Latest Odisha News

BREAKING NEWS

Browsing Category

ଫିଚର

କ୍ରୀଡା ଉତ୍ସବକୁ ଯିବାବେଳେ ଘାଟିରେ ଓଲଟି ପଡିଲା ବସ: ଚାଲିଗଲା ଖେଳ ଶିକ୍ଷକଙ୍କ ଜୀବନ

ନବରଙ୍ଗପୁର: ଘାଟିରେ ଓଲଟି ପଡିଲା ବସ । ପିଲାଙ୍କୁ ନେଇ କ୍ରୀଡା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ ଖେଳ ସାର । ବାଟରେ ଚାଲିଗଲା ଜୀବନ । ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।  ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ । ମିଳିଥିବା ସୂଚନା…

ତିନି ଦିନ ପରେ ଆଜି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା

ଭୁବନେଶ୍ୱର: ତିନି ଦିନପରେ ଆଜି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା । ଉଭୟେ ବିରୋଧୀ ଓ ଶାସକ ନାରାବାଜି କାରଣରୁ ୩ ଦିନ ଧରି ଅଚଳ ରହିଥିଲା ଗୃହ । ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିବା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ । ଅଧିବେଶନର ୪ର୍ଥ ଦିନରେ…

ଇସ୍କନକୁ ‘ଧୋକାବାଜ ’ କହିଲେ ବିଜେପି ସାଂସଦ ମେନକା ଗାନ୍ଧୀ: ମନ୍ଦିର କର୍ତ୍ତୃପକ୍ଷ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ:ବିଜେପି ସାସଂଦ ମେନକା ଗାନ୍ଧୀ ଇଣ୍ଟରନାଶନାଲ ସୋସାଇଟି ଫଳ କୃଷ୍ଣା କନସସନେସ୍ (ଇସକନ) ଉପରେ ଜୋରଦାର ଚଢାଉ କରିଛନ୍ତି । ସେ ଇସ୍କାନକୁ ଦେଶର ସବୁଠାରୁ ବଡ ଧୋକ୍କାବାଜ ସଂଗଠନ ବୋଲି କହିଛନ୍ତି । ମେନକା ଗାନ୍ଧୀଙ୍କ ବୟାନର ରେକର୍ଡ ଭାଇରାଲ ହେବାରେ ଲାଗିଛି । ମେନକା ଅଭିଯୋଗ…

ଏସିଆନ୍ ଗେମ୍ସରେ ଭାରତକୁ ପଞ୍ଚମ ସ୍ବର୍ଣ୍ଣ : ମୋଟ୍ ପଦକ ସଂଖ୍ୟା ୧୮କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତକୁ ମିଳିଲା ୫ମ ସ୍ବର୍ଣ୍ଣ  । ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତକୁ ପଞ୍ଚମ ସ୍ବର୍ଣ୍ଣ ମିଳିଛି  । ମହିଳା ସୁଟିଂ ସ୍ବର୍ଣ୍ଣ ଜିତିଛନ୍ତି ସୁଟର ସିପ୍ତ କୌର ସାମ୍ରା  । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ଏହି ସଫଳତା ମିଳିଛି । ସମାନ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ…

ଏସିଆନ୍ ଗେମ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ : ମନୁ-ଇଷା-ରିଦମ୍ ରଚିଲେ ଇତିହାସ

ନୂଆଦିଲ୍ଲୀ : ଏସିଆନ୍ ଗେମ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ । ମହିଳା ୨୫  ମିଟର ପିସ୍ତଲ ଟିମ୍ ଏହି ପଦକ ଜିତିଛି  । ମନୁ ଭାକର, ଇଶା ସିଂ ଏବଂ ରିଦିମ୍  ସାଙ୍ଗୱାନଙ୍କ ଚୀନ୍‌କୁ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି  ।  ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ଯୋଗ୍ୟତା…

ଆକ୍ସନ ମୋଡରେ ଏନଆଇଏ: ଆତଙ୍କବାଦୀଙ୍କୁ ଦମନ ଲାଗି ଦେଶବ୍ୟାପି ୫୦ଟି ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଖାଲିସ୍ତାନୀ ସଂଗଠନ ଏବଂ ସେମାନଙ୍କ ସହ ଜଡିତ ଆତଙ୍କବାଦୀଙ୍କୁ ଦମନ ଲାଗି ପୁରା ଆକ୍ସନ ମୋଡରେ ରହିଛି ଏନଆଇଏ  । ଅନୁସନ୍ଧାନକାରୀ ସଂସ୍ଥା ଦେଶରେ ତଥା ବିଦେଶରେ କ୍ରମାଗତ ଭାବରେ ରେଡ୍ କରୁଛି  । ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀର ପ୍ରାୟ ୫୦ଟି ସ୍ଥାନରେ ଏହି ଚଢଉ…

ଥମୁନି ମଣିପୁର ହିଂସା: ଇମ୍ପାଲରେ ବିରୋଧ ପରେ ୫ ଦିନ ଇଣ୍ଟରନେଟ୍ ବନ୍ଦ ଓ ସ୍କୁଲ ଛୁଟି

ଇମ୍ଫାଲ : ଥମୁନି ମଣିପୁର ତାତି  । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଉଠିଛି ମଣିପୁର  । ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ପୁଣି ପରିସ୍ଥିତି ସାଂଘାତିକ ହୋଇଛି ।  ଦୁଇ ଦିନ ତଳେ ସ୍ବାଭାବିକ ହୋଇଥିବା ଇଣ୍ଟରନେଟ୍ ସେବାକୁ ପୁଣି ଥରେ ବ୍ୟାନ୍…

ଇରାକରେ ଜଳିଗଲା ବିବାହ ମଣ୍ଡପ:୧୦୦ ମୃତ, ୧୫୦ରୁ ଉର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ: ଇରାକର ଏକ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ଏଥିରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା ମିଳିଛି  । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି  । ଘଟଣାସ୍ଥଳରେ ଜୋରସୋରରେ ଉଦ୍ଧାର…

ବିଶ୍ବକପ ପୂର୍ବରୁ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇ କ୍ଲିନ ସୁଇପ୍ ଲକ୍ଷ୍ୟରେ ଭାରତ

ରାଜକୋଟ: ଆଜି ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇଲେ ଭାରତ ବିଶ୍ବକପ ପୂର୍ବରୁ ଏକ ଇତିହାସ ରଚିବ। ଏହା ପୂର୍ବରୁ କେବେ ବି ଦିନିକିଆ ଫର୍ମାଟରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ହ୍ୱାଇଟ୍ ଓ୍ୱାଶ କରିବାକୁ ଏଭଳି ସୁଯୋଗ ମିଳିନି। ତେଣୁ ଆଜିର…