Latest Odisha News

BREAKING NEWS

Browsing Category

ଫିଚର

୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷିବ: ଏହି ସବୁ ଜିଲ୍ଲା ପାଇଁ ରହିଛି ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ ଝାଡଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଯୋଗୁ  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ସୋମବାର ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ।…

‘ସ୍କାଏ ଫୋର୍ସ’ରେ ନଜର ଆସିବେ ଅକ୍ଷୟ, ଆସନ୍ତା ବର୍ଷା ମୁକ୍ତିଲାଭ କରିବ ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଆଉ ଏକ ଫିଲ୍ମ ପାଇଁ ପ୍ରସ୍ତୁତ ଅଛନ୍ତି। ଅକ୍ଷୟ କୁମାରଙ୍କ ‘ଓଏମଜି ୨’ ହେଉଛି ୨୦୨୩ ବର୍ଷର ସୁପର-ଡୁପର ହିଟ ଫିଲ୍ମ। ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅକ୍ଷୟ କୁମାର ତାଙ୍କର ନୂଆ ପ୍ରୋଜେକ୍ଟ ‘ସ୍କାଏ ଫୋର୍ସ’ର…

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ସୌମ୍ୟ ପଟ୍ଟନାୟକ: ଜୟନାରାୟଣ

ଭୁବନେଶ୍ୱର: ଦିନକ ପରେ ୪୦ ବର୍ଷରେ ପଦାର୍ପଣ ଦୈନିକ ଖବରକାଗଜ ‘ସମ୍ବାଦ’ । ହେଲେ ତା ପୂର୍ବରୁ ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟ ସମ୍ପାଦକ ପଦରୁ ଛାଡିବା ପରେ ସବୁ ଦାୟିତ୍ୱ ଝିଅ ତନୟା ପଟ୍ଟନାୟକଙ୍କୁ ଦେଇଛନ୍ତି । ଏବେ ସମ୍ବାଦର ନୂଆ…

ପ୍ରକାଶ ପାଇଲା ବିହାର ଜାତିଗତ ଜନଗଣନା ରିପୋର୍ଟ; ଜାଣନ୍ତୁ, କେଉଁ ଜାତିରେ ଅଛନ୍ତି କେତେ ଲୋକ

 ପାଟନା: ବିହାରରେ ହୋଇଥିବା  ଜାତିଗତ ଜନଗଣନା ରିପୋର୍ଟ ସରକାର ଆଜି ଅର୍ଥାତ ଅକ୍ଟୋବର ୨ ତାରିଖ ଜାରି କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ବିବେଶ ସିଂହ ଜାତି ଆଧାରିତ ଗଣନାର ରିପୋର୍ଟ ଜାରି କରିଛନ୍ତି । ଏହାକୁ ନେଇ ବିହାରରେ ଖୁବ ଉତ୍ତେଜନା ପ୍ରକାଶ ପାଇଛି…

ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତା ହେଲା ସିଏନଜି ଓ ପିଏନଜି

ନୂଆଦିଲ୍ଲୀ: ସିଏନଜି ଏବଂ ପିଏନଜି ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସିଏନଜି ଓ ପିଏନଜି। ମହାନଗର ଗ୍ୟାସ ଲିମିଟେଡ୍ ସିଏନଜି ଏବଂ ପିଏନଜିର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ମଧ୍ୟରାତ୍ରିରୁ ଏହି ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି। ମହାନଗର ଗ୍ୟାସ ଲିମିଟେଡ୍ (MGL)…

