Latest Odisha News

BREAKING NEWS

Browsing Category

ଫିଚର

ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲରେ ଜେରା କରିବ ସିଆଇଡି, ଜେରା ପାଇଁ ୨ ଦିନର ସମୟ ଦେଲେ କୋର୍ଟ

ଅମରାବତୀ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲରେ ଜେରା କରିବାକୁ ଆଜି ଦୁର୍ନୀତି ନିରୋଧ ଶାଖା(ଏସିବି)ର ଗୋଟିଏ କୋର୍ଟ ସିଆଇଡିକୁ ଅନୁମତି ଦେଇଛନ୍ତି। ସେ ଜେଲରେ ଥିବା ବେଳେ ଅଧିକ ତଦନ୍ତ ପାଇଁ ସିଆଇଡି ତାଙ୍କୁ ଜେରା କରିବାକୁ ଅନୁମତି ମାଗିଥିଲା। କୋର୍ଟ…

ବିକ୍ରମ ଓ ପ୍ରଜ୍ଞାନଠୁ ମିଳୁନି ସିଗନାଲ, ଏବେ ବି ଇସ୍ରୋ ଆଶା ରଖିଛି ହେବ ଯୋଗାଯୋଗ; ଜାଣନ୍ତୁ କାରଣ

ବେଙ୍ଗାଲୁରୁ: ଶୁକ୍ରବାର ସଂଧ୍ୟା ସୁଦ୍ଧା ଚନ୍ଦ୍ରଯାନ-3ର ଲ୍ୟାଣ୍ଡରର ରୋଭର ବିକ୍ରମ ଓ ପ୍ରଜ୍ଞାନଙ୍କ ଠାରୁ ଇସ୍ରୋ ଏପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ପାଇପାରିନାହିଁ। ଇସ୍ରୋର ଏହି ଦୂତ ପୁଣି ଥରେ ସିଗ୍ନାଲ ଦେଲେ ଚନ୍ଦ୍ରରେ ଆଉ କିଛି ତଥ୍ୟ ପାଇପାରିବ ବୋଲି ଅପେକ୍ଷା କରିଛି ମହାକାଶ ଗବେଷଣା…

ମୁହଁ ଖୋଲିଲେ ଫରହାନ, କାହାଣୀ ନେଇ ଡନ ୩ରୁ ଅଲଗା ହେଲେ ଶାହାରୁଖ

ମୁମ୍ବାଇ: ଫରହାନ ଅଖତର ନିକଟରେ ଡନ ୩ ଫିଲ୍ମର ଘୋଷଣା କରିଛନ୍ତି । ଏଥିରେ ସେ ଶାହାରୁଖ ଖାଁଙ୍କ ବଦଳରେ ରଣବୀର ସିଂଙ୍କୁ ହୀରୋ ଭାବେ ଘୋଷଣା କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚିକତ ହୋଇ ଯାଇଥିଲେ । ଏବେ ଶାହାରୁଖଙ୍କ ବଦଳରେ ଫରହାନ କାହିଁକି ରଣବୀରଙ୍କୁ ଚୟନ କଲେ ତାର ଖୁଲାସା କରିଛନ୍ତି ।…

ବିଜେପି ସାଂସଦଙ୍କ ଅଶାଳୀନ ମନ୍ତବ୍ୟ ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ବିଏସପି ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶୁକ୍ରବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ବିଜେପି ସାଂସଦ ରମେଶ ବିଧୁରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଯିଏକି ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ଘୃଣ୍ୟ ମନ୍ତବ୍ୟ…

ନବୀନ ବାବୁଙ୍କ ଅସଲ ଚେହେରା; ଦଳ ଭିତରେ ଚୁପ୍ ରହିଲେ ଦୁର୍ନୀତି ଚଳିବ, ପାଟି ଖୋଲିଲେ ଜେଲ ଯିବ: ଆପ୍

