Latest Odisha News

BREAKING NEWS

Browsing Category

ଫିଚର

ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ: କାହା ବିପକ୍ଷରେ ସିକନ୍ଦର ତ ଆଉ କାହା ବିରୋଧରେ ଜୋକର

ଭାରତରେ ବିଶ୍ୱକପର ୨୦୨୩ ସଂସ୍କରଣ ଆରମ୍ଭ ହୋଇଯାଇଛି । ୧୯୮୩ ଓ ୨୦୧୧ ପରେ ଭାରତ ପୁନର୍ବାର ବିଶ୍ୱକପ ଜିତିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ବିଶ୍ୱକପରେ ଓଭରାଲ ଟିମ ଇଣ୍ଡିଆର ପ୍ରଦର୍ଶନ ସେ ଭଳି କିଛି ଖରାପ ନାହିଁ । ଭାରତ ସମୁଦାୟ ୮୯ ମ୍ୟାଚ ଖେଳି ୫୩ରେ ବିଜୟ ହାସଲ କରିଛି ।…

ଶେଷ ଇଛା ପୂରଣ କଲା ନବରଙ୍ଗପୁରର ଝିଅ ରେଶମା , ବାପାଙ୍କୁ ଦେଲା ମୁଖାଗ୍ନି

ନବରଙ୍ଗପୁର: ଝିଅ ନୁହଁ ତୁ ମୋ ପୁଅ । ମୋ ମୃତ୍ୟୁ ପରେ ତୁ ଦେବୁ ମୋତେ ମୁଖାଗ୍ନି । ବାପାଙ୍କର ଶେଷ ଇଚ୍ଛା ଥିଲା ତାଙ୍କ ଶବକୁ ଝିଅ ମୁଖାଗ୍ନି ଦେବ  । ଆଉ ବାପାଙ୍କ ଶେଷ ଇଚ୍ଛାକୁ ପୂରା କରିବାକୁ ଯାଇ ଶବକୁ ମୁଖାଗ୍ନି ଦେଇଛି ଝିଅ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର…

ବନ୍ୟାରେ ଭାସି ଯାଇଥିଲା ସେନା କ୍ୟାମ୍ପର ଗୋଳାବାରୁଦ: ଏବେ ତିସ୍ତା ନଦୀ ଗର୍ଭରେ ହେଉଛି ଭୟଙ୍କର ବିସ୍ଫୋରଣ

ଗଙ୍ଗଟକ: ସିକ୍କିମର ପ୍ରଳୟଙ୍କରୀ ବନ୍ୟା ସେନା କ୍ୟାମ୍ପରେ ରଚିଥିଲା ମୃତ୍ୟୁର ତାଣ୍ଡବ । ଅନେକ ଗାଡି ଭାସି ଯାଇଥିବାବେଳେ ୨୩ ଜଣ ଯବାନ ନିଖୋଜ ହେଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଶବ ଉଦ୍ଧାର କରାଯାଇଥିବାବେଳେ ଗାଡିକୁ ବି ଠାବ କରାଯାଇଛି । ଏବେ ସାମ୍ନାକୁ ଆସିଛି ଆହୁରି ଭୟଙ୍କର…

କାନାଡାରେ ବିମାନ ଦୁର୍ଘଟଣା: ୨ ଭାରତୀୟ ଟ୍ରେନି ପାଇଲଟ ମୃତ

ନୂଆଦିଲ୍ଳୀ:ଦୁଇ ଭାରତୀୟ ଟ୍ରେନି ପାଇଲଟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି ବୋଲି ଶନିବାର ସରକାରୀ ସ୍ତରରେ କୁହାଯାଇଛି । ଦୁଇ ମୃତ ଟ୍ରନି ପାଇଲଟ ହେଲେ ଅଭୟ ଗାଡ୍ରୁ  ଏବଂ ବିଜୟ ରାମୁଗଡେ ।  ଦୁଇ ୨…

ଏସୀୟ ପଦକରେ ଶତକ, ଭାରତର ଐତିହାସିକ ସଫଳତାକୁ ନେଇ ପୁରା ଦେଶ ଗର୍ବିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏସୀଆନ୍ ଗେମ୍ସରେ ଭାରତକୁ ୧୦୦ ପଦକ  । ହାଙ୍ଗଝୌରେ ଇତିହାସ ରଚିଛି ଭାରତ । ପ୍ରଥମଥର ପାଇଁ ଭାରତ ୧୦୦ ପଦକ ଜିତିଛି । ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ  । ମହିଳା କବାଡିରେ ଭାରତ ସ୍ବର୍ଣ୍ଣ ହାସଲ କରିଛି । ଚାଇନିଜ୍ ତାଇପେକୁ ୨୬-୨୫ରେ ଭାରତ ହରାଇଛି  । ଭାରତକୁ ୨୫…

