Latest Odisha News

BREAKING NEWS

Browsing Category

ଫିଚର

ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ପୂର୍ବରୁ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଆଲିଶାଙ୍କ ହଠାତ ମୃତ୍ୟୁ, ବଢ଼ିଲା ସନ୍ଦେହ

ରାଉରକେଲା: ରାଉରକେଲାରେ ମହିଳା ଏଏସ୍ଆଇଙ୍କ ଆକସ୍ମିକ ମୃତ୍ୟୁ ହତ୍ୟା ଷଡ଼ୟନ୍ତ୍ର ଆଶଙ୍କା ସୃଷ୍ଟି କରିଛି। ନିକଟରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁର କିଛି ଦିନ ପରେ ରାଉରକେଲାରେ ମହିଳା ଏଏସ୍ଆଇ ଆଲିଶା ନରମି ଲୁଗୁନଙ୍କ ଅଚାନକ ମୃତ୍ୟୁ ଏକ ହତ୍ୟା ଷଡ଼ଯନ୍ତ୍ରକୁ ନେଇ…

“ଆଗାମୀ ୧୦ ବର୍ଷ ଯାଏ ବିଜେପିକୁ ‘ମିଆଁ’ଙ୍କ ଭୋଟ୍ ଆବଶ୍ୟକ ନାହିଁ, ଯଦି ସେମାନେ ତାଙ୍କ…

ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପିକୁ ୧୦ ବର୍ଷ ଯାଏଁ 'ମିଆଁ'ଙ୍କ ଭୋଟ୍ ଦରକାର ନାହିଁ। ସେମାନଙ୍କର ସମର୍ଥନ ପାଇଁ କିଛି ସର୍ତ୍ତ ରହିଛି ବୋଲି ସେ କହିଛନ୍ତି। 'ମିଆଁ' ଶବ୍ଦ ବଙ୍ଗଳାଭାଷୀ ମୁସଲମାନମାନଙ୍କୁ ବୁଝାଇବାରେ ବ୍ୟବହୃତ ହେଉଥିବା ଏକ ଶବ୍ଦ। ଯାହା ନକରାତ୍ମକ ଶୈଳୀରେ…

ଫ୍ଲାଇଟରେ ନିଃଶ୍ବାସ ନେଇପାରିଲାନି ଶିଶୁ: ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଡାକ୍ତର

ନୂଆଦିଲ୍ଲୀ: ଫ୍ଲାଇଟ୍ ରେ ଅଘଟଣ  । ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳା ହଠାତ୍ ହୃଦରୋଗରେ ପୀଡିତ ଏକ ଶିଶୁକୁ ନିଃଶ୍ବାସ ନେବାରେ ସମସ୍ୟା ଉପୁଜିଥିଲା । ଏହା ଦେଖି ଶିଶୁଟିର ବାପା , ମା  ବହୁତ ବ୍ୟସ୍ତବିବ୍ରତ ହୋଇପଡିଥିଲେ । କଣ କରିବେ କିଛି ବୁଦ୍ଧିବାଟ ଦିଶିନଥିଲା ।…

ଝିଅ ତନୟାଙ୍କୁ ସମ୍ପାଦକ ଦାୟିତ୍ବ ଦେବା ପରେ ସୌମ୍ୟରଞ୍ଜନଙ୍କ ଆଗାମୀ ରଣନୀତି କ’ଣ?

ଭୁବନେଶ୍ୱର: ବ୍ୟକ୍ତିଗତ କାରଣ ଦର୍ଶାଇ ଦୈନିକ ଖବରକାଗଜ 'ସମ୍ବାଦ'ର ସମ୍ପାଦକ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କ ଝିଅ ତଥା 'ସମ୍ବାଦ ଗ୍ରୁପ୍'ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ ତାଙ୍କ…

ଜିପିଏସ ଦେଖି ଯାଉଥିବା ବେଳେ ନଦୀକୁ ଖସିଲା କାର; ଦୁଇ ଡାକ୍ତରଙ୍କ ମୃତ୍ୟୁ

ଏର୍ଣ୍ଣାକୁଲମ: କେରଳର ଏର୍ଣ୍ଣାକୁଲମରେ ରବିବାର ସକାଳେ ଏକ କାର ନଦୀକୁ ଖସି ପଡ଼ିବା ଫଳରେ ଦୁଇ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ଜିପିଏସ୍ ଲଗାଇ ଯାଉଥିବା ବେଳେ ରାସ୍ତାରେ ପାଣି ଜମି ରହିବାରୁ ସେମାନେ ଜାଣିପାରିନଥିଲେ ପରେ ଦୁର୍ଘଟଣାର ଶିକାର…

ଲଘୁଚାପ ପ୍ରଭାବ: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର:  ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସୋମବାର ୧୪ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସ୍ପଷ୍ଟ ସଦୃଶ ଲଘୁଚାପ ଏବେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇଛି। ତେବେ ରାଜ୍ୟରେ ଆଜି ସକାଳଠୁ ଆକାଶ ମେଘାଛନ୍ନ…

ମଣିପୁରରେ ଦୁଇ ଛାତ୍ରଛାତ୍ରଙ୍କୁ ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

ଇମ୍ପାଲ: ମଣିପୁରରେ ଦୁଇ ଛାତ୍ରଛାତ୍ରୀଙ୍କୁ ହତ୍ୟା ଘଟଣା । ଗିରଫ ହେଲେ ୪ ଅଭିଯୁକ୍ତ । ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ  ଏନ୍.ବୀରେନ୍ ସିଂ କହିଛନ୍ତି  । ଦୁଇ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଅପହରଣ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଯିଏ ଜନ ବିରୋଧୀ, ସିଏ ମନ୍ତ୍ରୀ ପ୍ରତାପ ଦେବଙ୍କ ପାଇଁ ଜରୁରୀ !

ଭୁବନେଶ୍ୱର: ରେମୁଣା ବିଧାୟକ ସୁଧାଂଶୁ ପରିଡା ଏବଂ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ଗତ 21 ତାରିଖରେ ଦଳରୁ ବହିଷ୍କୃତ କରିଥିଲେ। ଜନ ବିରୋଧାୀ ବୋଲି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ଆଉଟ୍ କରିଥିଲେ। ଏହି ପ୍ରସଙ୍ଗ ଆଜି ବି ଚର୍ଚ୍ଚାରେ ଥିବା…

ଭିଡ ନିୟନ୍ତ୍ରଣ କରିବାକୁ ଯାଇ ଆହତ ହୋଇଥିବା ମହିଳା ଏଏସଆଇଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଉଦିତନଗର ଥାନାର ଜଣେ ମହିଳା ଏଏସ୍ଆଇଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଆଲିଶ ନରମି ଲୁଗୁନ(36)। ସେ ଭିଡ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ଠେଲାପେଲାର ଶିକାର ହୋଇ ଆହତ ହୋଇଥିଲେ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…

ସୁନ୍ଦରଗଡରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ପୁଣି ୯ ପଜିଟିଭ ଚିହ୍ନଟ

ସୁନ୍ଦରଗଡ:  ସୁନ୍ଦରଗଡ ଜିଲ୍ଲାର ପିଛା ଛାଡୁନି  ସ୍କ୍ରବ୍ ଟାଇଫସ୍  । ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି  । ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୩୦୪କୁ ବୃଦ୍ଧି…