ଭୁବନେଶ୍ୱର: ବିଜେଡି ସରକାରଙ୍କୁ ଆମ୍ ଆଦମୀ ପାର୍ଟିର ଟାର୍ଗେଟ। ଦଳୀୟ ନେତା ଯେତେ ଅନ୍ୟାୟ କରିଲେ ସୁଦ୍ଧା ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆପର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର। ସେ କହିଛନ୍ତି, ସୋନପୁରର ବିଧାୟକ ତଥା ସ୍ୱାସ୍ଥ୍ୟ…

ଅଲିମ୍ପିକ କୋଟା ହାସଲ କଲେ ରେସଲର ଅନ୍ତିମ

ନୂଆଦିଲ୍ଲୀ: ଭାରତର ରେସଲର ଅନ୍ତିମ ଫଙ୍ଘଲ ୨୦୨୪ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଛନ୍ତି । ସର୍ବିୟାର ବେଲଗ୍ରେଡରେ ଅନୁଷ୍ଠିତ ବିଶ୍ୱ ରେସଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିବା ସହ ପ୍ରଥମ ରେସଲର ଭାବେ ଆଗାମୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ୫୩ କିଗ୍ରା…

ପୋଖରୀରେ ବୁଡ଼ି ଚାଲିଗଲା ବାପା-ଝିଅଙ୍କ ଜୀବନ

ଢେଙ୍କାନାଳ: ଗନ୍ଦିଆ ଥାନା ବାଇଁଶିଆ ପଞ୍ଚାୟତ ଖଙ୍କରା ଗାଁରେ ଅଘଟଣ। ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ବାପା-ଝିଅ। ଉଭୟଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ବ୍ୟକ୍ତି ମହେଶ୍ୱର ନାୟକଙ୍କୁ ୪୮ ବର୍ଷ ହୋଇଥିବା ବେଳେ ତାଙ୍କ ଝିଅ ମନ୍ଦାକିନି ନାୟକଙ୍କ ବୟସ ୮ ବର୍ଷ।…

ଦିନିକିଆ ବିଶ୍ୱକପ କ୍ରିକେଟ: ଏଥର ଚାମ୍ପିୟନ ଟିମକୁ ମିଳିବ ୩୩ କୋଟି ଟଙ୍କାର ପୁରସ୍କାର ରାଶି

ନୂଆଦିଲ୍ଲୀ: ଭାରତରେ ଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଶୁକ୍ରବାର ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏହାର ପୁରସ୍କାର ରାଶି ଘୋଷଣା କରିଛି । ଏଥର ଓଭରାଲ ୮୩ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଚାମ୍ପିୟନ ଟିମକୁ ୩୩ ଓ ରନର୍ସଅପ ଦଳକୁ ୧୭ କୋଟି ଟଙ୍କା…

ହେବନି ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ, ଏକାଠି ବି ରହି ପାରିବେନି: ଉଭୟଙ୍କ ମାମଲା କୋର୍ଟରେ ଖାରଜ

ଭୁବନେଶ୍ୱର: ସାଂସଦ ଅନୁଭବ ଓ ବର୍ଷାଙ୍କୁ ଅଦାଲତ ଝଟକା । ଅନୁଭବ କରିଥିବା  ବିବାହ ବିଚ୍ଛେଦ ମାମଲାକୁ ଅଗ୍ରାହ୍ୟ କରି ଦେଇଛନ୍ତି କଟକ ଫ୍ୟାମିଲି କୋର୍ଟ । ସେହିପରି ପତ୍ନୀ ବର୍ଷା କରିଥିବା ମାମଲାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ପତ୍ନୀ ବର୍ଷା ଏକାଠି ପତି-ପତ୍ନୀ ଭାବେ ରହିବା…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଘୋଷିତ

ଦୁବାଇ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଆଜି ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି । ୧୮ ବର୍ଷ ପରେ ଶ୍ରୀଲଙ୍କା ଏହାକୁ ଆୟୋଜନ କରିବାକୁ ଯାଉଛି । ୨୦୦୬ରେ ଶେଷ ଥର ପାଇଁ ଏଠାରେ ୧୯ ବର୍ଷରୁ କମ ବିଶ୍ୱକପ ଆୟୋଜିତ ହୋଇଥିଲା । ସେତେବେଳେ ଫାଇନାଲରେ…