ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା ବି  ମିଳିବ। ହସିବ ଗାଁ ।  ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର…

ଭାଷଣ ଦେବା ବେଳେ ଏମିତି କିଛି କହିଗଲେ ରାହୁଲ ଗାନ୍ଧୀ ! ଭିଡିଓ ସେୟାର କରି ଟ୍ରୋଲ କଲା ବିଜେପି

ନୂଆଦିଲ୍ଲୀ: ଘୋଷଣା ହୋଇଛି ପାଞ୍ଚଟି ରାଜ୍ୟରେ ନିର୍ବାଚନ ତାରିଖ। ଅନ୍ୟପକ୍ଷରେ ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ପରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ଜାତି ଜନଗଣନା ସମ୍ପର୍କରେ କଂଗ୍ରେସର ମତାମତ ଦେଇଛନ୍ତି।…

ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ହୋଟେଲକୁ ଡାକି ପାଣ୍ଡିଆନଙ୍କୁ ଧମକାଇଥିଲେ ଅମିତ ଶାହ

ଭୁବନେଶ୍ୱର:ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିବା ବେଳେ  ଏକ ହୋଟେଲରେ ୫ଟି ସଚିବଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏହି ଆଲୋଚନା ନେଇ ସେତେବେଳେ ବେଶ ଆଲୋଚନା ହେଉଥିଲା । ଏହି  ରୁଦ୍ଧ କୋଠାରୀ ଆଲୋଚନାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା । ପାଣ୍ଡିଆନଙ୍କ ସହ କି…