Latest Odisha News

BREAKING NEWS

Browsing Category

ଫିଚର

ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା

ନୂଆଦିଲ୍ଲୀ: ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା। ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। କଳାକ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶ୍ରୀମତୀ  ମେହେଟ୍ଟା, ୨୦୦୯ ମସିହାରେ ପଦ୍ମଶ୍ରୀ ସମ୍ମାନ ପାଇଁ…

ଆମେରିକା ପକ୍ଷରୁ ଜାରୀ କରାଯାଇଥିବା ନିଶା କାରୋବାର କରୁଥିବା ଦେଶ ତାଲିକାରେ ଭାରତ

ନୂଆଦିଲ୍ଲୀ: ନିଶା କାରୋବାର କରୁଥିବା ଦେଶମାନଙ୍କ ଏକ ତାଲିକା ଆମେରିକା ଜାରୀ କରିଛି । ଏହି ତାଲିକାରେ ୨୩ ଦେଶ ମଧ୍ୟରେ ଭାରତର ନାମ ରହିଛି । ଅବଶ୍ୟ ତାଲିକାରେ କୌଣସି ଦେଶର ନାମ ରହିବା ମାନେ ସମ୍ପୃକ୍ତ ଦେଶ ନିଶା କାରୋବାର ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ଭାବିବା ଭୁଲ ବୋଲି…

ହୀରୋ ନଂ ୧ରେ ଟାଇଗରଙ୍କ ସହ ରୋମାନ୍ସ କରିବେ ପଶ୍ମିନା

ମୁମ୍ବାଇ: ହୀରୋ ନଂ ୧ ଫିଲ୍ମରେ ଟାଇଗର ଶ୍ରଫଙ୍କ ସହ ରୋମାନ୍ସ କରିବେ ପଶ୍ମିନା ରୋଶନ । ମିଶନ ମଙ୍ଗଳ ଫେମ ନିର୍ଦ୍ଦେଶକ ଜଗନ ଶକ୍ତି ଏହାର ନିର୍ଦ୍ଦେଶନା ଦେବେ । ଟାଇଗରଙ୍କ ସହ ପଶ୍ମିନା ଏବଂ ସାରା ଅଲୀ ଖାଁ ଏଥିରେ ଅଭିନୟ କରିବା ଚୂଡାନ୍ତ ହୋଇଛି । ଆସନ୍ତା ବର୍ଷ ଆରମ୍ଭରେ ଫିଲ୍ମ ଫ୍ଲୋରକୁ…

ନୀତିଶଙ୍କୁ ନିଜ ମାଟିରେ ସଫା କରିବାକୁ ଶାହାଙ୍କ ଗେମପ୍ଲାନ !

ଭୁବନେଶ୍ୱର: ବିହାର ଉପରେ ଏବେ ବିଜେପିର ନଜର। ନୀତିଶ କୁମାର ବିଜେପି ହାତ ଛାଡିବା ସହ ଇଣ୍ଡିଆ ମେଣ୍ଟକୁ ଶକ୍ତ କରାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଏପରିକି ଲାଲୁ ପ୍ରସାଦ ଯାଦବ ଓ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ମେଣ୍ଟକୁ ସଫଳତାର ସହ ଆଗକୁ ନେବା ଦିଗରେ ସବୁ…

ହାଇଦ୍ରାବାଦରେ ସିଡବ୍ଲୁସି ବୈଠକ, ବାଜି ମାରିନେବ କଂଗ୍ରେସ !

ଭୁବନେଶ୍ୱର: କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ସିଡବ୍ଲୁସିର ନୂଆ କମିଟି ବୈଠକ ହାଇଦ୍ରାବାଦରେ ବସିଛି। ଆଗକୁ ଦେଶର ପ୍ରମୁଖ ରାଜ୍ୟର ନିର୍ବାଚନ ଥିବାବେଳେ ଲୋକସଭା ନିର୍ବାଚନ ରହିଛି। ତେଣୁ ଦଳର ସ୍ୱତନ୍ତ୍ର ରଣନୀତିକୁ ନେଇ ଆଲୋଚନା ହୋଇଛି। ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ…