ମଇଁଷି ପେଟରୁ ବାହାରିଲା ସୁନା ମଙ୍ଗଳସୂତ୍ର : ଘଟଣା ପଛର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇ:ମଇଁଷି ପେଟରୁ ବାହାରିଲା ସୁନା । ପୁରା ଦେଢ ଲକ୍ଷ ଟଙ୍କାର । ଆରେ, ମଇଁଷି ପେଟ କ’ଣ ସୁନା ଖଣି ? ସେଠୁ କେମିତି ବାହାରିଲା ସୁନା ? କଥଟା ଶୁଣିବା ପରେ  ସମସ୍ତଙ୍କ ମନରେ ଏମିତି ପ୍ରଶ୍ନ ନିଶ୍ଚୟ ଆସୁଥିବ । ହେଲେ କଥାଟା ଏକଦମ ସତ । ଘଟଣା ଘଟିଛି ମହାରାଷ୍ଟ୍ରରେ । ମହାରାଷ୍ଟ୍ରର…

କ୍ରିପ୍ଟୋ ପଞ୍ଜି ସ୍କାମ ଘଟଣା: ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ରିପ୍ଟୋ ପଞ୍ଜି ସ୍କାମର ୨ ମାଷ୍ଟର ମାଇଣ୍ଡ ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର। ଉଭୟଙ୍କର ଜାମିନ ଆବେଦନ ନାମଞ୍ଜୁର କଲେ କଟକ ସ୍ବତନ୍ତ୍ର ଓପିଆଇଡି କୋର୍ଟ। କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣାରେ ଉଭୟଙ୍କୁ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ସଂଗ୍ରହ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ ପାଇଁ ଡାକ୍ତରୀ ଟିମ୍ ସାମ୍ପୁଲ ସଂଗ୍ରହ କରିଛନ୍ତି  । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉପସ୍ଥିତିରେ ସାମ୍ପୁଲ ସଂଗ୍ରହ କରାଯାଇଛି । ତେବେ ସୂଚନା ମୂତାବକ ଗତ କିଛି ଦିନ ତଳେ…

ଚନ୍ଦ୍ରଯାନ-୨ ପରେ ଇସ୍ରୋର ଆଉ ଏକ ସଫଳତା: ମଙ୍ଗଳ ଗ୍ରହକୁ ପଠାଇବ ମଙ୍ଗଳଯାନ-୨

ଇସ୍ରୋ:ଚନ୍ଦ୍ରଯାନ-୩ ସଫଳତା ପରେ ଭାରତୀୟ ଅନ୍ତରୀକ୍ଷ  ଅନୁସନ୍ଧାନ ସଂଗଠନ (ଇସ୍ରୋ) ମଙ୍ଗଳ ଗ୍ରହକୁ ପୁଣି ଏକ ଅନ୍ତରୀକ୍ଷ ଯାନ ପ୍ରେରଣ କରିବାକୁ ଯୋଜନା କରୁଛି । ଇସ୍ରୋ ଖୁବ ଶିଘ୍ର ମଙ୍ଗଳକୁ ଦ୍ୱିତୀୟ ମଙ୍ଗଳଯାନ -୨ ପଠାଇବ । ୯ ବର୍ଷ ତଳେ ଅର୍ଥାତ ୨୦୧୪ରେ ଭାରତ ଇତିହାସ ସୃଷ୍ଟି…

ମାଓବାଦୀ ଲିଙ୍କ୍: ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ୬୦ଟି ସ୍ଥାନରେ ଏନଆଇଏର ଚଢ଼ାଉ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସୋମବାର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ୬୦ଟି ସ୍ଥାନରେ ଚଢ଼ଉ କରିଛି।ଆନ୍ଧ୍ରପ୍ରଦେଶର ପ୍ରକାଶମ୍, ରାଜମୁନ୍ଦ୍ରି ଏବଂ ଶ୍ରୀକାକୁଲମ ଜିଲ୍ଲାରେ ଏବେ ବି ଚଢ଼ାଉ ଜାରି ରହିଥିବା ବେଳେ ଏନଆଇଏର ଅନ୍ୟ ଏକ ଟିମ୍ ହାଇଦ୍ରାବାଦରେ ଚଢ଼ଉ ଜାରି ରଖିଛି।…