Latest Odisha News

BREAKING NEWS

Browsing Category

ଫିଚର

ତଦନ୍ତର ସାମ୍ନା କରିବାକୁ ଏତେ ଡର କାହିଁକି? ଆଇନ୍‍ ଉର୍ଦ୍ଧ୍ୱରେ ନୁହଁନ୍ତି ଗଣମାଧ୍ୟମ ସଂସ୍ଥା: ବିଜେଡି

ଭୁବନେଶ୍ୱର: କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି କରିଥିବା ଜଣେ ବ୍ୟକ୍ତି ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି, ତେବେ କ’ଣ ସେ ଆଇନର ଉର୍ଦ୍ଧ୍ୱରେ ବୋଲି ଗଣା ଯିବେ କି? ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି…

ବିଶ୍ୱକପ କ୍ରିକେଟ: ପ୍ରଶଂସକଙ୍କ ବିନା ଖେଳାଯିବ ପାକିସ୍ତାନ-ନ୍ୟୁଜିଲାଣ୍ଡ ୱାର୍ମଅପ ମ୍ୟାଚ

ହାଇଦ୍ରାବାଦ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ସମ୍ପର୍କୀତ ତାଜା ତଥ୍ୟ ସମ୍ମୁଖକୁ ଆସିଛି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟଡିୟମରେ ସେପ୍ଟମ୍ବର ୨୯ରେ ଖେଳାଯିବାକୁ ଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ୱାର୍ମ ଅପ ମ୍ୟାଚ ଦର୍ଶକଙ୍କ ବିନା ଖେଳାଯିବ । ଯେଉଁମାନେ…

ଏକ୍ସର ପ୍ରତ୍ୟେକ ୟୁଜର ଦେବେ ଦେୟ, ମସ୍କ ଦେଲେ ଇସାରା

ନୂଆଦିଲ୍ଲୀ: ଟେସ୍ଲା ଏବଂ SpaceX ର ସିଇଓ ଇଲନ୍ ମସ୍କ ଟ୍ୱିଟର ପାଇଁ ତାଙ୍କ ଯୋଜନା ବିଷୟରେ ଏକ ସଙ୍କେତ ଦେଇଛନ୍ତି। ଯାହାକୁ ସେ ବର୍ତ୍ତମାନ ଏକ୍ସ କହୁଛନ୍ତି। ମସ୍କ କହିଛନ୍ତି ଯେ ସେ ୟୁଜରଙ୍କୁ ବଟସର ମୁକାବିଲା କରିବା ପାଇଁ ପ୍ଲାଟଫର୍ମ ବ୍ୟବହାର କରିବା ପାଇଁ ଏକ ଛୋଟ ମାସିକ ଶୁଳ୍କ…

‘ସମ୍ବିଧାନ ସଦନ’ ଭାବେ ପୁରୁଣା ସଂସଦ ଭବନ ପରିଚିତ ହେଉ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ ପୁରୁଣା ସଂସଦ ଭବନ ଏବେ 'ସମ୍ବିଧାନ ସଦନ' ନାମରେ ପରିଚିତ ପାଇବା ଆବଶ୍ୟକ। ଦେଶର ବିଧାନସଭା ପୁରୁଣା ବୃତ୍ତାକାର ଔପନିବେଶିକ ଯୁଗର ସଂସଦରୁ ଏକ ତ୍ରିକୋଣୀୟ କୋଠାକୁ ପରିବର୍ତ୍ତନ ହେବା ପରେ ଏହାର ନାମ ପରିବର୍ତ୍ତନ ପାଇଁ…

ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ, ମିଲିଲା ସନ୍ଦେହଜନକ ଦସ୍ତାବିଜ

ଭୁବନେଶ୍ୱର: ସମ୍ବାଦ ଖବରକାଗଜ ଅଫିସରେ ଆଜି ବି ହେଉଛି ଛାନବିନ୍। ଯାଞ୍ଚ ବେଳେ ଜବତ ହୋଇଛି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ। ସମ୍ବାଦ ଉପରେ ଇଓଡବ୍ଲ୍ୟୁ ଚଢଉ କରିବା ଘଟଣା ସମଗ୍ର ରାଜ୍ୟର ଗଣମାଧ୍ୟମ ଜଗତରେ ଚର୍ଚ୍ଚାରେ ରହିଛି। କର୍ମଚାରୀଙ୍କ ନାଁରେ ଋଣ ଠକେଇ ଅଭିଯୋଗ ଆସିବା…

