Latest Odisha News

BREAKING NEWS

Browsing Category

ଫିଚର

କର୍ମଚାରୀ ଅଭାବ, ତଦନ୍ତ ବେଳେ ବହୁ ସମସ୍ୟାର ସାମ୍ନା କରୁଛି ଓଡ଼ିଶା ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସହରାଞ୍ଚଳ ପୁଲିସ ଜିଲ୍ଲାରେ ସଂଗଠିତ ଓ ଜଟିଳ ଅପରାଧର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର କ୍ରାଇମ୍ ୟୁନିଟର ଉଦ୍ଦେଶ୍ୟ ପୂରଣ ହେବା ଏବେ ବି ଦିବା ସ୍ବପ୍ନ ପରି ଲାଗୁଛି। ଯାହା ମାମଲା ଗୁଡିକୁ ପ୍ରଭାବୀ ଢଙ୍ଗରେ ତଦନ୍ତ କରିବାରେ ବାଧା ସୃଷ୍ଟି କରୁଛି। ଏହି…

ଭଡାଟିଆଙ୍କ ତଥ୍ୟ ଦେବାକୁ ହଷ୍ଟେଲ କିମ୍ବା ଘର ମାଲିକଙ୍କ ଅନିଛା ପ୍ରକାଶ, ସୁରକ୍ଷା ଚିନ୍ତା ବଢ଼ିଛି କହିଲା ପୋଲିସ

ଭୁବନେଶ୍ୱର: କମିଶନରେଟ ପୁଲିସ ଅଧୀନରେ ଥିବା ଭୁବନେଶ୍ବର ପୋଲିସ ୨୦୧୫ ମାର୍ଚ୍ଚରେ ଏକ ପଦକ୍ଷେପ ଆରମ୍ଭ କରି ଘର ମାଲିକମାନଙ୍କୁ ସ୍ଥାନୀୟ ଥାନାରେ ଭଡ଼ାଟିଆଙ୍କ ସବିଶେଷ ତଥ୍ୟ ଦାଖଲ କରିବାକୁ କହିଥିଲା। ପରେ ୨୦୧୭ ଜାନୁଆରୀରେ ମହିଳା ହଷ୍ଟେଲ ମାନଙ୍କ ପାଇଁ କୁହାଯାଇଥିଲା। ପ୍ରାରମ୍ଭିକ ଭାବେ…

ବିହାରରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ, ସ୍ପିଡପୋଷ୍ଟରେ ଏଫଆଇଆର ପଠାଇ ରୁଜୁ କଲେ ମାମଲା

ଭୁବନେଶ୍ୱର : ପାଟନାର ଏକ ଅଜଣା ସ୍ଥାନରେ ବିହାରର ଜଣେ ଯୁବକ ଓଡ଼ିଶାର ଜଣେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଉଭୟଙ୍କ ବନ୍ଧୁତ୍ୱ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା। ଘଟଣାଟି ୨୦୨୨ ମସିହା ଜୁନ ମାସର ବୋଲି କୁହାଯାଉଥିଲେ ମଧ୍ୟ କଟକର…

ନୂଆ ସଂସଦ ଭବନରେ ପ୍ରଥମ ବିଲ୍ ଭାବେ ମହିଳା ବିଲ୍ ପାରିତ, ସମସ୍ତ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଗୁରୁବାର ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଥିବା ବେଳେ ରାଜ୍ୟସଭାରେ ଏହି ବିଲ୍ ୨୧୫-୦ରେ ପାସ୍ ହୋଇଛି। ଗତ ବୁଧବାର ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବିଲ୍କୁ ଏଆଇଏମ୍ଆଇଏମର ଦୁଇ ଜଣ ସଦସ୍ୟଙ୍କ…

ଯେଉଁଠି ଇଚ୍ଛା ଶକ୍ତି ଅଛି ସେଇଠି ଆଗକୁ ଯିବାର ରାସ୍ତା ଅଛି: ଗୃହମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଯେଉଁଠି ଇଚ୍ଛା ରହିଛି ସେହିଠାରେ ରାସ୍ତା ଅଛି। ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହୋଇଥିବାରୁ ନ୍ୟାୟସଙ୍ଗତ ଶାସନ ପଥରେ ଆଜି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ ହୋଇଛି।…

ଟିଭି ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶ:ଆତଙ୍କବାଦୀ ଓ ଗୁରୁତର ଅପରାଧୀଙ୍କୁ ମଞ୍ଚ ଦିଅନି

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନଙ୍କ ବିରୋଧରେ ଆତଙ୍କବାଦ ମାମଲା ରହିଛି କିମ୍ବା ଭାରତୀୟ ଆଇନ ଦ୍ୱାରା ନିଷିଦ୍ଧ ସଂଗଠନ ସହ ସମ୍ପୃକ୍ତି ସମେତ ଗୁରୁତର ଅପରାଧ ଅଭିଯୋଗ ରହିଛି ସେମାନଙ୍କୁ କୌଣସି ମଞ୍ଚ ପ୍ରଦାନ ନ କରିବାକୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଭିନ୍ନ ଟେଲିଭିଜନ ଚ୍ୟାନେଲକୁ…

ରାଜ୍ୟ ସଭାରେ ପାସ ହେଲା ମହିଳା ସଂରକ୍ଷଣ ବିଲ୍; ବିପକ୍ଷରେ ପଡ଼ିଲା ଶୂନ ଭୋଟ

ନୂଆଦିଲ୍ଲୀ: ଲୋକସଭା ପରେ ଏବେ ରାଜ୍ୟ ସଭାରେ ପାସ ହେଲା ମହିଳା ସଂରକ୍ଷଣ ବିଲ ଅର୍ଥାତ ନାରୀ ଶକ୍ତି ବନ୍ଦନ ଅଧିନିୟମ ।ରାଜ୍ୟସଭାରେ ଏହି ବିଲ ଉପରେ ଆଜି ଚର୍ଚ୍ଚା ହେବା ପରେ ଭୋଟିଂ ହୋଇଥିଲା । ବିଲ ସପକ୍ଷରେ ୨୧୫ ଭୋଟ ପଡିଥିଲା । ସର୍ବ ସମ୍ମତିକ୍ରମେ ଏହି ବିଲ ରାଜ୍ୟ ସଭାରେ ବି ପାସ…

ପାଣିକୋଇଲି ପୋଲିସିକୁ ସଫଳତା, ରାଜପଥରୁ ଲୁଟ୍ ହୋଇଥିବା କଣ୍ଟେନର ସହ ୩୩ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଯାଜପୁର: ପାଣିକୋଇଲି ପୋଲିସିକୁ ମିଳିଲା ଏକ ବଡ ସଫଳତା। ରାଜପଥରୁ ଲୁଟ୍ ହୋଇଥିବା କଣ୍ଟେନର ସହ ୩୩ଲକ୍ଷ ଟଙ୍କାର ସାମଗ୍ରୀ ଜବତ କଲା ପୋଲିସ୍। ସୂଚନା ଯୋଗ୍ଯ ଯେ ଏକ କଣ୍ଟେନର ଆସାମରୁ ଡାବର କମ୍ପାନୀର ଜିନିଷ ବୋଝେଇ କରି ମୟୁର ଟ୍ରନ୍ସପୋର୍ଟ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଏହି ଲୁଟ ଘଟଣା…