ଭୋପାଳରେ ହେବନି ମେଣ୍ଟ ‘ଇଣ୍ଡିଆ’ର ପ୍ରସ୍ତାବିତ ପ୍ରଥମ ରାଲି

ଭୋପାଳ: ଅକ୍ଟୋବର ପୂର୍ବରୁ ଇଣ୍ଡିଆ ମେଣ୍ଟର ପ୍ରସ୍ତାବିତ ରାଲି ଭୋପାଳରେ ହେବ ନାହିଁ । ଏହି ରାଲିକୁ ରଦ୍ଦ କରି ଦିଆଯାଇଛି । ଏ ବିଷୟରେ ସୂଚନା ଦେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥ କହିଛନ୍ତି, ଭୋପାଳରେ ଏହି ରାଲି ହେବ ନାହିଁ । କଂଗ୍ରେସ ପାର୍ଟିର ମହାସଚିବ ରଣଦୀପ…

ମହାଦେବ ବେଟିଂ ଆପ ସ୍କାମ: ଟାଇଗର, ସନୀଙ୍କ ସମେତ ୧୭ ସେଲିବ୍ରେଟିଙ୍କୁ ପଚରା ଉଚରା କରିବ ଇଡି

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ ସ୍କାମ ଘଟଣାରେ ଟାଇଗର ଶ୍ରଫ, ସନୀ ଲିୟୋନୀଙ୍କ ସମେତ ୧୭ଜଣ ସେଲିବ୍ରେଟିଙ୍କୁ ଇଡି ପଚରାଉଚରା କରିବ । ୫ ହଜାର କୋଟି ଟଙ୍କାର ମନି ଲଣ୍ଡ୍ରିଂ କେସରେ ଦୁବାଇରୁ ଅନଲାଇନ ବେଟିଂ ଆପ ମାଧ୍ୟମରେ ସୌରଭ ଚନ୍ଦାକର ଓ ତାଙ୍କ ବିଜନେସ ପାର୍ଟନର ରବି ଉପ୍ପଲଙ୍କୁ ବିରୋଧରେ…

କଂଗ୍ରେସ ଜିଲ୍ଲା ମୁଖ୍ୟ ମୁଖପାତ୍ର ନିଯୁକ୍ତି: କେଉଁ ଜିଲ୍ଲା ପାଇଁ କିଏ, ଜାଣନ୍ତୁ ପୂରା ତାଲିକା

ଭୁବନେଶ୍ୱର: ନିଯୁକ୍ତି ପାଇଲେ କଂଗ୍ରେସ ଜିଲ୍ଲା ମୁଖ୍ୟ ମୁଖପାତ୍ର । ଏ ନେଇ  ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ ରିଲିଜରେ  ସୂଚନା ଦେଇଛନ୍ତି ।  ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ  ଜିଲ୍ଲା ମୁଖ୍ୟମୁଖପାତ୍ର ମାନଙ୍କୁ ନିଯୁକ୍ତି…

ପ୍ରତିଶ୍ରୁତି ପରେ ବି ହଟିଲାନି କେନାଲ ଜବରଦଖଲ: ସରକାରଙ୍କୁ ୨ୟ ଚେତାବନୀ ଦେଲେ ସାଂସଦ

ଭୁବନେଶ୍ୱର: ୨ୟ ରିମାଇଣ୍ଡ ଲେଟର ପଠାଇଲେ ଅପରାଜିତା । ପ୍ରଭାବଶାଳୀ ମହିଳା କୃଥିକା ପ୍ରଭାକରଣ ହଡପ କରି ନେଇଥିବା ଜାଗାରୁ ଜବରଦଖଲ ଉଚ୍ଛେଦ କରି କେନାଲ ସଫା କର। ଚାଷୀଙ୍କ ଜମିକୁ ପାଣିଦିଅ । ଏଥିପାଇଁ ଯଥେଷ୍ଟ ସମୟ ଦିଆଗଲାଣି । ଏମିତି କହି  ୨ୟ ଥର ପାଇଁ ରିମାଇଣ୍ଡ ଲେଟର ପଠାଇଛନ୍ତି…

ଦିନକ ପାଇଁ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ; ୨୧ ପରିବର୍ତ୍ତେ ହେବ ୨୨ରେ

ଭୁବନେଶ୍ୱର:ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ସେପ୍ଟେମ୍ବର  ୨୧ ତାରିଖରେ ହେବାର ଥିଲା ବାଚସ୍ପତି ନିର୍ବାଚନ । ହେଲେ ୨୧ରେ ନହୋଇ  ୨୨  ତାରିଖରେ ହେବ ନିର୍ବାଚନ । ନିର୍ବାଚନକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ପରିବର୍ତ୍ତିତ କାର୍ଯ୍ୟକ୍ରମ ଅନୁଯାୟୀ ୨୨ ତାରିଖ ସାକଳ ସାଢେ ୯ଟାରେ…