ଆଇଜର ହଷ୍ଟେଲରେ ଝୁଲିପଡିଲେ ମେଧାବୀ ଛାତ୍ର

ବ୍ରହ୍ମପୁର: ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଏବେ ଏକ ଚିନ୍ତାର କାରଣ ହୋଇଛି । ଗତକାଲି ଅର୍ଥାତ ଶୁକ୍ରବାର ଜଣେ ଡାକ୍ତରୀ ଛାତ୍ରୀ ରାଜଧାନୀର ଏକ ମେଡିକାଲ କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବାବେଳେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ଆସିଛି ଆଇଜରରୁ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ…

ଅନନ୍ୟ ଗୁରୁକୂଳ ସ୍କୁଲ: ଘଞ୍ଚ ଜଙ୍ଗଲରେ ପିଲାଙ୍କୁ ଦିଆଯାଉଛି ଶିକ୍ଷାଦାନ…

ବିହାର : ବିହାର ଗୟା ଅଞ୍ଚଳରେ ରହିଛି ଅନନ୍ୟ ଗୁରୁକୁଲ ସ୍କୁଲ  । ଏଠାରେ ପିଲାମାନେ ଛାତ ଘରେ ପାଠ ପଢୁନାହାନ୍ତି । ଏଠାରେ ଘଞ୍ଚ ଜଙ୍ଗଲରେ ପିଲା ମାନଙ୍କୁ ଶିକ୍ଷା ଦିଆଯାଉଛି  । କେବଳ ଶିକ୍ଷା ନୁହେଁ  ଗଛ ଲଗାଇବା , ରୋଷେଇ କରିବା , ଚାଷଜମିରେ କାମ କରିବା ଏବଂ ମ୍ୟାଟ୍ ତିଆରି କରିବା ନେଇ…

ସାଇନବୋର୍ଡ କିମ୍ବା ଟାଇଟେଲରେ ଅପବ୍ୟବହାର ନକରିବାକୁ ଡାକ୍ତରଙ୍କୁ ଏନଏମସିର ଚେତାବନୀ

ନୂଆଦିଲ୍ଲୀ: ଜାତୀୟ ମେଡିକାଲ କମିସନ (ଏନ୍ଏମସି) ଡାକ୍ତରଙ୍କ ବୃତ୍ତିଗତ ଆଚରଣ ଉପରେ ଏକ ଇ-ବୁକ୍ ଜାରି କରିଛନ୍ତି, ଯେଉଁଥିରେ ଟାଇଟଲ୍ ଓ ସାଇନବୋର୍ଡ (ନାମଫଳକ)ର ଅପବ୍ୟବହାର ବିରୋଧରେ ଚେତାବନୀ ଦିଆଯାଇଛି। ଏହି ଇ-ବୁକରେ କୁହାଯାଇଛି ଯେ, ଡାକ୍ତରମାନେ ଅସ୍ବାଭାବିକ ଭାବେ ବଡ଼ ସାଇନବୋର୍ଡ…

ଟୁଇଟର, ୟୁଟ୍ୟୁବ ଏବଂ ଟେଲିଗ୍ରାମକୁ ନୋଟିସ୍ କରି ଶିଶୁ ଯୌନ ନିର୍ଯାତନା କଣ୍ଟେଣ୍ଟ ହଟାଇବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏକ ନୋଟିସ ଜାରି କରିଛନ୍ତି। ଜେଡ୍ (ପୂର୍ବରୁ ଟୁଇଟର), ୟୁଟ୍ୟୁବ ଏବଂ ଟେଲିଗ୍ରାମ ଭଳି ସୋଶିଆଲ ମିଡିଆ କମ୍ପାନୀକୁ ନୋଟିସ୍ ଜାରି କରି ଶିଶୁ ଯୌନ ଶୋଷଣ କଣ୍ଟେଣ୍ଟକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର…

ଏସୀୟ କ୍ରୀଡା ୨୦୨୩: ୧୦୦ ପାର ହେଲା ପଦକ ସଂଖ୍ୟା, ତୀରନ୍ଦାଜରେ ଭାରତକୁ ପୁଣି ମିଳିଲା ସ୍ଵର୍ଣ୍ଣ

ହାଙ୍ଗଝୋଉ: ଚୀନର ହାଙ୍ଗଝୋଉ ସହରରେ ଚାଲିଥିବା ଏସିଆନ କ୍ରୀଡାରେ ଇତିହାସ ରଚୁଛି ଭାରତ । ଭାରତୀୟ ଖେଳାଳିମାନେ ଗୋଟିଏ ପରେ ଗୋଟିଏ ପଦକ ଜିତୁଛନ୍ତି । ଭାଙ୍ଗୁଛନ୍ତି ୭୨ବର୍ଷର ରେକର୍ଡ । ଏସୀୟ କ୍ରୀଡାର ଆଜି ୧୪ତମ ଦିବସରେ ତୀରନ୍ଦାଜରେ ଭାରତକୁ ପୁଣି ମିଳିଛି ସ୍ଵର୍ଣ୍ଣ । ମହିଳା କମ୍ପାଉଣ୍ଡ…