ବିଘ୍ନନାଶକଙ୍କୁ ଫିଲ୍ମର ଚିତ୍ର ଆଉ ଚରିତ୍ରରେ ସଜେଇଦେଲେ

ନୂଆଦିଲ୍ଲୀ: ଗଣେଷ ପୂଜା ସାରା ଭାରତରେ ଧୂମଧାମରେ ପାଳନ କରାଯାଉଛି । ଘରୋଇ ପରିବେଶଠାରୁ ଆରମ୍ଭ କରି ଅଫିସ, କ୍ଲବ ଏବଂ ଅନ୍ୟ ସମସ୍ତ ସଂସ୍ଥାରେ ମଧ୍ୟ ଏହା ପାଳିତ ହୋଇଛି । ଆଧୁନିକତାର ଚାକଚାକରେ ଦୃଷ୍ଟି ଆକର୍ଷଣ କରିବା ପାଇଁ କେତେକ ସ୍ଥାନରେ ବିଘ୍ନନାଶକଙ୍କୁ ଫିଲ୍ମର ଚିତ୍ର ଆଉ ଚରିତ୍ରରେ…

ଏଫ ୩୫ ଯୁଦ୍ଧ ବିମାନର ମିଳିଲା ଅବଶେଷ

ୱାଶିଂଟନ: ଆମେରିକା ବାୟୁସେନାର ଏଫ୩୫ ଯୁଦ୍ଧ ବିମାନର ଅବଶେଷ ଶେଷରେ ମିଳିଛି । ସାଉଥ କାରୋଲିନାରେ ଏହା ମିଳିଥିବା ଆମେରିକା ମ୍ୟାରିନ କର୍ପସ ସୂଚନା ଦେଇଛନ୍ତି । ଫାଇଟର ଜେଟ ନିଖୋଜ ହେବା ପରେ ସେନା ଏହାକୁ ଖୋଜି ବାହାର କରିବା ପାଇଁ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ମାଗିଥିଲେ । ରବିବାର ଏହି…

ପାରାଦୀପ ସମୂଦ୍ର ମୁହାଣରେ ବୁଡିଗଲା ବୋଟ: ଭାସିଗଲେ ୮ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପ ସମୂଦ୍ର ମୁହାଣରେ ବୁଡିଲା ବୋଟ। ସ୍ଥାନୀୟ ଲୋକ କହିବା ମୂତାବକ, ଏହି ବୋଟରେ  ୮ ଜଣ ମତ୍ସ୍ୟଜୀବୀ ଥିଲେ । ସେମାନଙ୍କ ମଧ୍ୟରୁ  ୩ ଜଣ ଭାସି ଯାଇଛନ୍ତି । ଡ଼୍ରାଇଭର ସହିତ ୪ ଜଣ ବୋଟ୍ ଉପରେ ଅଛନ୍ତି।  ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ,  ଆଜି…

ପ୍ରକାଶ ପାଇଲା ୨୦୨୪ ନିଟ, ଜେଇଇ ପରୀକ୍ଷା ତାରିଖ: ଜାଣନ୍ତୁ କେବେ ଅଛି କେଉଁ ପରୀକ୍ଷା

ନୂଆଦିଲ୍ଲୀ: ୨୦୨୩-୨୦୨୪ ଶିକ୍ଷା ବର୍ଷ ପାଇଁ କେବେ ଜେଇଇ, ନିଟ ପରୀକ୍ଷା ? ଏ ନେଇ ତାରିଖ ଘୋଷଣା କରିଛି ନାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ (NTA) । ଏନଟିଏ ପକ୍ଷରୁ ଜାରି ସୂଚନା ଅନୁସାରେ, ଜେଇଇ ମେନ ପରୀକ୍ଷା ସେସନ-୧ ୨୦୨୪ ଜାନୁଆରୀ-ଫେବୃଆରୀରେ ହେବ । ସେସନ -୨ ହେବ ୨୦୨୪ ଏପ୍ରିଲରେ…

ନୁହ ହିଂସା ମାମଲା: ୧୪ ଦିନିଆ ଜୁଡିସିଆଲ କଷ୍ଟଡିକୁ ଗଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ କଂଗ୍ରେସ ବିଧାୟକ ମାମନ ଖାନ  । ହରିଆଣାର ନୁହ ହିଂସା ମାମଲାରେ ତାଙ୍କୁ ୧୪ ଦିନ ପାଇଁ ଜୁଡିସିଆଲ କଷ୍ଟଡିକୁ ପଠାଇଛନ୍ତି କୋର୍ଟ । ମଙ୍ଗଳବାର କଂଗ୍ରେସ ବିଧାୟକଙ୍କର ଦୁଇ ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ସିଜେଏମ ଯୋଗେନ୍ଦ୍ର…