Latest Odisha News

BREAKING NEWS

Browsing Category

ଫିଚର

ଲାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ; ମୁମ୍ବାଇ-ଭୁବନେଶ୍ୱର ଇଣ୍ଡିଗୋ ଫ୍ଲାଇଟ ବାତିଲ

ମୁମ୍ବାଇ:ଲାଣ୍ଡିଂ ସମୟରେ ରନୱେରେ ପିଟି ହେଲା ଘରୋଇ ଜେଟ ବିମାନ । ବିମାନରେ ଥିଲେ ୮ ଜଣ ଯାତ୍ରୀ ।   ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ପାଇଲଟଙ୍କ ସମେତ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । । ଏମିତି ଘଟଣା ଗୁରୁବାର ସନ୍ଧ୍ୟାରେ ମୁମ୍ବାଇ ବିମାନ ବନ୍ଦରରରେ ଘଟିଛି…

ଘୁଷୁରୀ ଭ୍ରୁଣରୁ ବୈଜ୍ଞାନିକମାନେ ବିକସିତ କଲେ ମାନବ କୋଷ ଥିବା କିଡନୀ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଘୁୁଷୁରୀ ଭ୍ରୁଣରୁ ମାନବ କୋଷିକା ଥିବା କିଡନୀ ବିକସିତ କରିବାରେ ସଫଳତା ହାସଲ କରିଛନ୍ତି । ଏହା ଆଗାମୀ ଦିନରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି । ଯଦି ସବୁ କିଛି ଠିକଠାକ ରୁହେ ତେବେ ମନୁଷ୍ୟର କିଡନୀ ସମେତ ଅନ୍ର ଅଙ୍ଗର ପ୍ରତ୍ୟରୋର୍ପଣ…

ସିଂଘମ ଏଗେନରେ ଭିଲେନ ହେବେ ଅର୍ଜୁନ କାପୁର

ମୁମ୍ବାଇ: ବଲିଉଡର ହିଟ ଫ୍ରାଂଚାଇଜ ସିଂଘମର ପରବର୍ତୀ ପାର୍ଟ ସିଂଘମ ଏଗେନ ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଅଜୟ ଦେବଗନ, ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମରେ ଅର୍ଜୁନ କାପୁର ଭିଲେନ ଭୂମିକା କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାରେ ପ୍ରକାଶିତ ଖବର ଅନୁସାରେ ରୋହିତ ଶେଟ୍ଟୀ…

ଏସିଆନ ଗେମ୍ସ: ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଫୁଟବଲ ଟିମର ଘୋଷଣା କରାଯାଇଛି । ଏସିଆନ ଗେମ୍ସରେ ଫୁଟବଲ ୨୩ ବର୍ଷରୁ କମ ଟିମକୁ ନେଇ ଆୟୋଜିତ ହେବ । କେବଳ ୩ଜଣ ସିନିୟର ଖେଳାଳିଙ୍କୁ ଟିମରେ ସୁଯୋଗ ମିଳିବ । ପୂର୍ବରୁ ସମ୍ଭାବ୍ୟ…

ଦେଶରେ ପର୍ଯ୍ୟାପ୍ତ ଚିନି ଅଛି ତେଣୁ ଦର ବଢିବନି : ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ

ନୂଆଦିଲ୍ଲୀ: ପୂରା ଦେଶ ପାଇଁ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ଚିନି ଉପଲବ୍ଧ ଅଛି । ବର୍ତ୍ତମାନ ଚିନି ସିଜିନ୍ (ଅକ୍ଟୋବର-ସେପ୍ଟେମ୍ବର) ୨୨୨-୨୩ ସେପ୍ଟେମ୍ବର ୩୦,  ୨୦୨୩ରେ ଶେଷ ହେଉଛି । ଭାରତ ଏହା ପୂର୍ବରୁ ୩୩୦ ଏଲଏମଟି ଚିନି ଉତ୍ପାଦନ ପାର କରିସାରିଛି । ଏଥିରେ ଏଥେନାଲ ଉତ୍ପାଦନ…

ମିଲେଟ ରେସିପି ନେଇ ସେଫ୍‌ଙ୍କୁ ତାଲିମ; ଏଣିକି ସ୍ୱାଦ ସହ ବଢ଼ିବ ଲୋକପ୍ରିୟତା ଓ ଆଦର

ଭୁବନେଶ୍ୱର: ଓଡିଶା ମିଲେଟସ୍ ମିଶନ୍ (ଓଏମ୍ଏମ୍) ର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଜନସଂଖ୍ୟା ମଧ୍ୟରେ ମିଲେଟର ଲୋକପ୍ରିୟତା ବୃଦ୍ଧି କରିବା। ଏଥିପାଇଁ ଓଏମ୍ଏମ୍ ସକ୍ରିୟ ଭାବରେ ସହରାଞ୍ଚଳରେ ମିଲେଟକୁ କ୍ଷେତରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ପ୍ରୋତ୍ସାହିତ କରୁଛି।…

ଏବେ ବ୍ୟସ୍ତ ଅଛି..ସନ୍ଧ୍ୟାରେ କଥା ହେବି… ସହିଦ ପୁଅର ଶେଷକଥା ମନେ ପକାଇ କାନ୍ଦୁଛନ୍ତି ପରିବାର

ଜମ୍ମୁ:  ଏବେ ବ୍ୟସ୍ତ ଅଛି..ସନ୍ଧ୍ୟାରେ କଥା ହେବି.. । ପୁଅର ଫୋନକୁ ଅପେକ୍ଷା କରିଛନ୍ତି ପରିବାର ଲାେକେ । ସନ୍ଧ୍ୟା ଆସିଲା ହେଲେ ପୁଅର କଲ ଆସିଲାନି । ଶେଷର ଆସିଲା ଏ ଛାତିଫଟା  ଖବର । ପୁଅ ଆତଙ୍କୀ ସହ ଲଢି ଡାକ୍ତରଖାନାରେ ଆଉ ଏହାର କିଛି ସମୟରେ ଆସିଥିଲା ପୁଅର ସହିଦ ଖବର। ୬୮ ବର୍ଷ…

ପଟାଙ୍ଗୀ ରାଜନୀତିର ଖେଳ ବିଗାଡିବ କୋଟିଆ !

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକ ନିର୍ବାଚନ ବାତାବରଣ ତିଆରି ହୋଇସାରିଥିବାବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଉପରେ ଏବେ ବିଭିନ୍ନ ରାଜନୈତିକ ଦଳର ନଜର ରହିଛି। ସେଥିମଧ୍ୟରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ…

ହିମାଚଳ ଜିତାଇଛି ବିଧାନସଭା, ଏବେ ଲୋକସଭା ଜିତିବାକୁ ଜାଲ ବିଛାଉଛି କଂଗ୍ରେସ!

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳଗୁଡିକ ବେଶ ତତ୍ପର ହୋଇଛନ୍ତି। ଯେଉଁ ରାଜ୍ୟରେ ଯେଉଁ ଦଳର ସରକାର ଅଛି ସେଠାରେ କିଭଳି ସମ୍ପୃକ୍ତ ଦଳ ଅଧିକ ଲୋକସଭା ସିଟ ଜିତିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ହିମାଚଳ ପ୍ରଦେଶରେ କିଛି ମାସ ତଳେ…