Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ: ଲିଖିତ ପ୍ରତିଶୃତି ନଦେଲେ ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ କରିବ ଜଗନ୍ନାଥ ସେନା

ପୁରୀ: ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିର ଚାରିଦୁଆର ଭକ୍ତଙ୍କ ପାଇଁ ଖୋଲିବା ଓ ରତ୍ନଭଣ୍ଡାର ସୁରକ୍ଷା ନେଇ ଓଡିଶା ବନ୍ଦ ପ୍ରସଙ୍ଗ। ଜଗନ୍ନାଥ ସେନା ସହ ଆଲୋଚନା କଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଆଲୋଚନା ବିଫଳ ହୋଇଥିବା ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦେଲେ ସୂଚନା।…

ବିଧାନସଭା ଘେରାଉ କରିବେ ଓଡ଼ିଶା ଜୀବିକା ମିଶନର ଗୋଷ୍ଠୀ ସହାୟିକା

ପୁରୀ: ବିଧାନସଭା ଘେରାଉ କରିବେ ଓଡି଼ଶା ଜୀବିକା ମିଶନର ଗୋଷ୍ଠୀ ସହାୟିକା। ବିଭିନ୍ନ ଦାବି ନେଇ ଆସନ୍ତାକାଲିଠାରୁ ଓଡିଶା ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ଗୋଷ୍ଠୀ ସହାୟିକା ବିଧାନସଭା ଘେରାଉ କରିବେ। ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମଜୁରୀ, ଅତିରିକ୍ତ କାମ ପାଇଁ ବୋନସ, ବ୍ୟାଙ୍କ…

ନୀଳ ଗାଡ଼ିଆରେ ମହିଳାଙ୍କର ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

ପୁରୀ: ପୁରୀ ଜିଲ୍ଲା ତାଳବଣିଆରେ ଅଘଟଣ। ତାଳବଣିଆ ମଝୀ ଜଙ୍ଗଲର ନୀଳ ଗାଡ଼ିଆରେ ଏକ ମୃତଦେହ ଭାସୁଥିବା ପରିଲକ୍ଷିତ ହୋଇଛି। ଭାସୁଥିବା ମୃତଦେହଟି ଏକ ମହିଳାଙ୍କର ବୋଲି ଆନୁମାନ କରାଯାଉଛି। କିନ୍ତୁ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ଏହି ଘଟଣାଟି ହତ୍ୟାକାଣ୍ଡ ବୋଲି…

ହାତରେ ହାତ ଯୋଡିବ କଂଗ୍ରେସ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଘରେ ଘରେ ହାତ କାର୍ଯ୍ୟକ୍ରମ। ଯାହାକୁ ନେଇ ଦଳୀୟ ନେତା ବେଶ ଉତ୍ସାହିତ। ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ କେବେଠୁ ପ୍ରସ୍ତୁତି କରାଯାଉଛି। ରାଜ୍ୟର ପ୍ରତ୍ୟେକ ପଂଚାୟତ ଓ ଗାଁ ଗାଁରେ ଏହି ଅଭିଯାନକୁ…

ଏନଡିଏରେ ସାମିଲ ହୋଇ ଫସିଗଲା ଜେଡିଏସ !

ଭୁବନେଶ୍ୱର: ଏନଡିଏ ସହ ବିଧିବଦ୍ଧ ଭାବେ ମେଣ୍ଟ କରି ଆଗକୁ ବଢିଛି ଜେଡିଏସ। ଆଗାମୀ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସକୁ ମାତ ଦେବା ପାଇଁ ବିଜେପି ଓ ଜେଡିଏସ ଏକାଠି ହୋଇଛନ୍ତି। କିନ୍ତୁ ଏହା ଜେଡିଏସକୁ ମହଙ୍ଗା ପଡିଛି। ବିଜେପି ସହ ମିଶି ଆଗକୁ ବଢିବା ପରେ ଜେଡିଏସ ନେତା ଦଳ…

ନାଇଜେରିଆ ତୈଳ ଡିପୋରେ ବିସ୍ଫୋରଣ: ୩୫ ମୃତ, ୧୦ରୁ ଅଧିକ ଗୁରୁତର

ଅବୁଜା: ନାଇଜେରିଆରେ ବଡ଼ ଧରଣର ଦୁର୍ଘଟଣା। ବେଆଇନ ଇନ୍ଧନ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବେନିନର ଏକ ତୈଳ ଡିପୋରେ ବିସ୍ଫୋରଣ ଘଟିବାରୁ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ସୂଚନା…

ଖୁବ୍‌ ଶୀଘ୍ର ବାପା ହେବେ ଅଭିନେତା ବିକ୍ରାନ୍ତ, ସୋସିଆଲ ମିଡିଆରେ ଖିୁସି ସେୟାର କଲେ ଦମ୍ପତି

ମୁମ୍ବାଇ: ବଲିଉଡ଼ ଅଭିନେତା ବିକ୍ରାନ୍ତ ମେସି ନିଜର ଦମଦାର ଅଭିନୟ ପାଇଁ ଖୁବ କମ ସମୟରେ ଲୋକଙ୍କ ମଧ୍ୟରେ ପ୍ରିୟ ହୋଇପାରିଛନ୍ତି। ସେ ବଲିଉଡରେ ହେଉ କିମ୍ବା ଓଟିଟି ପ୍ଲାଟଫର୍ମରେ ଚମତ୍କାର ଅଭିନୟ ପାଇଁ ବେଶ୍‌ ଜଣାଶୁଣା। ଛୋଟ ପରଦାରୁ ଆରମ୍ଭ କରି ସେ ବଡ଼ ପରଦାରେ ନିଜର ସ୍ଥାନ ସୃଷ୍ଟି…

ରାଜ୍ୟରେ କମିବ ବର୍ଷା, ଆଗାମୀ ୨ ଦିନ ପାଇଁ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇ ନଥିବା ବେଳେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବ ମଧ୍ୟଭାଗରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।…

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ଜିତିବ କଂଗ୍ରେସ, ମିଜୋରାମରେ ମିଳିବ ସଫଳତା: ରାହୁଲ

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନେତାଙ୍କ ମଧ୍ୟରେ ଆରମ୍ଭ ହେଲାଣି ଅଙ୍କ କସା। କିଏ କେଉଁ ଆସନରେ ଜିତିବ ସେନେଇ ଅନୁମାନ ମଧ୍ୟ କଲେଣି ଅନେକ ରାଜନେତା। ଏହାରି ଭିତରେ କଂଗ୍ରେସ ନେତା ତଥା ଦଳର ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ରବିବାର ରାଜଧାନୀ ଦିଲ୍ଲୀରେ ଏକ କନକ୍ଲେଭ ସମୟରେ…

ଚିକିତ୍ସା ଅବହେଳାରୁ ଚାଲିଗଲା ୫ ବର୍ଷ ଶିଶୁ କନ୍ୟାର ଜୀବନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା

ଯାଜପୁର: ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରରେ ଅଭାବନୀୟ ଘଟଣା। ଏଠାରେ ଚିକିତ୍ସା ଅବହେଳାରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବରୀ ବ୍ଲକ ଅଲିପୁର ପଞ୍ଚାୟତର ବିରଞ୍ଚି…