Latest Odisha News

BREAKING NEWS

Browsing Category

ଫିଚର

କଲେଜ ହଷ୍ଟେଲରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର:ରାଜଧାନୀରେ ରହି ମେଡିକାଲ ପଢୁଥିଲେ । ଏକ ଘରୋଇ କଲେଜରେ ପଢୁଥିଲେ । ଆଜି ତାଙ୍କର ମୃତ ଦହେ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ଡେଣ୍ଟାଲ ବିଭାଗର ୨ ବର୍ଷର ଛାତ୍ରୀ ଥିଲେ । ସେ ପଶ୍ଚିମବଙ୍ଗ ହୁଗୁଳି ଜଲ୍ଲାରୁ ଆସି ଏଠାରେ ହଷ୍ଟେଲରେ ରହି ମେଡିକାଲ ପଢୁଥିଲେ ।…

ଏହି ଗାଁକୁ ପୁରୁଷଙ୍କୁ ଆସିବା ମନା: କାରଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ୍

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଅଧିକାର ବିଷୟରେ ଆଲୋଚନା ହୁଏ  ।  ହେଲେ ଆଜି ମଧ୍ୟ ମହିଳାମାନେ ସେମାନଙ୍କର ଅଧିକାର ପାଇଁ ସଂଗ୍ରାମ କରୁଛନ୍ତି  । ମହିଳାମାନେ ପୁରୁଷ-ପ୍ରାଧାନ୍ୟ ସମାଜରୁ ସ୍ୱାଧୀନତା ପାଇବା ପାଇଁ ସମସ୍ତ ପ୍ରୟାସ କରନ୍ତି  । ଯାହାଦ୍ବାରା…

ରାଣୀ ଏଲିଜାବେଥ ୨ୟଙ୍କ ହତ୍ୟା ଷଡଯନ୍ତ୍ର ରଚିଥିଲେ ଭାରତୀୟ ଯୁବକ: ମିଳିଲା ୯ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ମହାରାଣୀ ଏଲିଜାବେଥ (୨ୟ)ଙ୍କ ହତ୍ୟା ଷଡଯନ୍ତ୍ର ରଚିବା ଅଭିଯୋଗରେ  ଭାରତୀୟ ମୂଳ ଜଣେ ବ୍ୟକ୍ତିଙ୍କୁ ବ୍ରିଟେନ କୋର୍ଟ ଗୁରୁବାର ୯ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତାଙ୍କୁ ୨୦୨୧ କ୍ରିସମାସ ଦିନ ୱିଣ୍ଡସର କେସଲରୁ  ଗିରଫ କରାଯାଇଥିଲା । ଗିରଫ ପରେ ସେ ଦିବଂଗତ ମହାରାଣୀଙ୍କୁ…

ଏସିଆନ ଗେମ୍ସ: ପୁରୁଷ କ୍ରିକେଟ ଫାଇନାଲରେ ଭାରତ

ହାଙ୍ଗଝୋଉ: ଭାରତ ଏସିଆନ ଗେମ୍ସ କ୍ରିକେଟର ପୁରୁଷ ବିଭାଗର ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ସେମିଫାଇନାଲ ମୁକାବିଲାରେ ଭାରତ ୯ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଭାରତର ଆଉ ଏକ ସ୍ୱର୍ଣ୍ଣ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୯…

ପ୍ରୋଟିନରେ ଭରପୁର ମସୁର ଡାଲି: ପ୍ରତିଦିନ ଖାଇଲେ ମିଳିବ ଏହି ଫାଇଦା..

