Latest Odisha News

BREAKING NEWS

Browsing Category

ଫିଚର

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ: ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ବାଚିତ

ଗଞ୍ଜାମ: ଶେଷ ହୋଇଛି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ  । ଫଳାଫଳ ବି  ସାମ୍ନାକୁ ଆସିସାରିଛି ।  ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଫଳାଫଳ ସାମ୍ନାକୁ ଆସିବା ପରେ ବିପିନ ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।…

ସ୍ବଦେଶ ଫିଲ୍ମ ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ କାର ଦୁର୍ଘଟଣା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଅଭିନେତ୍ରୀ ଗାୟତ୍ରୀ ଯୋଶୀ ଇଟାଲୀରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ସ୍ବଦେଶ ଫିଲ୍ମରେ ଡେବ୍ୟୁ କରିଥିଲେ ଗାୟତ୍ରୀ  । ଇଟାଲୀରେ ସେ ଏକ କାର ଦୁର୍ଘଟଣାର ଶିକାର ହୋଇଛନ୍ତି  । ଦୁର୍ଘଟଣା ଘଟିବା ସମୟରେ ଗାୟତ୍ରୀଙ୍କ ସ୍ବାମୀ ବିକାଶ…

ମହାରାଷ୍ଟ୍ର ସରକାରୀ ଡାକ୍ତରଖାନାରେ କମୁନି ମୃତ୍ୟୁର ତାଣ୍ଡବ: ନାନ୍ଦେଡ, ଔରଙ୍ଗାବାଦ ପରେ ଏବେ ନାଗପୁର ୨୫ ରୋଗୀଙ୍କ…

ନାଗପୁର: ମହାରାଷ୍ଟ୍ରର ନାନ୍ଦେଡ, ଔରଙ୍ଗାବାଦ ପରେ ଏବେ ନାଗପୁର ସରକାରୀ ଡାକ୍ତରଖାନାରେ ମୃତ୍ୟୁର ତାଣ୍ଡବ । ୨୪ ଘଣ୍ଟାରେ ୨୫ ରୋଗୀଙ୍କର ମୃତ୍ୟୁ ଘଟିସାରିଲାଣି   । ଏଠିକାର ୨ଟି ଭିନ୍ନ ଭିନ୍ନ ସରକାରୀ ଡାକ୍ତରଖାନାରେ ଏହି ୨୫ ରୋଗୀଙ୍କର ମୃତ୍ୟୁ ଘଟିଛି । ତେବେ ଏ ସଂକ୍ରାନ୍ତରେ ସବିଶେଷ…

ଲାଣ୍ଡ ଫର ଜବ୍ ଦୁର୍ନୀତି: ଲାଲୁ, ରାବଡିଙ୍କ ସମେତ ପରିବାରର ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ପାଟନା:ଲାଣ୍ଡ ଫର ଜବ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ମିଳିଛି କୋର୍ଟ ଆଶ୍ୱସ୍ତି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ, ବିହାରର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ମିଳିଛି ଜାମିନ । ଲାଲୁ, ରାବଡୀଙ୍କ ସମେତ…

ସିକିମରେ ବାଦଲଫଟା ବର୍ଷା ଯୋଗୁଁ ବଡଧରଣର ବନ୍ୟା : ଭାସିଗଲେ ୨୩ ଯବାନ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : ସିକିମରେ ବାଦଲଫଟା ବର୍ଷା ଯୋଗୁଁ ବଡ ଅଘଟଣ ସାମ୍ନାକୁ ଆସିଛି  । ଉତ୍ତର ସିକ୍କିମର ଲାଚେନ୍ ଘାଟି ତୀସ୍ତା ନଦୀରେ ବଡ଼ଧରଣର ବନ୍ୟା ସୃଷ୍ଟି ହୋଇଛି  । ଫଳରେ ବନ୍ୟା ପାଣି ରେ ଫାସିଯାଇ ୨୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି । କେବଳ ଯବାନ ନୁହଁନ୍ତି , ବହୁ ସଂଖ୍ୟାରେ ଗାଡି ମଟର…

ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂହଙ୍କ ଘରେ ଇଡି ରେଡ୍

ନୂଆଦିଲ୍ଲୀ : ଦିଲ୍ଲୀର ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବାସଭବନରେ ଇଡି ରେଡ୍  । ଆଜି ସକାଳୁ ତାଙ୍କ ଝରେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ ଜାରି ରହିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସେ ସମ୍ପୃକ୍ତ ଅଛନ୍ତି  । ଚଢାଉରେ ଇଡିର ବହୁ ବରିଷ୍ଠ…

ପାସ କରିନଥିବା ଛାତ୍ରଛାତ୍ରୀ ପାଇଛନ୍ତି ପିଏମ୍ଏସ୍ ଯୋଜନାର ଲାଭ, ସିଏଜି ଖୋଲିଲେ ଦୁର୍ନୀତିର ଚିଠା

ଭୁବନେଶ୍ୱର: ଓଡ଼ିଶାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଅଧୀନରେ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି (ପିଏମ୍ଏସ୍) ଯୋଜନାର କାର୍ଯ୍ୟ କାରିତାରେ ଦୁର୍ନୀତି ଓ ଜାଲିଆତି ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି)। ସିଏଜି ଜାଣିବାକୁ ପାଇଛନ୍ତି ଯେ ୨୦୧୬-୧୭…

ଓବିସି ସର୍ଭେ ରିପୋର୍ଟ ପ୍ରକାଶ କରିବାରେ ବିଳମ୍ବତା, ଶାସକ ଦଳକୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ଓବିସି ସର୍ଭେ ରିପୋର୍ଟ ପ୍ରକାଶରେ ବିଳମ୍ବକୁ ନେଇ ବିରୋଧୀ ଦଳଗୁଡ଼ିକ ଶାସକ ବିଜୁ ଜନତା ଦଳକୁ ଘେରିଛନ୍ତି। ଗାନ୍ଧୀ ଜୟନ୍ତୀରେ ବିହାର ସରକାର ଓବିସି ସର୍ଭେ ରିପୋର୍ଟ ଜାରି କରି ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ଏହାପରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ…

ଆଜି ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ :ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ: ଆଜି ଦିଗପହଣ୍ଡିରେ ହେବାକୁ ଯାଉଛି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ  । ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବାବେଳେ ୧୧ଟାରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ  । ଏବଂ ଦିନ ୧୨ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଘଣ୍ଟ ହୋଇଛି ।…

୬ ଦିନ ବନ୍ଦ ରହିବା ପରେ ରାଜଧାନୀ ଏକ ନମ୍ବର ହାଟର ସଟର ଉଠିଲା

ଭୁବନେଶ୍ୱର: ଉଠିଲା ରାଜଧାନୀର ଏକ ନମ୍ବର ହାଟର ସଟର। ରାଜଧାନୀର ୟୁନିଟ୍-୧ରେ ଥିବା ଦୈନିକ ବଜାର ୬ ଦିନ ବନ୍ଦ ରହିବା ପରେ ବୁଧବାର ଖୋଲିଛି। ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ନଥିବା, ଡ୍ରେନେଜ୍ ସମସ୍ୟା, ଅସ୍ଥାୟୀ ଦୋକାନ ଦ୍ୱାରା ଜବର ଦଖଲ ଆଦି ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ବଜାରର…