Latest Odisha News

BREAKING NEWS

Browsing Category

ଫିଚର

ଏସିଆନ ଗେମ୍ସ: ସ୍ୱପ୍ନା ବର୍ମନଙ୍କ ବିବାଦୀୟ ପୋଷ୍ଟ, ଟ୍ରାନ୍ସଜେଣ୍ଡର ମହିଳା ମୋ ପଦକ ଛଡାଇନେଲେ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଗୋଟିଏ ପରେ ଗୋଟିଏ ବିବାଦ ଉପୁଜୁଛି । ଅରୁଣାଚଳ ପ୍ରଦେଶର ଖେଳାଳିଙ୍କୁ ଭିଜା ନ ମିଳିବା ଯୋଗୁ ଭାରତର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଚୀନ ଯିବାକୁ ମନା କରି ଦେଇଥିଲେ । ସେହିପରି ଭାରତୀୟ ଖେଳାଳିଙ୍କୁ ଅଭ୍ୟାସ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ…

ବରମୁଣ୍ଡା ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

ଭୁବନେଶ୍ୱର: ବରମୁଣ୍ଡା ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ। ମୃତ ଛାତ୍ର ବରମୁଣ୍ଡା ପୌର ବିଦ୍ୟାଳୟର ଓମ୍ ପ୍ରକାଶ ପ୍ରଧାନ ବୋଲି ଜଣାପଡ଼ିଛି। ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଆସି ସ୍କୁଲ ନଯାଇ ପୋଖରୀକୁ ଯାଇଥିଲେ। ମୃତକ ଛାତ୍ର ଖଣ୍ଡଗିରି ବଳିଆ ବାବା ଆଶ୍ରମରେ ରହି ଅଷ୍ଟମ ଶ୍ରେଣୀରେ…

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ: ରାଜନୀତିରେ କେବଳ ନିର୍ବାଚନ ଜିତିବା ସବୁ କିଛି ନୁହେଁ, ଲୋକଙ୍କ ସେବା ସର୍ବୋପରି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। ଏହି ଜନସମ୍ପର୍କ ପଦଯାତ୍ରାକୁ ନେଇ ବିଜେଡି-ବିଜେପି ମଧ୍ୟରେ ଚାଲିଛି ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।…

ବ୍ରାଜିଲରେ ସପ୍ତାହରେ ୧୦୦ରୁ ଊର୍ଦ୍ଧ୍ୱ ଡଲଫିନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବ୍ରାଜିଲର ଆମାଜନ ଅଂଚଳରେ ଏବେ ଭୟଙ୍କର ମରୁଡି ପରିଲକ୍ଷିତ ହେଉଛି । ଏଠାକାର ପୋଖରୀ ଏବଂ ହ୍ରଦ ପାଣିର ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ସାରିଛି । ସବୁଠାରୁ ଦୁଃଖର କଥା ସପ୍ତାହକ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଡଲଫିନଙ୍କ ମୃତ୍ୟୁ ଘଟିଛି । ବୈଜ୍ଞାନିକମାନେ ଏ ନେଇ ଚିନ୍ତା ବ୍ୟକ୍ତ…

ସାଇବର ସୁରକ୍ଷା ଅଭିଯାନ: ବିଭିନ୍ନ ଜିଲ୍ଲାରେ ଗଡ଼ିଲା ସାଇବର ସୁରକ୍ଷା ସଚେତନତା ରଥ

ପୁରୀ/ସୁବର୍ଣ୍ଣପୁର: ବର୍ତ୍ତମାନ ସମାଜରେ ସାଇବର ଅପରାଧ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ସାଇବର ଅପରାଧ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସାଇବର ରଥର ପରିକଳ୍ପନା କରାଯାଉଛି। ଆଜି ପୁରୀ ଟାଉନ ଥାନା ସମ୍ମୁଖରୁ ବାହାରିଛି ସାଇବର ସୁରକ୍ଷା ଅଭିଯାନ ରଥ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା…

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ  କରିଥିବାବେଳେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିଛି  । ଆଜି ଦଳ ପକ୍ଷରୁ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀର କାଳୀ ମନ୍ଦିର ପାଖରୁ କାର୍ଯ୍ୟକ୍ରମ…

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତ କରିବେ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଓଡ଼ିଶା ଗସ୍ତ କରି ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି। ମଙ୍ଗଳବାର ସକାଳ ୯.୦୫ ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାର…

ମେଡିସିନରେ ନୋବେଲ: କୋଭିଡ୍-୧୯ ଭାକ୍ସିନ୍ ବିକାଶ ପାଇଁ କାଟାଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କ ନାଁ ଘୋଷଣା

ସ୍ବିଡେନ୍ : ୨୦୨୩ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଆଜି ମେଡିସିନ କ୍ଷେତ୍ର ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଚଳିତବର୍ଷ କାଟାଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଏହି ପୁରସ୍କାର ମିଳିବ  । କୋଭିଡ୍-୧୯ ଭାକ୍ସିନ୍ ବିକାଶ ପାଇଁ  ଏହି ଦୁଇ ବୈଜ୍ଞାନିକ ଗବେଷଣା କରିଥିଲେ…

ଅକ୍ଟୋବରରେ ପଡିବ ଦୁଇଟି ପରାଗ: କେଉଁ ଦିନ ପଡିବ କେଉଁ ଗ୍ରହଣ, ଜାଣନ୍ତୁ ପୁରା ବିବରଣୀ

ନୂଆଦିଲ୍ଲୀ:ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟପରାଗ ଅକ୍ଟୋବର ମାସରେ ପଡିବ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଏହା କେବଳ ଏକ ମହାଜାଗତିକ ଘଟଣା । ହେଲେ ଜ୍ୟୋତିଷ ଶାସ୍ତ୍ର କୁହେ ଏହାର ବିଶେଷ ମହତ୍ୱ ରହିଛି । ଯାହା ବି ହେଉ, ଅକ୍ଟୋବର ମାସରେ ପଡିବ ଦୁଇ ଦୁଇଟି ଗ୍ରହଣ ଯଥା…

ସ୍ୱର୍ଣ୍ଣ ମନ୍ଦିର ପହଞ୍ଚିଲେ ରାହୁଲ ଗାନ୍ଧୀ, ଲଙ୍ଗରରେ ବାସନ ଧୋଇ କଲେ ସେବା

ଚଣ୍ଡିଗଡ଼: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ସହ ଯୋଡି ହେବା ପାଇଁ ନୂଆ ଉଦ୍ୟମ କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋମବାର ଗାନ୍ଧୀ ଜୟନ୍ତୀ ଅବସରରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି। ପବିତ୍ର ମନ୍ଦିର ଶ୍ରୀ ହରମନ୍ଦିର ସାହେବରେ ନତମସ୍ତକ ହୋଇ ଲଙ୍ଗରରେ…