ନୂଆଦିଲ୍ଲୀ: ମସୁର ଡାଲି ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ପ୍ରାୟ ଲୋକ ଖାଆନ୍ତି  । ଏହା ବିଭିନ୍ନ ରଙ୍ଗରେ ଉପଲବ୍ଧ ରହିଥାଏ  । ଯେପରିକି କଳା, ବାଦାମୀ, ନାଲି ଏବଂ ସବୁଜ  । ମସୁର ଡାଲିକୁ ପ୍ରୋଟିନର ଏକ ଉତ୍ସ ଭାବରେ ବିବେଚନା କରାଯାଏ  । ଶାକାହାରୀ ଅର୍ଥାତ୍ ଯେଉଁମାନେ ମାଛ,…

ଏକ୍ସରେ ବର୍ଷାଙ୍କୁ ନେଇ ଭାବବିହ୍ୱଳ ହେଲେ ଅନୁଭବ: କହିଲେ, ‘ମୁଁ ତୁମକୁ ହୃଦୟରୁ ଭଲ ପାଏ…’

ଭୁବନେଶ୍ୱର: ବର୍ଷାଙ୍କୁ ନେଇ ଭାବପ୍ରବଣ ଟୁଇଟ କଲେ ଅନୁଭବ । ପୁଣି ନିଜର ଭଲ ପାଇବାକୁ ଜାହିର କଲେ । ବୈବାହିକ ଜୀବନ ସଫଳ ହୋଇ ପାରିଲାନି । ପତି-ପତ୍ନୀ ହୋଇ ରହି ପାରିଲେନି । ହେଲେ ଭଲ ବନ୍ଧୁ ହୋଇ ରହିବା ପାଇଁ କହିଛନ୍ତି ଅନୁଭବ । ଆଜି ଏମିତି ଟୁଇଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ସିଂହଙ୍କ ତିନି ସହଯୋଗୀଙ୍କୁ ଇଡିର ସମନ

ନୂୂଆଦିଲ୍ଲୀ: ଦିଲ୍ଲୀ ଅୂବକାରୀ ନୀତି ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ତିନି ଜଣ ଘନିଷ୍ଠ ସହଯୋଗୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ କରିଛି। ସର୍ବେଶ ମିଶ୍ର, ବିବେକ ତ୍ୟାଗୀ, ଏବଂ କନବରବୀର ସିଂହଙ୍କୁ ଏବେ ଜେରା କଲେ ଏହି ଦୁର୍ନୀତି…

ବାତ୍ୟା ସମ୍ଭାବନାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆରମ୍ଭ କଲେ ପ୍ରସ୍ତୁତି

ଭୁବନେଶ୍ୱର: ଓଡ଼ିଶା ସରକାର ଆଗାମୀ ଦିନରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କାରଣ ରାଜ୍ୟରେ ସାଧାରଣତଃ ଅକ୍ଟୋବର ମାସରେ ଏହି ବାତ୍ୟା ହୋଇଥାଏ। ଗୁରୁବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି…

ପାର୍ବଣ ବେଳେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ, ବଢ଼ିବନି ଇଏମଆଇ

ନୂଆଦିଲ୍ଲୀ: ପାର୍ବଣ ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରାନୀତି କମିଟି (ଏମପିସି) ରେପୋ ରେଟ୍କୁ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଗୃହ ଋଣ ଓ ଅନ୍ୟାନ୍ୟ ଇଏମଆଇରେ ସ୍ଥିତି ସ୍ଥିର ରହିବ। ରେପୋ ରେଟ୍ ହେଉଛି ସେହି ସୁଧ ହାର ଯେଉଁଥିରେ ଆରବିଆଇ…

ଅକ୍ଟୋବର ୧୦ରୁ ରାଜ୍ୟ ସ୍ତରୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ଯକ୍ରମ ପ୍ରତିଯୋଗିତା

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ପାଇଁ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ଯକ୍ରମ ପ୍ରତିଯୋଗିତା ପାଇଁ ରାଜ୍ୟ ସରକାର ତାରିଖ ଘୋଷଣା କରିଛନ୍ତି। ଏହି ପ୍ରତିଯୋଗିତା ଅକ୍ଟୋବର ୧୦ରୁ ଆରମ୍ଭ ହେବ। ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ।…